ପୁଣି ସୋସିଆଲ ମିଡ଼ିଆ ରେ ଭାଇରଲ ହେଲେ ଦୁଇ ଛାତ୍ରୀ ଙ୍କର ଅଶ୍ଲୀଳ ଭିଡ଼ିଓ କଲେଜ ଯିବା ନାମରେ କରୁଥିଲେ କିଛି ଏପରି କାର୍ଯ୍ୟ ଯାହା ଦେଖିଲେ ଆପଣ ଲଜ୍ୟା ଅନୁଭବ କରିବେ.

0

କଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି .. କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ .. ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।

ତେବେ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଇଣ୍ଟରନେଟ ର ବ୍ୟବହାର ଅତି କଦର୍ଯ୍ୟ ଭାବରେ କରୁଛନ୍ତି । ଯଦିଓ ଏହାର ପ୍ରକୃତ ଉଦେଶ୍ୟ ଥିଲା ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା କିନ୍ତୁ ହେଉଛି ଏହାର ବିପରୀତ।

ତେବେ ଆପଣ ମାନେ ତା ଜାଣିଥିବେ ବର୍ତ୍ତମାନ ର ଲୋକମାନେ କିପରି ଭାବେ ଧୀରେ ଧୀରେ ଅଶୀଳ ବ୍ୟବହାର କରିବାର ଲାଗିଛନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏହି ଲୋକଡାଉନ ସମୟର କିଛି ଏମିତି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇଦେଵ ।ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକି ଅତ୍ୟନ୍ତ ଲଜ୍ୟାଜନକ ଅଟେ ।

ସୂଚନାଯୋଗ୍ୟ ଯେ , ସୋସିଆଲ ମିଡିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟି ହେଉଛି ଦୁଇ ଜଣ ଛାତ୍ରୀ ତଥା ସା ବାଳକ ଯୁବତୀ ଙ୍କର ଅଶୀଳ ଭିଡ଼ିଓ ଯେଉଁ ମାନଙ୍କୁ କିଛି ଜନସାଧାରଣ ଧରିଥିଲେ ।ତେବେ ସେହି ଛାତ୍ରୀ ଦୁଇ ଜଣ କଲେଜ ଯିବା ବାହାନାରେ ଏକ ନିଛାଟିଆ ସ୍ଥାନରେ ଦେହଜୀବୀ ଭାବରେ କାର୍ଯ୍ୟ କରୁଥିଲେ ।ତେବେ ଏହା ଗ୍ରାମବାସୀ ମାନେ ଜାଣିବା ପରେ ସେମାନଙ୍କୁ ସେଠାରେ ଠାବ କରିଥିଲେ ।ତେବେ ସେହି ଦୁଇ ଜଣ ଝିଅ ଙ୍କର ଭିଡ଼ିଓ ରେକଡ଼ କରିଥିଲେ ଏବଂ ପରେ ସେମାନଙ୍କୁ ଭାଇରଲ କରିଥିବାର ଜଣା ଯାଉଛି।

ସୋସିଆଲ ମିଡିଆ ରେ ଭାଇରଲ ଭିଡ଼ିଓ ଅନୁସାରେ ଏହି ଯୁବତୀ ଦୁଇ ଜଣ ପ୍ରତିଦିନ ଘରେ କଲେଜ ଆସୁଛନ୍ତି ବୋଲି ଘରେ ଜଣାଉଥିଲେ କିନ୍ତୁ ପ୍ରକୃତ ରେ ସେମାନେ କେଲଜ ନୁହେଁ ବରଂ ନିଜର ଦେହ ର ସୁଖ ମେଣ୍ଟାଇବା ପାଇଁ ଏକ ନିଛାଟିଆ ସ୍ଥାନରେ ଥିବା ବେଶ୍ୟା ଳୟ କୁ ଆସୁଥିଲେ ।ତେବେ ଲୋକ ମାନେ ଏହା ଜାଣିବା ପରେ ସେହି ମହିଳା ଦୁଇ ଜଣଙ୍କୁ ଉଚିତ ଶିକ୍ଷା ଦେବା କୁ ଯାଇ ତାଙ୍କର ଭିଡ଼ିଓ ରେକର୍ଡ କରିଥିଲେ ଏବଂ ସେ ଦୁହିଁ ଙ୍କୁ ବହୁତ ଖରାପ ଭାଷାରେ ଗଲି ଗୁଲଜ କରିଥିଲେ ।

ତେବେ ଏହି ରେକର୍ଡ ଭିଡ଼ିଓ ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ନିଜର ଓଢଣୀ ରେ ମୁହଁକୁ ଲୁଚାଉଥିବା ର ଦେଖାଯାଇଥିଲା। ଏବଂ ସେହି ସ୍ଥାନ ରୁ ଆସି ଅତି ନିର୍ଲଜ ଭାବରେ ସେ ଦୁଇ ଜଣ ବାଇକ ରେ ଉପେକ୍ଷା କରିଥିବା ଯୁବକ ଙ୍କ ସହ ପଳେଇ ଯାଇଥିଲେ ।ମାତ୍ର ଏହିପରି କାର୍ଯ୍ୟ ଅତ୍ୟନ୍ତ ଲଜ୍ୟାଜନକ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।