ଆପଣ ନିୟମିତ ରସୁଣ ଖାଉଛନ୍ତି କି ତେବେ ନିଶ୍ଚୟ ଜାଣି ନିଅନ୍ତୁ ଏହି ସବୁ ଭୟଙ୍କର କଥା।

0

ମଣିଷ ସୁସ୍ଥ ରହିବା ଅନେକ ଉପାୟ ଅବଲମ୍ବନ କରିଥାଏ। ନିଜ ସ୍ୱାସ୍ଥ୍ୟ ପାଇଁ ଅନେକ କିଛି ଖାଇବା ସହ ଅନେକ ପ୍ରକାର ଶୈଳୀ କୁ ଅବଲମ୍ବନ କରେ। ଡାକ୍ତର ଙ୍କ ପରାମର୍ଶ ଅନୁସାରେ କଣ ଖାଇବା ଉଚିତ କଣ ନୁହେଁ ତାହାକୁ ସାଧାରଣ ଲୋକେ ଅନୁସରଣ କରନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ଟିପ୍ସ୍ ର ଦେବୁ ଯାହାକୁ ଆପଣ ପାଳନ କଲେ ଆପଣ ସ୍ୱାସ୍ଥ୍ୟବାନ ହେବା ସହିତ ନିରୋଗ ମଧ୍ୟ ରହିବେ। ଏହି ଉପାୟ ଅନୁସାରେ ଆପଣ ଯଦି ପ୍ରତିଦିନ ରସୁଣ ଖାଆନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ରେ ଅନେକ ସୁଧାର ଆସିବ। ଆଉ ଏମିତି ବି କୁହାଯାଏ କି ରସୁଣ ହେଉଛି ଏକ ଆୟୁର୍ବେଦ ଔଷଧୀୟ ଜିନିଷ ଯାହାକୁ ଖାଇବାର ଏକ ସୀମା ଅଙ୍କନ କରାଯାଇଛି। ରସୁଣ କୁ କେମିତି ଆଉ କେବେ ବ୍ୟବହାର କଲେ ଆପଣଙ୍କ ପାଇଁ ଏହା ଶୁଭଙ୍କର ହେବ ଆସନ୍ତୁ ଜାଣିବା।


କେଉଁ ସମୟରେ ରସୁଣ ଖାଇବା ଦରକାର ଆଉ କେତୋଟି ଖାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର?
ଏହି ପ୍ରଶ୍ନ ର ଉତ୍ତର ହେଲା ଆପଣ ସକାଳେ ଉଠିବା ସମୟରେ ଖାଲି ପେଟରେ ଏକ ରୁ ଦୁଇଟି ରସୁଣ କୋଲା ଖାଆନ୍ତୁ। ଏହା ଖାଇବା ଦ୍ଵାରା ଅନେକ ଲାଭ ମିଳିଥାଏ। ପ୍ରଥମେ ପ୍ରଥମେ ଏହା ଆପଣଙ୍କୁ ଯଦିଓ ଖରାପ ଲାଗିପାରେ ଏବଂ ଆପଣଙ୍କ ପାଟିକୁ ରୁଚି ନ ପାରେ। କିନ୍ତୁ ଏହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଦେହ ରେ ଅନେକ ଶକ୍ତି ଆସେ।ଯେପରି ଥଣ୍ତା, ସର୍ଦ୍ଦି ଏବଂ କାଶ ପରି ଅନେକ ରୋଗ ସବୁଦିନ ପାଇଁ ଗାୟବ ହୋଇଯିବ। ତାହା ସହିତ ଏହା ଆପଣଙ୍କ ପରିବାର ର ପ୍ରତି ମଧ୍ୟ ହିତ କର ସାଧନ ହେବ। ଆଉ ଯଦି ପରିବେ ଆପଣଙ୍କ ପରିବାର ରେ ଥିବା ଛୋଟ ଛୋଟ ପିଲାଙ୍କୁ ମଧ୍ୟ ଗୋଟିଏ କୋଲା ଦିଅନ୍ତୁ ଦେଖିବେ ତାଙ୍କର ମଧ୍ୟ କଫ ଜନିତରୋଗ ସବୁଦିନ ପାଇଁ ଗାଏବ ହୋଇଯିବ।


ଦ୍ୱିତୀୟ ଉପକାର କଥା ଯଦି କହିବା ଏହା ହେଲା ରସୁଣ ପେଟ ଜନିତ ସମସ୍ୟା ର ମଧ୍ୟ।ସମାଧାନ କରିଥାଏ। ପେଟ ରୋଗ ଯେପରି ଗ୍ୟାସ ଜନିତ ରୋଗ ଏବଂ ଏସିଡିଟି ମଧ୍ୟ ଏହି ରସୁଣ ସେବନ ଦ୍ୱାରା ଦୂର କରାଯାଇ ପାରିବ ବୋଲି ଆୟୁର୍ବେଦ ମଧ୍ୟ କହିଥାଏ। କାରଣ ଏହି ଦୁଇଟି କାରଣ ପାଇଁ ଅନେକ ଲୋକ ଡାକ୍ତରଙ୍କ ପାଖକୁ ଯାଇ ଅନେକ ମେଡ଼ିସିନ ଖାଇବା ପରେ ମଧ୍ୟ ଭଲ କରି ପାରନ୍ତି ନାହିଁ। ଟଙ୍କା ସାରିବା ଛଡ଼ା ଆଉ କିଛି ଉପାୟ ନଥାଏ।


ତୃତୀୟ ରେ ରସୁଣ ଖାଇବା ଦ୍ୱାରା କ୍ୟାନ୍ସର ପରି ମାରାତ୍ମକ ରୋଗ ରୁ ମଧ୍ୟ ଦୂରେଇ ରହିବେ। କାରଣ ଏହି ରସୁଣ କୋଲା ସକାଳେ ଖାଲି ପେଟରେ ଖାଇବା ଦ୍ଵାରା ଅନେକ ଉପକାର ସାଧିତ ହୁଏ।
ଚତୁର୍ଥ ଉପକାର ହେଲା ଯେଉଁ ପୁରୁଷ ମାନଙ୍କର ଶୁକ୍ରାଣୁ କମ ଥାଏ ଯାହା ପାଇଁ ସେମାନେ ଯୌନ ସମ୍ପର୍କ ରେ ଦୁର୍ବଳ ହୋଇଥାନ୍ତି। ଯଦି ଏହି ପୁରୁଷ ମାନେ ଏହାକୁ ସକାଳେ ଖାଇବେ ତେବେ ସବୁ ଦାମ୍ପତ୍ୟ ଜୀବନ ର ସବୁ ଦୁଃଖ ଦୂର ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।