ଭିଡ଼ିଓ ହେଲା ଭାଇରଲ…- ୱାର୍କଆଉଟ ବାହାନାରେ ଜିମ ଟ୍ରେନର ଏମିତି ଉଠାଇଲେ Shraddha Kapoorଙ୍କର ଫାଇଦା, ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ ଜିମ୍ ଯିବା ଆଗରୁ ଶହେଥର ଚିନ୍ତା କରିବେ ?

0

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।

ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇ ପାରନ୍ତି। ତେବେ ଆଜି ଆମେ ଶ୍ରଦ୍ଧା କାପୂର୍ ଙ୍କ ବିଷୟ ରେ ଜାଣିବା।

ବର୍ତ୍ତମାନ ସମୟ ରେ ସ୍ଲିମ୍ ଓ ଫିଟି ରହିବାକୁ କିଏ ବା ନ ଚାହେଁ। ନିଜର ସ୍ବାସ୍ଥ୍ୟ କୁ ନେଇ ସମସ୍ତେ ବେଶ୍ ସତର୍କ। ତେବେ ଆପଣ ମାନେ ଶ୍ରାଦ୍ଧ କପୁରଙ୍କୁ ଜାଣି ଥିବେ। ତାଙ୍କ ଷ୍ଟାଇଲ, ଡାନ୍ସ ଓ ଅକ୍ତିଁ ପାଇଁ ଦର୍ଶକ ମାନେ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି।ଏବେକାର ସମୟ ରେ ସେ ସୁପର୍ ହିଟ୍ ଫିଲ୍ମ୍ ଦେଇ କରି ଦର୍ଶକ ଙ୍କ ମନ ରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଶ୍ରଦ୍ଧା କପୁର ନିଜ ଫିଲ୍ମ୍ ର ପାଷ୍ଟ୍ କ୍ୟାରିଅର ଆସିକ୍ ୨ ରୁ ଆରମ୍ଭ କରିଥିଲେ ପରେ ସେ ବହୁତ୍ ଫେମସ ହୋଇ ଯାଇଥିଲେ।

ସେ ହେଉଛନ୍ତି ବଲିଉଡ୍ ଅଭିନେତା ଶକ୍ତି କପୁର ଙ୍କ ଝିଅ,ମାତ୍ର ନିଜର ଦମ୍ ଦର ଅଭିନୟ ଯୋଗୁ ନିଜେ ବେଶ୍ ନାମ କମେଇପରିଛନ୍ତି। ନିଜର ସୁନ୍ଦରତା ଓ ସ୍ଲି ମ ଫିଗର୍ ପାଇଁ ବେଶ୍ ଅକ୍ତିଭ୍ ରହି ଥାନ୍ତି । ଫିଟ୍ ରହିବା ପାଇଁ ସେ ନିଜର ଡାଇଟ୍ ପ୍ଲାନ୍ କୁ ଅନୁସରଣ କରିଥାନ୍ତି।ସେ ଦିନ କୁ ୪ ଘଣ୍ଟା କସରତ ଓ ଯୋଗ ଭ୍ୟାସ କରି ଥାନ୍ତି।

ବର୍ତ୍ତମାନ ଶ୍ରଦ୍ଧା କପୁର ଙ୍କ ର କସରତ କରିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ସେ ନିଜକୁ ଶ୍ଲିମ୍ ଓ ଫିଟ୍ ରଖିବା ପାଇଁ ବହୁତ୍ କଷ୍ଟ କରିଛନ୍ତି।ଶ୍ରଦ୍ଧା ଜିନ୍ସ ଓ ଟପ୍ ସ୍ତ୍ରେଚିଂ କରୁଥିବାର ଦେଖିବାକୁ ମିଳିଛି ଓ ତାଙ୍କ ଟ୍ରେନର ତାଙ୍କ ପିଠି ରେ ହାତ ରଖି ତାଙ୍କୁ ସ୍ତ୍ତ୍ରେଚିଁ କରିବାରେ ସାହାଯ୍ୟ କରୁଛନ୍ତି। ଦିନକୁ ସେ ୪ ଘଣ୍ଟା କଠିନ ପରିଶ୍ରମ କରିଥିବା ର ଜଣା ପଡିଛି। ତେବେ ଆଗରୁ ତାଙ୍କ ଯୋଗ ଅଭ୍ୟାସ ର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।