ଓଡିଶାର ପ୍ରଥମ ସମ୍ବାଦପତ୍ରର ନାମ କ’ଣ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଓଡ଼ିଆ ଢଗ ଢମାଳି ରେ ଏମିତି କିଛି ଜ୍ଞାନ ପୂର୍ଣ୍ଣ ପ୍ରଶ୍ନ ଥାଏ ଯାହାକି ଆମେ ଜାଣିନଥାଉ l ଆଉ ପରେ ଜାଣିଲେ ବହୁତ ଖୁସି ଲାଗିଥାଏ l ଆଜିର ଯୁଗରେ ଯେତେ ବି ଜ୍ଞାନ ପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ଜାଣିଲେ ବି କିଛି ନା କିଛି ଲୁଛି ରହିଯାଏ l ଆମ ଜୀବନରେ ଯେତେ ଜ୍ଞାନ ଅର୍ଜନ କଲେ ମଧ୍ୟ କେବେ ବି ସରେନି l ଆମକୁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ଜାଣିବାର ଅଛି ଯାହାକି ଆମ ଜୀବନରେ କିଛି ନା କିଛି ସଫଳତା କାମରେ ଆସିବ l ଆମେ ଯେତେ ସାଧାରଣ ଜ୍ଞାନ ବିଷୟରେ ଜାଣିବା ସେତେ ଅଧିକ ଦୁନିଆ ବିଷୟରେ ଜାଣିବା l

1.ପ୍ରଶ୍ନ :- ସେଇଟା କଣ ଯାହାକୁ ଯେତେ ଫାଡିଵା ସେତେ ଜୋରସେ ଶବ୍ଦ ହବ ?
ଉ :-ଗଳା

2.ପ୍ରଶ୍ନ :-ସେଇଟା କଣ ଯାହା ଦେଖା ଯାଏନି କିନ୍ତୁ ବହୁତ କିଛି ଦେଖାଇଯାଇଥାଏ ?
ଉ :-ସମୟ

3.ପ୍ରଶ୍ନ :-ଏମିତି କେଉଁ କେଉଁ ଶବ୍ଦ ଅଛି, ଯେଉଁଥିରେ ଫଳ, ଫୁଲ ଆଉ ମିଠା ତିନୋଟି ର ନାମ ଆସିବ ?
ଉ :-ଗୋଲାପଜାମୁ

4.ପ୍ରଶ୍ନ :-ଦୁନିଆଁର କେଉଁ ଜିନିଷ ତଳେ ପଡିଲେ ଭାଙ୍ଗି ନଥାଏ ?
ଉ :-ବର୍ଷା

5ପ୍ରଶ୍ନ :-ଝିଅ ଙ୍କର କେଉଁ ଅଙ୍ଗ କୁ ଖାଇ ପାରିବା ?

ଉ :-ledisfinger (ଭେଣ୍ଡି )

6:-ଏମିତି କେଉଁ ଜିନିଷ ଯାହା ନିଜ ଜାଗା ରୁ ହୋଲେ ନାହିଁ କିନ୍ତୁ ଯୋଉଠିକୁ ଯିବ ପାଇଁ ଚାହିଁବ ସେଇଠାକୁ ପହଞ୍ଚେଇଦେଇ ଥାଏ ?

ଉ :-ରାସ୍ତା

7ପ୍ରଶ୍ନ :-ଶରୀର ରୁ କେଉଁ ଅଂଶ ରୁ ଝାଳ ବାହାରେ ନାହିଁ ?
ଉ :-ଓଠ

8ପ୍ରଶ୍ନ :-ଏମିତି କେଉଁ ଜିନିଷ ଯାହା ବଢ଼େ କିନ୍ତୁ କମେ ନାହିଁ ?
ଉ :-ଉଚ୍ଚତା

9.ପ୍ରଶ୍ନ :-ମିତି କଣ ଅଛି ଯାହା ସ୍ୱାମୀ ଖାଇପାରିବ କିନ୍ତୁ ସ୍ତ୍ରୀ ଖାଇପାରିବ ନାହିଁ ?
ଉତ୍ତର :-ଯୋଡ଼ା କଦଳୀ

10.ପ୍ରଶ୍ନ :-ସୁହାଗ ରାତିରେ ସ୍ୱାମୀ କୁ ତା ସ୍ତ୍ରୀ କଣ ଦେଇଥାଏ ?
ଉତ୍ତର :-କ୍ଷୀର

11.ପ୍ରଶ୍ନ :- କେଉଁ ଜିନିଷ ଯାହା ପୁରା ଗାଁ ବୁଲେ କୁନ୍ତୁ ମନ୍ଦିର ଯାଇପାରେ ନାହିଁ ?
ଉତ୍ତର :-ଚୋପଲ

12 – ଓଡିଶାର ପ୍ରଥମ ସମ୍ବାଦପତ୍ରର ନାମ କ’ଣ ?

ଉତ୍ତର – ଉତ୍କଳ ଦୀପିକା

12.ପ୍ରଶ୍ନ :-ମୁ ବାୟୁ ଠାରୁ ହାଲୁକା କିନ୍ତୁ ଲୋକମାନେ ମୋତେ ସାବଧାନରେ ଉଠାନ୍ତି, ମୁ କିଏ ?
ଉତ୍ତର :-ବେଲୁନ

13.ପ୍ରଶ୍ନ :-ଆହା ହାତ ରୁ ତାହା ହୁଏ ସେ ବହୁତ,
ଯାହା ହାତରେ ରହିଲା ସେ ବହୁତ ମଜବୁତ ?
ଉତ୍ତର :- ଟଙ୍କା

14.ପ୍ରଶ୍ନ :-ଆମେରିକlରେ ଗୋଟିଏ ପିଲା ଜନ୍ମ ହେଲା, ଏବେ କୁହନ୍ତୁ ତାର ଦାନ୍ତ ର ରଙ୍ଗ କିପରି ?
ଉତ୍ତର :-ଜନ୍ମ ରୁ ଦାନ୍ତ ଉଠିନଥାଏ l

15.ପ୍ରଶ୍ନ :-ତାହା କଣ ଯାହା ଆମେ ନିଜର କମ ବ୍ୟବହାର କରିଥାଉ ଆଉ ପରର ଅଧିକ ବ୍ୟବହାର କରିଥାଉ ?
ଉତ୍ତର :-ନାମ

16. ପ୍ରଶ୍ନ :- ମମତା ଦେବୀଙ୍କର ୫ ଜଣ ପୁଅ, ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ, ତେବେ ତାଙ୍କର ସମୁଦାୟ କେତେଜଣ ସନ୍ତାନ ?
ଉତ୍ତର :-୬ ଜଣ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।