ରାଜଧାନୀ ରେ ପୁଣି ଲଜ୍ଜା ! ବାହା ହେବାକୁ ରାଜି ନହେବାରୁ ପ୍ରେମିକ କଲା କୁସ୍ଚିତ କାର୍ଯ୍ୟ ଫେସବୁକ ରେ ଭାଇରାଲ କଲା ଯୁବତୀଙ୍କ ଉଲଗ୍ନ ଫଟୋ ଏବେ ସୋସିଆଲ ମିଡିଆରେ ସେୟାର

0

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି ।

ଯଦିଓ ଆମ ର ଟେକ୍ନୋଲୋଜି ଆମ ଜୀବନର ଉନ୍ନତି ପାଇଁ ଆବିଷ୍କାର କରାଯାଇଥିଲା ଖାସ କରି ମୋବାଇଲ , କ୍ୟାମେରା ,ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ର ବ୍ୟବହାର କିନ୍ତୁ ବର୍ତ୍ତମାନ ର ଲୋକମାନେ ଏହାର ଦୁର୍ବ୍ୟବହାର କରିବାରେ ଲାଗିଛନ୍ତି ।

ସୋସିଆଲ ମିଡ଼ିଆ ଏକ ଏପରି ପ୍ଲାଟଫାର୍ମ ଯେଉଁଠାରେ ଆମ ଘରେ ରହି ମଧ୍ୟ ବାହାର ଦୁନିଆଁ ବିଷୟରେ ସବୁକିଛି ଜାଣିପାରିଥାଉ କିନ୍ତୁ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ସୋସିଆଲ ମିଡ଼ିଆ ରେ ଲୋକମାନେ କେବଳ ନିଜର ଅଶୀଳ ଭିଡ଼ିଓ ପୋଷ୍ଟ କରୁଛନ୍ତି ବା ଅନ୍ୟ କାହାଙ୍କ ଦ୍ବାରା ରେକର୍ଡ କରି ଭାଇରଲ କରାଯାଉଛି ।ଫଳରେ ଆମ ସମାଜ ତଥା ଆଗାମୀ ପିଢୀ ଙ୍କ ପାଇଁ ଏହା ଏକ ମହାବିପଦ ଆଣିବାକୁ ଯାଉଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଯୁବତୀ ଙ୍କର ଅଶୀଳ ଫୋଟ ଏବେ ଭାଇରଲ ହେବାରେ ଲାଗିଛି ତାହା ବି ଗୋଟିଏ ବା ଦୁଇଟି ନୁହେଁ ୧୦ ରୁ ଅଧିକ ଫୋଟ ଭାଇରଲ ହୋଇଛି ।ପରେ ଯୁବତୀ ଜଣଙ୍କ ଅଭିଯୋଗ କ୍ରମେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ତେବେ ଏହି ଘଟଣା ଟି ଘଟିଥିଲା ଭୁବନେଶ୍ୱର ରେ ଜଣେ କଲେଜ ଛାତ୍ରୀ ଙ୍କ ସହ ।ଛାତ୍ରୀ ଜଣଙ୍କ ତାଙ୍କର ପ୍ରେମିକ କୁ ବିବାହ କରିବାକୁ ମନା କରିବାରୁ ତାଙ୍କର ପ୍ରେମିକ ଏପରି କରିଥିବାର ଜଣାଯାଇଛି।ତେବେ ଏଥିରେ ସମ୍ପୁର୍କ୍ତ ଥିବା ଯୁବକ ଦୁଇ ଜଣ ହେଉଛନ୍ତି ଭୁବନେଶ୍ୱର ର ରଘୁନାଥପୁର ର ରାଜୁ ରାଉତ ଅର ଅଫ ରଙ୍ଗିଲା ରାଜୁ ଏବଂ ଭୀମଖଲ ର ବିଭୂତି ଭୂଷଣ ନାୟକ ।ମହିଳା ଜଣଙ୍କ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ରଙ୍ଗିଲା ରାଜୁ ଏବଂ ତାର ବନ୍ଧୁ ବିଭୂତି ଭୂଷଣ କୁ ଗିରଫ କରିଛି ।

ତେବେ ପୋଲିସ ର ପ୍ରଶ୍ନ ଅନୁସାରେ , ରାଜୁ ରାଉତ ଅର ଅଫ ରଙ୍ଗିଲା ରାଜୁ କହିଥିଲେ କି ସେହି ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସେ ତାଙ୍କର ଅଶୀଳ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ ।ତେବେ ନିଜ ଫେସବୁକ ଆକାଉଣ୍ଟ ରେ ପୋଷ୍ଟ କଲେ ଧରାପଡିଯିବେ ବୋଲି ଏକ ଫେକ ଆକାଉଣ୍ଟ ମାଧ୍ୟମରେ ସେ ଏହି ସବୁ ଅଶୀଳ ଫୋଟ ଫେସବୁକ ରେ ସେୟାର କରିଥିଲେ ।ଆଉ ଏଥିରେ ତାକୁ ସାହାଯ୍ୟ କରିଥିଲା ତାର ସାଙ୍ଗ ବିଭୂତି ।ତେବେ ପୋଲିସ ଦୁହିଁଙ୍କୁ ଗିରଫ କରିବା ସହ ଏପରି କୌଣସି କାର୍ଯ୍ୟା ନକରିବାକୁ ଉପଦେଶ ଦେଇଛି ଯୁବପୀଡି ଙ୍କୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।