ଆପଣଙ୍କର ବିବାହ ଯୋଗ ହେଉନାହିଁ କି ? କରନ୍ତୁ ଏହି ସରଳ ଉପାୟ ଗୋଟିଏ ମାସ ମଧ୍ୟରେ ବିବାହ ହେବା ନିଶ୍ଚିତ

0

ଯଦିଓ ଆମେ ଏବେ ଏକ ଅତ୍ୟାଧୁନିଙ୍କ ବିଜ୍ଞାନ ର ସମାଜରେ ନିଜର ଜୀବନ ଯାପନ କରୁଛ ,ତଥାପି ଆମେ ଆମ ପୁରାଣ ଶାସ୍ତ୍ର କୁ ଭୁଲିନାହୁଁ । ଏବେ ମଧ୍ୟ ଯେକୌଣସି ଶୁଭ କାର୍ଯ୍ୟ ସମୟରେ ଜ୍ୟତିସଜ୍ଞାନ କୁ ପ୍ରଥମେ ଧ୍ୟାନ ଦେଇଥାଉ । ଏପରି କି ବିବାହ ସମୟରେ କେଉଁ ରାଶିର ଝିଅ କୁ ବିବାହ କରିବେ କେଉଁ ସମୟରେ ବିବାହ କରିବା ତାହା ପାଇଁ ମଧ୍ୟ ଆମେ ଏକ ଜ୍ୟାତିଷ ଙ୍କ ଉପରେ ନିର୍ଭର କରିଥାଉ । ସେହି ଶୁଭକାର୍ୟ୍ଯ ଭିତରେ ବିବାହ ହେଉଛି ଅନ୍ୟତମ କିନ୍ତୁ ଆପଣମାନେ ଦେଖିଥିବେ କି ବହୁତ ବ୍ୟକ୍ତି ଙ୍କର ବିବାହ ଯୋଗ ନଥିବାରୁ ଯେତେ ଚେଷ୍ଟା କଲେ ମଧ୍ୟ ବିବାହ ସମ୍ଭବ ହୋଇପାରେ ନାହିଁ।

ତେବେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଯଦି ଆପଣ ଙ୍କର ବିବାହର ଯୋଗ ହେଉନାହିଁ ତାହେଲେ ଆପଣ କଣ କରିବେ ଯାହା ଫଳରେ ଆପଣଙ୍କର ବିବାହ ର ଯୋଗ ହୋଇଯିବ । ସାଧାରଣତ୍ୱ ଭାବରେ ଯଦି ଆପଣଙ୍କ ର ବିବାହ ହେଉନାହିଁ ତାହାଲେ ଆପଣ ପ୍ରଥମେ ଏକ ଜ୍ୟାତିଷ ଙ୍କ ପାଖକୁ ନିଜର ବା ନିଜ ପୁଅ / ଝିଅ ର ଜାତକ ନେଇ ଦେଖାନ୍ତୁ ।

ଆମ ଜ୍ୟତିଷବିଜ୍ଞାନ ଅନୁସାରେ ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ କମଜୋର ଅଛି ତାହାଲେ ବିବାହ କେବେବି ହୋଇପାରିବ ନାହିଁ ,କାରଣ ବୃହସ୍ପତି ହେଉଛନ୍ତି ବିବାହର ଗ୍ରହ । ତେବେ କୁଣ୍ଡଳୀରେ ବୃହସ୍ପତି କୁ ତାକତବାନ କରିବା ପାଇଁ ଆପଣ ପ୍ରତିଦିନ ଗୁରୁବାର ଦିନ ବୃହସ୍ପତି ଙ୍କୁ ପୂଜା କରନ୍ତୁ । ତାପରେ ଦେଖିବେ ବାସ କିଛି ଦିନ ମଧ୍ୟରେ ଆପଣ ଙ୍କର ବିବାହର ଯୋଗ ଦେଖା ଦେବ । ଆସାନ୍ତୁ ଜାଣିବା କଣ କରିବ ଦ୍ବାରା ଆପଣ ବୃହସ୍ପତି ଙ୍କୁ ସନ୍ତୁଷ୍ଟ କରିପାରିବେ ।

୧.ପ୍ରଥମତଃ ବୃହସ୍ପତି ଙ୍କର ପୂଜା କରିବା ସମୟରେ ଆପଣ ଏକ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏହା ହେଉଛି ବୃହସ୍ପତି ଙ୍କର ପ୍ରିୟ ରଙ୍ଗ ଅଟେ ।ଏବଂ ସେହି ଦିନ କିଛି ହଳଦିଆ ରଙ୍ଗର ବସ୍ତୁ ନିକଟରେ ଥିବା ଗରିବ ଲୋକଙ୍କୁ ଦାନ କରନ୍ତୁ ।

1 .ଦ୍ୱିତୀୟ , ବୃହସ୍ପତି ଙ୍କର ଶୁଭ ବାର ଗୁରୁବାର ହୋଇଥିବାରୁ ଆପଣ ପ୍ରତି ଗୁରୁବାର ଦିନ ବୃହସ୍ପତି ଙ୍କୁ ପୂଜାର୍ଚ୍ଚନା କରବା ଅତ୍ୟନ୍ତ ଶୁଭ ହୋଇଥାଏ ।

୩. ପ୍ରତି ଗୁରୁବାର ଦିନ ଗାଧେଇବାରେ ମଧ୍ୟ କିଛି ହଳଦୀ ବ୍ୟବହାର କରନ୍ତୁ ଅର୍ଥାତ ଗାଧେଇବା ପାଣିରେ କିଛି ହଳଦୀ ଗୁଣ୍ଡ ବା କଞ୍ଚା ହଳଦୀ ବଟା ମିଶେଇ ଗାଧାନ୍ତୁ । ଏବଂ ହଳଦୀର ଟୀକା ମଧ୍ୟ ନିଜ ମସ୍ତକରେ ଲଗାନ୍ତୁ ।

୪. କଦଳୀ ଗଛରେ ବୃହସ୍ପତି ଗ୍ରହ ବାସକରନ୍ତି ବୋଲି ଆମ ପୁରାଣଶାସ୍ତ୍ର ରେ ଲେଖାଯାଇଛି । ତେଣୁ ଲଗାତାର ଭାବରେ ୧୧ ଟି ଗୁରୁବାର ରେ କଦଳୀ ଗଛକୁ ପୂଜା କରିବା ସହ ଏହି ଦିନରେ କେବଳ ମିଠାଜାତୀୟ ଖାଦ୍ୟ ସେବନ କରନ୍ତୁ ।

୫. ବୃହସ୍ପତି ଗ୍ରହ କୁ ଶାନ୍ତ କରିବା ନିମନ୍ତେ ଆପଣ ଗାଈଗୋରୁ ଙ୍କର ସେବା କରନ୍ତୁ ଏବଂ କିଛି କଦଳୀ ମଧ୍ୟ ଲୋକମାନଙ୍କୁ ଦାନ କରନ୍ତୁ । ଦେଖିବେ ବହୁତ ଶୀଘ୍ର ଆପଣଙ୍କର ବିବାହ ଯୋଗ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।