Ajira anuchinta – ଅଧିକ ସମୟ TV ଦେଖୁଥିବା ବ୍ୟକ୍ତି କିପରି ମୃତ୍ୟୁବରଣ କରିଥାଏ ଜାଣନ୍ତୁ ରହସ୍ୟ

0

ଜୀବନରେ ବଞ୍ଚିବା ଆଉ ଚାଲିବା ପାଇଁ ବହୁତ୍ କିଛି ନୀତି ନିୟମ ମାନି ଚାଲିବା ପାଇଁ ହେଇଥାଏ ।ସେମିତି ଆମେ ସମସ୍ତେ ଜାଣିଚୁ ଜିତୁ ଦାସ ଙ୍କ ନୀତିବାଣୀ ଗୁଡ଼ିକ ଏବେ ସାରା ଦୁନିଆରେ ଖେଳି ଗଲାଣି ।ଲୋକ ମାନେ ଭି ସେଇ ସବୁ ନିୟମକୁ ମଧ୍ୟ ମାନି ଚାଲିଛନ୍ତି।ଏ ସବୁ ମାଧ୍ୟମ ରେ ଆପଣ ମାନେ ମଧ୍ୟ କିଛି ନୂଆ କଥା ଶିଖିବା ପାଇଁ ପାଇବେ ।

*ଯେଉଁ ବ୍ୟକ୍ତି ମାନେ ଭୋଜନ କଲା ବେଳେ ତର ତର ହଇ ଭୋଜନ କରୁଛନ୍ତି ସେମାନେ ଗ୍ୟାସ ସମସ୍ୟା ଏବଂ ଅନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ର ଶିକାର ହେଇଥାନ୍ତି ।ଏଣୁ ଆପଣ ମାନେ ମୋନେ ରଖନ୍ତୁ ଖାଦ୍ୟ ଖାଇବା ସମୟରେ ଅତି କାମ ରେ ୨୦ମିନିଟ୍ ପର୍ଯ୍ୟନ୍ତ ଖାଇବା ଉଚିତ୍ ଏବଂ ଖାଦ୍ୟ ଭଲ ଭାବରେ ଧିରେ ଧିରେ ଖାଇବା ଉଚିତ୍ ।

ଏହା ଦ୍ଵାରା ଆପଣଙ୍କର ହଜମ ଭି ଭଲ ହେଇଥାଏ ଓ ଗ୍ୟାସ ସମସ୍ୟା ହଇ ନଥାଏ ।ଆଉ ଗୋଟେ କଥା ଯଦି ଆପଣଙ୍କ ସହ ଅନ୍ୟ ମାନଙ୍କର ସମ୍ପର୍କ ଖରାପ ରହିଥାଏ ସେଠାରେ କେବେ ଭି ରହିବ ଉଚିତ୍ ନୁହଁ ।ଏହା ଦ୍ଵାରା ଆପଣଙ୍କର ରକ୍ତଚାପ ବୃଦ୍ଧି ପାଇ ଥାଏ ଏବଂ ଏହା ଦ୍ଵାରା ଆପଣଙ୍କ ଶରୀର ର ରୋଗ ପ୍ରତିରୋଧକ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ ।ମାନେ ରଖନ୍ତୁ ଜଉ ବ୍ୟକ୍ତି ମାନେ ଅଧିକ ସମୟ ଟିଭି ଦେଖିଥାନ୍ତି ସେଇ ବ୍ୟକ୍ତି ମାନଙ୍କର ହୃଦ୍ ରୋଗ ଓ ମଧୂମେୟ ରୋଗ ସବୁ ଦେଖା ଦେଇଥାଏ ।ସେଥିପାଇଁ ଟିଭି ଅଳ୍ପ ସମୟ ଦେଖିବା ଉଚିତ୍ ।

*ମନେ ରଖନ୍ତୁ ଯଦି ଆପଣଙ୍କ ମୁଁହ ରେ ବ୍ରଣ ହେଉଛି ତେବେ କେବେ ବି ତାକୁ ଚିପନ୍ତୁ ନାହିଁ ।ଏହା ଦ୍ଵାରା ମୁଁହ ରେ ଦାଗ ଦେଖା ହେବ ସହ ମୁଁହ ଅସୁନ୍ଦର ଦେଖା ଯାଇଥାଏ ।

*ଯେଉଁ ବ୍ୟକ୍ତି ଅନ୍ୟ ର କଥା ସମୟରେ ନିଜ କଥା ରଖିବାର କାର୍ଯ୍ୟ କରିଥାନ୍ତି ତେବେ ସେହି ବ୍ୟକ୍ତି ସଦା ସର୍ବଦା ଅନ୍ୟ ଙ୍କ ଉପରେ ଅପମାନ ହେଇଥାଏ।ତେଣୁ କେବେ ଭି କାହାରି କଥା ମଝିରେ କଥା କହିବା ଉଚିତ୍ ହଇନଥାଏ।ଏହା ପାଳନ କଲେ ଆପଣଙ୍କର ମଙ୍ଗଳ ହେଇଥାଏ।

*ଆପଣ ମାନେ ଗୋଟେ କଥା ନିହାତି ମନେ ରଖିବା ଉଚିତ୍ ଯେଉଁ ବ୍ୟକ୍ତି ମାନଙ୍କର ଭୋକ ନ ହେଉଥିବା ବେଳେ ଭି ଖାଦ୍ୟ ଖାଇବାର ଅଭ୍ୟାସ ରଖିଥାନ୍ତି ।ସେଇ ବ୍ୟକ୍ତି ମାନେ ନିହାତି ମନେ ରଖିବା ଉଚିତ୍ ଏମିତି କରିବା ଦ୍ୱାରା ସ୍ବାସ୍ଥ୍ୟ ଅବସ୍ଥା ରେ ହାନି ଘଟିଥାଏ ।

*ଏମିତି ଭି ଅଛି ଯେଉଁ ବ୍ୟକ୍ତି ମାନେ ବ୍ୟାୟାମ କରିବାର ଅଭ୍ୟାସ ରଖିନଥାନ୍ତି ସେଇ ବ୍ୟକ୍ତି ମାନେ ସଦା ସର୍ବଦା ନିଜ ସ୍ବାସ୍ଥ୍ୟ ପାଇଁ ହଇରାଣ ହେଇଥାନ୍ତି ।ଆପଣ ମାନେ ମାନେ ରଖନ୍ତି ପ୍ରତେକ୍ ଦିନ କିଛି ନା କିଛି ବହି ପଢ଼ିବା ଉଚିତ୍ ।ଯାହା ଦ୍ଵାରା ଆପଣ କିଛି ଶିକ୍ଷା ଲାଭ କରିଥାନ୍ତି ।ଯଦି କିଛି ନ ପଡନ୍ତି ତେବେ ଆପଣଙ୍କର କର୍ମ ରେ ଉନ୍ନତି ହେଇନଥାଏ।ନିଜର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସବୁ ବେଳେ ଗୁରୁଜନ ମାନଙ୍କର କଥା ମାନିବା ନୁହନ୍ତି ଉଚିତ୍,ଆଉ ସବୁ ବେଳେ ନିଜ ପାଇଁ କିଛି ନା କିଛି ଲକ୍ଷ ରଖିବା ଉଚିତ୍ ।ଏମିତି କଲେ ଆପଣ ଙ୍କ ଲାଭ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।