2-ସପ୍ତାହ ଧରି ପେଟରେ ଯନ୍ତ୍ରଣା ହେଉଥିଲା ଅସ୍ତ୍ରୋପଚାର ପରେ ଯାହା ବାହାରିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

0

ଆମ ସମସ୍ତଙ୍କ ର ଦେହ ଖରାପ ହେଲେ ଆମେ ସମସ୍ତେ ଡାକ୍ତର ଙ୍କ ପାଖକୁ ଯାଇଥାଉ।ଏବଂ ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ସେ ଆମ କୁ ଯାହା କରିବାକୁ କହିଥାନ୍ତି ଆମେ ତାହା କରିଥାଉ, ସେହି ରୋଗ ରୁ ଭଲ ହେବା ପାଇଁ। ଡାକ୍ତର ଙ୍କ କଥା ମାନି ଆମେ ତାହା କରିବା ପରେ ସେହି ରୋଗ ରୁ ଜଲ୍ଦି ଭଲ ହେଇଯାଇଥାଉ। ଆଜି କାଲି କିନ୍ତୁ ପେଟ ସମସ୍ୟା ଲୋକ ମାନଙ୍କ ର ଏକ ବଡ ସମସ୍ୟା ହୋଇ ଠିଆ ହେଲାଣି।

ଆମେ ଯଦି ଦେଖିବା ତେବେ ଶହେ ପ୍ରତିଶତ ରୁ ପଚାଶ ପ୍ରତିଶତ ଲୋକଙ୍କ ର ପେଟ ସମସ୍ୟା ନିଶ୍ଚିତ ଭାବେ ଥିବ। ପେଟ ସମସ୍ୟା ହେଲେ ଲୋକ ମାନେ ଡକ୍ଟର ଙ୍କୁ ଦେଖାନ୍ତି। ଡକ୍ଟର ଦେଖିବା ପରେ ମେଡିସିନ୍ ଖାଇବାକୁ କୁହନ୍ତି ଆଉ କେତେକ ଙ୍କୁ ଅପରେଶନ ହେବା ପାଇଁ ପରାମର୍ଶ ଦିଅନ୍ତି।

ଅନେକ ସମୟରେ ଆମେ ଶୁଣିଥିବା ଡକ୍ଟର ଅପରେଶନ କରିବା ବେଳେ ଭୁଲ୍ ରେ ରୋଗୀ ର ପେଟ ରେ କିଛି ଜିନିଷ ରହିଯାଇଥାଏ ଏହା ପରେ ରୋଗୀ ଟି ପେଟରେ ଯନ୍ତ୍ରଣା ଅନୁଭବ କରେ। ଆମେ ଏହା ବି ଶୁଣିଥିବା କି ରୋଗୀ ମାନଙ୍କ ପେଟ ରୁ ବହୁତ ଅଜିବ୍ ଅଜିବ୍ ଜିନିଷ ବାହାରିଥାଏ, ଯେପରିକି ଚୁଟି ଏମିତି ବହୁତ କିଛି। କିନ୍ତୁ କେବେ କ’ଣ ଶୁଣିଛନ୍ତି ଜଣେ ମହିଳା ଙ୍କ ପେଟରୁ କଣ୍ଡୋମ୍ ବାହାରିବା। ହୁଏତ ଆପଣ ମାନେ କେହି ଶୁଣି ନଥିବେ, ଆଜି ଆମେ ଆପଣ ମାନଙ୍କୁ ସେହି ପରି ଏକ ଘଟଣା ସଂପର୍କରେ କହିବୁ।

କଣ୍ଡୋମ କିମ୍ବା ନିରୋଧ। ଏହା ଏକ ପୁରୁଷ ଗର୍ଭ ନିରୋଧକ ଯାହା ଭାରତ ରେ ଛତା କିମ୍ବା କ୍ୟାପ୍ ଭାବରେ ମଧ୍ୟ ଜଣାଶୁଣା। ଯୌନ ସମୟରେ ଏହାକୁ ବ୍ୟବହାର କରିଲେ ଯୌନ ସମ୍ପର୍କ ରୁ ହେଉଥିବା ରୋଗ ରୁ ଏହା ରକ୍ଷା କରେ। କିନ୍ତୁ ଏଥିପ୍ରତି ଅନେକ ସତର୍କ ରହିବାର ମଧ୍ୟ ଆବଶ୍ୟକତା ରହିଛି। କଣ୍ଡୋମ ର ପ୍ରବେଶ ବିଭିନ୍ନ ପ୍ରକାରର ରୋଗ କୁ ଆମନ୍ତ୍ରଣ କରିଥାଏ।

କାମେରୁନର ଜଣେ 26 ବର୍ଷୀୟ ମହିଳା 2 ସପ୍ତାହ ଧରି ପ୍ରତିଦିନ ପେଟ ରେ ଯନ୍ତ୍ରଣା ଅନୁଭବ କରିବାରୁ ତାପରେ ସେ ଡାକ୍ତରଙ୍କ ପାଖକୁ ଆସିଥିଲେ। ଏହା ପରେ ଡାକ୍ତର ମାନେ ତାଙ୍କ ର ଅପରେଶନ କରିଥିଲେ, ଏହା ପରେ ତାଙ୍କ ପେଟରୁ କଣ୍ଡୋମ ଖଣ୍ଡ ବାହାରି ଥିଲା। ଓରାଲ ସେକ୍ସ ସମୟରେ ଏହି କଣ୍ଡୋମ ତାଙ୍କ ପେଟ କୁ ଯାଇଥିଲା।

କାମେରୁନର ବ୍ୟୁ ବିଶ୍ୱବିଦ୍ୟାଳୟ ର ଡକ୍ଟର କାର୍ଲସନ୍ ବି. ସମାକେ କହିଛନ୍ତି, ପେଟରେ ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ସେହି ମହିଳା ଜଣକ ଡକ୍ଟର ଙ୍କ ପାଖକୁ ଆସିଥିଲେ। ଯେତେବେଳେ ସେ ଅଧିକ ଯନ୍ତ୍ରଣା ଅନୁଭବ କରିଲେ ଏହା ପରେ ଡାକ୍ତର ତାଙ୍କର ଅଲ୍ଟ୍ରାସାଉଣ୍ଡ କରିଥିଲେ ଏହା ଦ୍ୱାରା ତାଙ୍କ ଅନ୍ତନଳୀ ରେ ଫୁଲା ଏବଂ ତରଳ ଜମା ହୋଇଥିବା ଜାଣିବାକୁ ପାଇଥିଲେ।

ଏହି ପରି ଭାବରେ ମହିଳା ଜଣଙ୍କ ପେଟରୁ କଣ୍ଡୋମ ଟି ବାହାରିଥିଲା। ଡାକ୍ତର ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିବାରୁ ତାଙ୍କ ପେଟରୁ ଏହା ବାହାରି ଥିଲା। ତେବେ ଯୌନ ସମୟରେ ରେ କଣ୍ଡୋମ ବ୍ୟବହାର କରୁଥଗଲେ ଏହାକୁ ଖୁବ୍ ଯତ୍ନ ର ସହ ବ୍ୟବହାର କରିବା ଉଚିତ୍।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।