ଦେଖନ୍ତୁ ଭିଡିଓ – ସିସିଟିଭି ରେ କଏଦ୍ ହେଲା ଏଭଳି କିଛି ଅଦ୍ଭୁତ ଦୃଶ୍ୟ ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ

0

ଆମ ଚତଃପାର୍ଶ୍ଵରେ କେତେବେଳେ କଣ ଘଟିଥାଏ ଅବା ଘଟୁଥାଏ ତାହା ଆମକୁ ଭି ଜଣା ନ ଥାଏ।ଯାହା ସବୁ ଆମେ ନିଜ ଆଖିରେ ଦେଖୁ ତାହା କୁ ବି ବିଶ୍ୱାସ କରିଥାଉ କିନ୍ତୁ ଆମ ପଛରେ ଭି ଏମିତି ଅଦୃଶ୍ୟ ଘଟଣା ଘଟି ଥାଏ ତାହା ଆମେ ଭି ଜାଣୁ ନା ଯଦି ବା କୌଣସି କାରଣ ବଶତଃ ଜଣା ପଡ଼େ ତାହା ଆମୋକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ ।ଏହା ବିଜ୍ଞାନ ଯୁଗ ଏଠି କେହି ଭି ବିଜ୍ଞାନ ବ୍ୟତୀତ ଭୂତ,ପ୍ରେତ ,ଗୁଣି ,ଗାରେଡ଼ି ଉପରେ ବିଶ୍ୱାସ କରନ୍ତି ନାହିଁ,କିନ୍ତୁ ବେଳେ ବେଳେ ଆମେ ଆମ ଆଖି ରେ ଏମିତି କିଛି ଘଟଣା ଅବା ଦୁର୍ଘଟଣା ଦେଖୁଥାଇ ତାହା ବିଶ୍ୱାସ କରି ପାରୁନା ଏହା ସତ କି ମିଛ ।କିନ୍ତୁ ସବୁବେଳେ ଆମେ ଜାଣିଚୁ ଆମ ଚାରିପଟେ କେତେ କଣ ବିଚିତ୍ର ଘଟଣା ଘଟି ଥାଏ ।

ଆଜି ଏତେ ସବୁ କଥା କହିବାର କାରଣ ହଉଚି କି କିଛି ସିସ ଟିଭି ରେ ଏମିତି କିଛି ଭିଡିଓ ସୁଟିଂ ହୋଇଛି ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ।ଆଜି ଆମେ ଯାହା ସବୁ କହିବୁ ତାହା ଆପଣ ମାନଙ୍କୁ ବିଶ୍ୱାସ କରିବା ପାଇଁ ଟିକେ ଆଶ୍ଚର୍ଯ୍ୟ ହେଇପାରେ କିନ୍ତୁ ଏମିତି ଆମେ ସିସିଟିଭି ଫୁଟେଜ ରୁ ପାଇଛୁ ।

*ପ୍ରଥମେ ଆମେ ଗୋଟେ ଭିଡିଓ ଦେଖିଲୁ ଯାହା ଗୋଟିଏ ଡାନ୍ସ କ୍ଲାସ୍ ଭିଡିଓ ।ଏମିତି ସବୁ ଘଟଣା ଦେଖିବାକୁ ମିଳିଛି ତାହା ହଉଚି କି ସେଇ ଡାନ୍ସ କ୍ଲାସ୍ ରେ ଜଣେ ନୃତ୍ୟଶିଳ୍ପୀ ନୃତ୍ୟ କରିଥିବାର ନଜିର ଆସିଛି କିନ୍ତୁ କିଛି ସମୟ ପରେ ସେ ଥକି ବସି ଯାଇଥିଲେ ।ହେଲେ ଗୋଟେ ବିଚିତ୍ର ଚିତ୍ର ଦେଖିବା ପାଇଁ ମିଳିଥିଲା ସେଇ ଡାନ୍ସ କ୍ଲାସ୍ ରେ ଲାଗିଥିବାର ମିରର ରେ ।ତାହା ହଉଚି କି ସେ ପଶିଥିବା ସମୟରେ ତାଙ୍କ ପଛରେ ଥିବା ମିରର୍ ରେ ତାଙ୍କ ପ୍ରତିଛବି ଉଠି ଠିଆ ହେବାର ନଜିର ଆସିଥିଲା ହେଲେ ସେହି ସମୟରେ ସେଇ ଝିଅ ଟି ଉଠି ଚାଲିଯାଇଥିଲେ ।

*ଏମିତି ଆହୁରି ଏକ ବିଚିତ୍ର ଜିନିଷ ଦେଖିବା ପାଇଁ ମିଳିଥିଲା ତାହା ହଉଚି କି ରାସ୍ତା ଉପରେ ହଠାତ୍ ଗୋଟେ କାର୍ ଆସି ଠିଆ ହେଲା, କିନ୍ତୁ କିଛି ସମୟ ପରେ ବହୁତ୍ କୁକୁର ମାନେ ଆସି ତା ଚାରିପଟେ ଘେରିଗଲେ ଆଉ ସେ କାର କୁ ଟାଣିବାକୁ ଲାଗିଲେ ।ଯେମିତି କି ସେମାନେ ଗୋଟେ ମାଂସ ପିଣ୍ଡୁଳାକୁ ଟାଣୁଛନ୍ତି,ଏ ସବୁ ନିଆରା ବିଚିତ୍ର ଦୃଶ୍ୟ ।

*ଆତ୍ମା ଉପରେ କିଛି ଲୋକ ବିଶ୍ୱାସ କରନ୍ତି ତାହା ଅଛି ବୋଲି ଆଉ କିଛି ଲୋକ ମାନନ୍ତି କି ସେମିତି କିଛି ନାହିଁ,କିନ୍ତୁ ଆମେ ଗୋଟେ ସିସିଟିଭି ଫୁଟେଜ ରୁ ଯାହା ଜାଣିବାକୁ ପାଇଲୁ ତାହା ହଉଚି ଚାଇନା ର ଗୋଟେ ହସ୍ପିଟାଲ ର ଦୃଶ୍ୟ ତାହା ହଉଚି କି ଗୋଟେ ହସ୍ପିଟାଲ୍ ର ସ୍ତ୍ରେଚର ରେ ଜଣେ ବ୍ୟକ୍ତି ସୋଇଛନ୍ତି ତା ପରେ ପରେ ଆସ୍ତେ ଆସ୍ତେ ତାଙ୍କ ଉପରେ ଗୋଟେ ଧୂଆଁ ଭଳି ପଦାର୍ଥ ଦେଖିବା ପାଇଁ ମିଳିଛି ।

*ଆଉ ଗୋଟେ ଗୋଦାମ ର ଚିତ୍ର ସାମ୍ନା କୁ ଆସିଛି କି ସେଥି ହଠାତ୍ ଆଲମାରୀ ହଲିବାରେ ଆଉ ଖୋଲି ବାରେ ଲାଗିଚି ।ତାକୁ କେହି ଭି ଲୋକ କରୁନାହାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।