ଦେଖନ୍ତୁ ଭିଡିଓ – ସିଦ୍ଧାର୍ଥ ମହାପାତ୍ର ନିଜ ସ୍ତ୍ରୀ ଓ ଝିଅ ସହ ପାଳନ କଲେ ଜନ୍ମ ଦିନ ଏହି ଭିଡିଓ ଭାଇରାଲ୍ ହବାରେ ଲାଗିଚି

0

ଆମେ ସବୁବେଳେ ନିଜର ମନ ରଞ୍ଜନ ପାଇଁ ଟିଭି ଜରିଆରେ ବିଭିନ୍ନ ପ୍ରୋଗ୍ରାମ ଦ୍ଵାରା ଖୁସି ହଇ ଥାଉ।ଆମେ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜର ଟିକେ ଖୁସି ପାଇଁ ଟିଭି , ମୋବାଇଲ ଆଦି ଇଣ୍ଟରନେଟ ସହ ଜଡ଼ି ହଇ ରହିଥାଏ ।ଜୀବନରେ କାମ ମଧ୍ୟରେ ଟିକେ ସମୟ ବାହାର କରି ଆମେ ନିଜର ମନୋରଞ୍ଜନ କରିଥାଉ।

ସିରିଆଲ୍ ,ଫିଲ୍ମ ,ଭଜନ ,ନାଟକ ,ଆଲବମ ଆଦି ଦେଖି ନିଜର ମନ ଖୁସି କରିଥାଉ ।କିନ୍ତୁ ଗୋଟିଏ କଥା କହିଲେ ଦେଖି ଆମେ ଯଉ ମାନଙ୍କୁ ପରଦା ପଛରେ ଦେଖୁଚୁ ସେମାନେ ଆମ ମାନଙ୍କ ମନ ରଞ୍ଜନ ପାଇଁ କେତେ ପରିଶ୍ରମ କରୁନାହାନ୍ତି କହିଲେ । ଦିନ ରାତି ନ ଦେଖି ଆମର ମନ ରଞ୍ଜନ ପାଇଁ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିଦେଉଛନ୍ତି ସେଇ ଅଭିନୟ ପାଇଁ ।

ହଁ ମୁଁ ଆପଣ ମାନଙ୍କୁ ସେଇ କଥା ହିଁ କହୁଛି ସେଇ ପରଦା ପଛରେ କାମ କରୁଥିବା ବିଶିଷ୍ଟ ବ୍ୟକ୍ତି ମାନେ ।ସେ ଡାଇରେକ୍ଟର ହୁଅନ୍ତୁ କି ରାଇଟର ହୁଅନ୍ତୁ କିମ୍ବା ଆମ ହିରୋ ହିରୋଇନ୍ ହୁଅନ୍ତୁ ।ଆମେ ଆଜି ସେମିତି ଆମର ସେଇ ସୁନ୍ଦର ରୂପ ଧାରିଣୀ ହିରୋଇନ୍ ମାନଙ୍କ ବିଷୟରେ କହିବୁ । ଯଉମାନେ ରୂପ ରେ ଯେମିତି ଅଭିନୟରେ ମଧ୍ୟ ତ ଠାରୁ ନିପୂଣ । ଆଜି ଏତେ ସବୁ କଥା କହିବାର କାରଣ ହଉଚି କି ଆମେ ଆମର ଜଣେ ନିଆରା ହିରୋ ଙ୍କ ବିଷୟରେ କହିବୁ ।

ସେଇ ସୁପର ଷ୍ଟାର ହଉଛନ୍ତି ସିଦ୍ଧାର୍ଥ ମହାନ୍ତି ।ସେ ଜଣେ ମହାନ୍ ଅଭିନେତା ।ସେ ୦୪ ମେ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ ।ସେ ଓଡ଼ିଶା ସ୍ଥିତ ବ୍ରହ୍ମପୁର ରେ ଜନ୍ମ ଗ୍ରହଣ କରିଥିଲେ ।ସିଦ୍ଧାର୍ଥ ମହାପାତ୍ର ଙ୍କ ବାପା ଜଣେ ଡାକ୍ତର ଥିଲେ ତାଙ୍କ ପ୍ରକୃତ ନାମ ହଉଚି ମନମୋହନ ମହାପାତ୍ର ।ତାଙ୍କ ମାଆ ହଉଛନ୍ତି ଶ୍ରୀମତୀ କନକ ମହାପାତ୍ର ।

ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବେ ଫିଲ୍ମ ଜଗତ ରେ ନିଜର ନାମ କରିଦେଇଛନ୍ତି ଏବେ ଭି ତାଙ୍କର ସେଇ ଯାତ୍ରା ସରିନାହିଁ। ସେ ୨୦୦୪ ମସିହା ରେ ଡିସେମ୍ବର ୦୩ ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ସେ ଜଣେ ଏମ ବି ଏ ଛାତ୍ର ଥିଲେ।ଏବେ ଏବେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ସେମାନେ ହଉଛନ୍ତି ଗୋଟିଏ ପୁଅ ଏବଂ ଅନ୍ୟଟି ଝିଅ ।

ସେ ପ୍ରଥମେ ୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ଫିଲ୍ମ କରିଥିଲେ କିନ୍ତୁ ତାଙ୍କର ପଥର ଖସୁଛି ବଡ଼ଦେଉଳ ଫିଲ୍ମ ଟି ପ୍ରଥମେ ପ୍ରେଖ୍ୟଳୟ ରେ ଆସିଥିଲା ।ଏମିତି ଭାବେ ତାଙ୍କ ଫିଲ୍ମ ସବୁ ଚାଲିଥିଲା ।ଆସ୍ତେ ଆସ୍ତେ ସେ ଷ୍ଟାର ରୁ ସୁପରଷ୍ଟାର ସିଦ୍ଧାର୍ଥ ମହାନ୍ତି ହୋଇଗଲେ।ସେ ଏବେ ସୁଦ୍ଧା ୧୫୦ ଫିଲ୍ମ ପାଖାପାଖି କରିସାରିଲେଣି ।ସେ ଜଣେ ଶ୍ରେଷ୍ଠ ଅଭିନେତା ସହ ଜଣେ ଶ୍ରେଷ୍ଠ ବି . ଜେ. ଡି କର୍ମୀ ।ଏଇ ଏବେ ଏବେ ସିଦ୍ଧାର୍ଥ ମହାପାତ୍ର ଙ୍କ ର ଜନ୍ମ ଦିନ ଭିଡିଓ ଭାଇରାଲ୍ ହବାରେ ଲାଗିଚି ।ସେଥିରେ ସେ ତାଙ୍କ ସ୍ତ୍ରୀ ,ପିଲା ମାନଙ୍କ ସହ ବେଶ୍ ହସ ଖୁସି ରେ ସେଲିବ୍ରେଟ କରିବାର ନଜିର ଆସିଛନ୍ତି ।ତେବେ ଏ ସବୁ ରହିଲା ସିଦ୍ଧାର୍ଥ ମହାପାତ୍ର ଙ୍କ ର ଜୀବନ କାହାଣୀ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।