ଦେଖନ୍ତୁ ଭିଡିଓ – ଟିକିଏ ଭୁଲ ପାଇଁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଗଲା ଗୋଟିଏ ସଂସାର ଏହି କରୁଣ ଭିଡ଼ିଓ ଟି ଦେଖିଲେ ଆପଣଙ୍କ ଲୋକ ତାଙ୍କୁରି ଉଠିବ….

0

ବର୍ତ୍ତମାନ ଭାରତ ହେଉଛି ବିଶ୍ଵ ର ଏକ ଅଗ୍ରଗତି ଶିଳ ଦେଶ ଅଟେ ।ଏବଂ ଆମେ ଏବେ ଏକ ଅତ୍ୟାଧୁନିକ ,ଶିଖିତ ସମାଜରେ ବସବାସ କରୁଛୁ। କିନ୍ତୁ ସବୁବେଳେ ଆମ ମନ ରେ ଏକ ପ୍ରଶ୍ନ ଉଙ୍କିମାରେ କି କଣ ଆମେ ଏବେ ଶିଖିତ …. କଣ ଆମ ସମାଜ ରେ ଏବେ କୌଣସି କୁସଂସ୍କାର ଏବଂ ଅମାନବୀୟ ବ୍ୟବହାର ର ଛାୟା ଠାରୁ ଦୁରେଇ ଯାଇଛି …ନା ଏବେ ବି ଆମେ ସେହି କୁସଂସ୍କାର ଏବଂ କୁପ୍ରାଥ ର ଶିକାର ହେଉଚୁ…

ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଭୁଲିଯିବେ କି ଆପଣ ଏକ ଶିକ୍ଷିତ ଓ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ବୋଲି ।

ତେବେ ଏମିତି ଏକ ମର୍ମାହତ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ଏକ କ୍ଷୁଦ୍ର ଅଞ୍ଚଳରେ ଯେଉଁ ଠାରେ କିଛି ଅସାମାଜିକ ବ୍ୟକ୍ତି ଙ୍କର ଅମାନବୀୟ କାର୍ଯ୍ୟ କଳାପ କାରଣ ରୁ ଗୋଟିଏ ସଂସାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି ଏବଂ ଗୋଟିଏ ମା ତାର ପୁଅ କୁ ସବୁଦିନ ପାଇଁ ହରେଇ ବସିଛି ।ଏହି ଘଟଣା ଟି ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପରେ ଆପଣ ଙ୍କର ଲୋମ ତାଙ୍କୁରି ଉଠିବ ଏବଂ ଏହିପରି ଲୋକଙ୍କ ପ୍ରତି ମନରେ ଘୃଣା ଭାବ ସୃଷ୍ଟି ହେବ।ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ଟି କଣ ଥିଲା ବୋଲି।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲାର ଏକ ଛୋଟିଆ ଗ୍ରାମରେ ନିଜ ମା ଓ ଭଉଣୀ ଙ୍କ ସହ ରହୁଥିଲେ ରାହୁଲ (ଛଦ୍ମ ନାମ) ।ସେ ବୃତ୍ତି ରେ ଜଣେ ଦିନ ମଜୁରିଆ ଥିଲେ ।ତାଙ୍କ ର ପ୍ରତିଦିନ ମଜୁରି ରୁ ଯାହା ଆୟ ହେଉଥିଲା ସେଥିରେ ତାଙ୍କର ପରିବାର ଚାଲୁଥିଲା। ସେ ପ୍ରତ୍ୟେକ ଦିନ ସକାଳେ ନିଜ କୁଡିଆ ଘରୁ ବାହାରି ଯାଏ କାମ କରିବାକୁ ଦିନ ସାରା ପରିଶ୍ରମ କରି ଯାହା ରୋଜଗାର ହୁଏ ତାହାକୁ ନେଇ ମନ ଖୁସିରେ ଘରକୁ ଫେରିଥାଏ ।ସେ କାମ କରିବାକୁ ସବୁ ଦିନ ସାଇକେଲ ନେଇକି ଯାଏ ।
କିନ୍ତୁ କିଏ ଜାଣିଥିଲା କି ଏମିତି ଗୋଟିଏ ଦିନ ଆସିବ ଯେଉଁ ଦିନ ରାହୁଲ ନୁହେଁ ବରଂ ତାର ଶବ ଆସିବ ତାର ଘରକୁ ।ସବୁଦିନ ପରି ସେଦିନ ମଧ୍ୟ ସେ ସକାଳେ ଖାଇ ପିଇ ଘରୁ କାମକୁ ବାହାରିଲା କାମ ସରିବା ବେଳେ ସବୁଦିନ ପରି ଘରକୁ ସାଇକେଲ ରେ ଫେରୁଥିଲା କିନ୍ତୁ ତାର ସାକ୍ଷାତ ହୋଇଗଲା କିଛି ଅସାମାଜିକ ବ୍ୟକ୍ତିଙ୍କ ଆଗରେ ଯେଉଁ ମାନେ କି ମଦ୍ୟପାନ କରି ବେହସ ହୋଇ ଗୋଟିଏ ବାଇକ ରେ ତିନି ଜଣ ବସିକି ଟଳମଳ ହୋଇ ଆସୁଥିଲେ ଆଉ ସେମାନେ ଆସି ବାଜି ହୋଇଗଲେ ରାହୁଲ ର ସାଇକେଲ ରେ ଆଉ ସେହି ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ ଗୋଟିଏ ମା ର ପୁଅ ।

ଆପଣଙ୍କ ଟିକିଏ ଭୁଲ ପାଇଁ ଗୋଟିଏ ଜୀଵନ ତଥା ଗୋଟିଏ ପରିବାର ସବୁଦିନ ପାଇଁ ଭାଙ୍ଗିଗଲା ।ତେଣୁ ସଜାଗ ରୁହନ୍ତୁ ସମାଜ ପାଇଁ କିଛି ଭଲ କାମ କରନ୍ତୁ ଲୋକ ମାନଙ୍କର ବଞ୍ଚିବାର କାରଣ ହୁଅନ୍ତୁ ମୃତ୍ୟ ର ନୁହେଁ।