ଦିଅର ଓ ଭାଉଜ ପ୍ରାୟତଃ ପରିବାର ସଦସ୍ୟଙ୍କ ଠାରୁ ଏଭଳି କିଛି ଗୁପ୍ତ କଥା ଲୁଚାନ୍ତି , ଜାଣିଲେ ତୁମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ

0

ଏହି ମଣିଷ ସମାଜ ରେ ମଣିଷ ମାନଙ୍କ ଭିତରେ ଏକ ସୁନ୍ଦର ସମ୍ପର୍କ ରହି ଥାଏ, ତେବେ ଏହି ସମ୍ପର୍କ କୁ ଅନେକ ନାମ ଦିଆ ଯାଏ। ତେବେ ମଣିଷ ମାନଂକର ବିବାହ ପରେ ହଉ ବା ବିବାହ ଆଗରୁ ଅନେକ ସମ୍ପର୍କ ରେ ବାନ୍ଧି ହୁଅନ୍ତି, କାରଣ ମଣିଷ ଗୋଟେ ସାମାଜିକ ପ୍ରାଣୀ, ସେ ରହିବା ପାଇଁ କୌଣସି ଗୋଟେ ସମ୍ପର୍କ ର ସାହାରା ଦରକାର ହୋଇ ଥାଏ। ତେବେ ସେହି ସମ୍ପର୍କ ଗୁଡିକ ଭିତରେ ଅନେକ ସମ୍ପର୍କ ଅତି ନିଆରା ହୋଇ ଥାଏ। ତେବେ ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ସବୁଠୁ ସୁନ୍ଦର ବୋଲି କୁହା ଯାଏ। ହେଲେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ପରେ ଆଉ ଏକ ସମ୍ପର୍କ ରହିଛି ଯାହା ବହୁତ ନିଆରା ,ଦେଉର ଆଉ ଭାଉଜ ର ସମ୍ପର୍କ ।


ବିବାହ ପରେ ଗୋଟେ ଝିଅ ଦେଉର ସମ୍ପର୍କରେ ଗୋଟେ ଭାଇ କୁ ପାଇ ଥାଏ, ଦୁଇ ଜଣ ଙ୍କ ସମ୍ପର୍କ ଗୋଟେ ଅଲଗା ପ୍ରକାର। ତେବେ ଦେଖିବାକୁ ଗଲେ ଦୁଇ ଜଣଙ୍କର ବୟସ ବି ସମାନ ହୋଇ ଥାଏ,ତେଣୁ ତାଙ୍କ ଦି ଜଣ ଙ୍କ ଭିତରେ ବହୁତ ଭଲ ସମ୍ପର୍କ ରହି ଥାଏ। ତେବେ ଭାଉଜ ତା ଦେଉର କୁ ଗୋଟେ ଭାଇ ବା ସାଙ୍ଗ ଭଳି ଦେଖିଥାଏ। ତେବେ ସେମାନଙ୍କ ଭିତରେ ଏମିତି କିଛି କଥା ରହିଥାଏ , ଯାହା ଘର ଲୋକ ମାନେ ଜାଣି ନାହାନ୍ତି,ତେବେ ଆସନ୍ତୁ ସେହି କଥା ଗୁଡିକ କଣ।

୧) ତେବେ ଦେଉର କୁ ତା ଭାଇ ର ସବୁ ରାଜ ଜଣା ଥାଏ। ତେବେ ଭାଉଜ ସେ ସବୁ ଜାଣିବା ପାଇଁ ଦେଉର ସାହାଯ୍ୟ ନେଇଥାଏ।ତେବେ ତା ସ୍ୱାମୀ ର ଅତୀତ କଣ ଥିଲା ,ତାଙ୍କୁ କଣ ପସନ୍ଦ , ସେ କେମିତିକା ମଣିଷ , ଆଗରୁ କଣ କରୁ ଥିଲେ ଏମିତି ଅନେକ କଥା ଭାଉଜ ଜାଣିବା ପାଇଁ ଦେଉର ସହରା ନେଇ ଥାଏ ଏବଂ ଦେଉର୍ ମଧ୍ୟ ଭାଉଜ କୁ ବଡ଼ ଭଉଣୀ ଭାବିକି ସବୁ କଥା କହିଦିଏ।


୨) ତେବେ ଭାଉଜ ମାନେ ତାଙ୍କ ଦେଉର ର ସମସ୍ତ କଥା କୁ ଲୁଚାଇ ରଖି ଥାନ୍ତି। ଦେଖିବାକୁ ଗଲେ ଦେଉର ମାନେ ବହୁତ ବଦମାସ ହୋଇ ଥାନ୍ତି, ତେବେ ଦେଉର କୌଣସି ଖରାପ ଅଭ୍ୟାସ , ପରୀକ୍ଷା ରେ ଖରାପ ନମ୍ବର ପାଇଁ , ଗଲ ଫ୍ରେଣ୍ଡ ଆଦି ସମସ୍ତ କଥା କୁ ଭାଉଜ ନିଜ ପାଖରେ ହି ରଖି ଥାଏ।

୩) ତେବେ ଦେଉର ମଧ୍ୟ ଭାଉଜ ର ସମସ୍ତ କଥା କୁ ନିଜ ପାଖରେ ରଖି ଥାଏ। ଶାଶୁ ଘରେ ଯଦି ଭାଉଜ ର କିଛି ଭୁଲ ହେଇ ଯାଏ,ତେବେ ସେହି ସବୁ କଥା ଦେଉର ଜାଣି ଥାଏ ଓ କାହା ପାଖରେ କହି ନ ଥାଏ।ତେବେ ଦେଉର ତା ଭାଉଜ କୁ ଗୋଟେ ଭାଇ ପରି ସୁରକ୍ଷା ଦେଇ ଥାଏ।


୪) ତେବେ ଏମାନଙ୍କ ଭିତରେ ପଇସା ଦେବା ନେବା ହୋଇ ଥାଏ। ଯେତେବେଳେ ଦେଉର ର ପଇସା ଦରକାର ହୋଇ ଥାଏ। ସେତେବେଳେ ଭାଉଜ ତା ସ୍ୱାମୀ ଠୁ ପଇସା ଲୁଚାଇ କି ଆଣି ଥାଏ। ଆଉ ଯେତେବେଳେ ଭାଉଜ ର ଦରକାର ହୋଇ ଥାଏ। ସେତେବେଳେ ଦେଉର ମଧ୍ୟ ତା ବାପା ଙ୍କ ଠୁ ପଇସା ଆଣିକି ଦେଇ ଥାଏ।

୫) ତେବେ ଦେଉର ତା ଜୀବନର ସମସ୍ତ କଥାକୁ ତା ଭାଉଜକୁ କହି ଥାଏ। ତା ଗଲ ଫ୍ରେଣ୍ଡ ସହ ସମସ୍ତ କଥା ଦେଉର ଭାଉଜ କୁ କହି ଥାଏ,ଆଉ ଭାଉଜ ମଧ୍ୟ ତା ଅତୀତ ର ସମସ୍ତ କଥା କୁ ଦେଉର କୁ କହି ଥାଏ। ତେବେ ତାଙ୍କ ଭିତରେ ଏଭଳି ସୁନ୍ଦର ସମ୍ପର୍କ ରହି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।