ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Dr Manoj Das

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ ।ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଓ ଆମ ମୁହଁରେ ସମସ୍ତ ଅଙ୍ଗ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ଅଧିକ ରୁ ଅଧିକ ର ସୁନ୍ଦର କାଟିବାକୁ ଚାହାନ୍ତି ।

ତେବେ ବର୍ତ୍ତମାନ ଦେଖିବାକୁ ମିଳୁଛି କି ବହୁତ କମ ବୟସ ରୁ ଲୋକ ମାନେ ବୟସ୍କ ପରି ଲାଗୁଛନ୍ତି ।ବର୍ତ୍ତମାନ ର ରାସାୟନିକ ପଦାର୍ଥ ର ଅତ୍ୟଧିକ ବ୍ୟବହାର ଯୋଗୁଁ ତଥା ଆମ ଖାଦ୍ୟ ରେ ଅଧିକ ହାଇବ୍ରିଟ ହାଇଜେନିକ ର ବ୍ୟବହାର ଫଳରେ ବହୁତ ଅଳ୍ପ ବୟସ ରୁ ବୃଦ୍ଧ ପରି ଲାଗିଛନ୍ତି।ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣ ଙ୍କର ବୟସ ୫୦ ବର୍ଷ ହୋଇଥିଲେ ମଧ୍ୟ ୨୦ ବର୍ଷ ର ଯବାନ ଲାଗିବେ ।
ତେବେ ଅନେକ ସମୟରେ ଦେଖାଯାଏ କି, ଲୋକମାନେ ସୁନ୍ଦରତା କି ବଜାୟୀ ରଖିବା ପାଇଁ ଅନେକ ପ୍ରକାରର କସମେଟିକ ବା ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି ।ଯାହା ଫଳରେ ସେମାନଙ୍କ ର ସାଇଡ଼ ଇଫେକ୍ଟ ରି ତାଙ୍କର ଶରୀର ଆହୁରି ଖରାପ ଅବସ୍ଥା କୁ ଆସିଯାଏ ମାତ୍ର ଆମେ ଯେଉଁ ପ୍ରାକୃତିକ ଉପାୟଟି ଆପଣଂକୁ ଜଣେଇବୁ ତାହାର କୌଣସି ସାଇଡ଼ ଇଫେକ୍ଟ ନାହିଁ ତଥା ଆମ ଶରୀର ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।

ତେବେ ଏହି ଉପାୟ ଟୀକୁ ବନେଇବା ପାଇଁ ଆପଣଂକୁ କେବଳ ତୁଳସୀ ପତ୍ର ର ଆବଶ୍ୟକତା ରହିଛି। ତୁଳସୀ ପତ୍ର ଏକ ପବିତ୍ର ପତ୍ର ତଥା ଔଷଧୀୟ ଗୁଣରେ ଭରପୁର ହୋଇଥାଏ। କିନ୍ତୁ ଆମେ ଆପଣଂକୁ ଜଣେଇବୁ କେ କିପରି ଭାବରେ ଆପଣ ତୁଳସୀ ପତ୍ର ର ବ୍ୟବହାର କରି ନିଜକୁ ଯବାନ କରିପାରିବେ। ତେବେ ଏହାକୁ କରିବା ପାଇଁ ଆପଣ ଦୁଇ ଟି ଉପାୟ କରିପାରିବେ।

୧.ପ୍ରଥମ ଉପାୟ : କେତେକ ତୁଳସୀ ପତ୍ର କୁ ନେଇ ତାହାକୁ ଶୁଖାଇ ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏବଂ ସପ୍ତାହ ରେ ୨-୩ ଥର ଏହି ଗୁଣରେ ଅଳ୍ପ ପାଣି ମିଶାଇ ମୁହଁରେ ଲଗାନ୍ତୁ। ଏହା ଆପଣଂକୁ ସୁନ୍ଦର କରିବା ସହ ମୁହଁରେ ଥିବା ଦାଗ କୁ ମଧ୍ୟ ଭଲ କରିଦେଇଥାଏ।

୨.କିଛି ତୁଳସୀ ପତ୍ର କୁ ଆଣି ତାହାକୁ ଗ୍ରାଇଣ୍ଡିଂ କରି ଏହାର ପେଷ୍ଟ ବାହାର କରନ୍ତୁ ଆଉ ସେହି ପେଷ୍ଟ କୁ ପ୍ରତିଦିନ ମୁହଁରେ ଲଗାଇ ୧୫ ମିନିଟ ଛାଡି ଦିଅନ୍ତୁ ପରେ ଏହାକୁ ଥଣ୍ଡା ପାଣିରେ ଧୋଇନିଅନ୍ତୁ ।ଏପରି କରିବା ଦ୍ଵାରା ଆପଣଙ୍କ ଚର୍ମରେ କୁଞ୍ଚ ଆସିବ ନାହିଁ ଏବଂ ଆପଣ ବହୁତ ସୁନ୍ଦର ଲାଗିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।