ଦେଖନ୍ତୁ ଭିଡିଓ – ଛିଃ ଛିଃ କି ଲଜ୍ଜା ବାପା ହୋଇ ନିଜ ପୁଅର ବୋହୂ ସହ ରୋମାନ୍ସ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ ।

ତେବେ ଆମ ସମାଜରେ ବିବାହ ପରେ ଜଣେ ଝିଅ ନିଜର ଶଶୁରଙ୍କୁ ନିଜର ବାପା ବୋଲି ଗ୍ରହଣ କରିଥାଏ କିନ୍ତୁ ବର୍ତ୍ତମାନ ର ଏହି କୌଳିସିତ ଯୁଗ ର ଲୋକମାନେ ଏହାକୁ ଭୁଲିଯାଇ ,ଜଣେ ଶଶୁର ତାର ନିଜ ବହୁ ର ଜୀବନ ବର୍ବାଦ କରିବାରେ ଲାଗିଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭାବନୀୟ , ଆଶ୍ଚର୍ଯ୍ୟ ଜନକ ତଥା ଲଜ୍ୟା ଜନକ ଘଟଣା ବିଷୟରେ ଜାଣେଇବୁ ଯାହା ଜଣିଲେ ଆପଣ ବି ବିଶ୍ୱାସ କରିପାରିବେନି ।

ସୂଚନା ଅନୁସାରେ , ମହାରାଷ୍ଟ୍ର ର ସିଂହପୁର ଥରେ ଘଟିଛି ଏକ ଅତ୍ୟନ୍ତ ଘୃଣ୍ୟ ଜନକ ଘଟଣା । ଏଠାରେ ଥିବା ଏକ ପରିବାର ରେ ଜଣେ ମହିଳା ନିଜ ଶଶୁରଙ୍କ ଦ୍ୱାରା ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ପାଉଛନ୍ତି । ଖାଲି ଏତିକି ନୁହେଁ ବରଂ ୩ ବର୍ଷ ହେଲାଣି ସେ ତାର ଶଶୁର ର ଅଶୀଳତା ର ଶିକାର ମଧ୍ୟ ହୋଇଥିଲେ । ତେବେ ଏବେ ସେ ବାଧ୍ୟ ହୋଇ ପୋଲିସ ଅଭିଯୋଗ କରିଛନ୍ତି ।ପରେ ପୋଲିସ ସେହି ଅସାମଜିକ ବ୍ୟକ୍ତି ତଥା ମହିଳାଙ୍କ ଶଶୁର କୁ ଗିରଫ କରିଛି ।

ଉଲେଖଯୋଗ୍ୟ ଯେ , ମହାରାଷ୍ଟ୍ର ର ମହାରାଜଗଞ୍ଜ ଜିଲ୍ଲାର କୋଟୱାଲୀ ପୋଲିସ ଷ୍ଟେସନର ଗ୍ରାମ ପଞ୍ଚାୟତ ସିଂପୁର ନାଉନିଆରେ ଜଣେ ଶଶୁର ନିଜର ବହୁ କୁ ଟଙ୍କା ପଇସାର ଲୋଭ ଦେଖାଇ ବହୁ ବର୍ଷ ଧରି ବଳାତ୍କାର କରିଆସିଥିଲେ । ମହିଳାଙ୍କ ଏନେଇ କିଛି ଦିନ ତଳେ ପୋଲିସ ରେ ଅଭିଯୋଗ କରିଛନ୍ତି ଏବଂ ନିଜ ଶଶୁର ର ଏପରି କୂକର୍ମ ପାଇଁ ଦଣ୍ଡ ବିଧାନ କରିବା ସହ ତାଙ୍କୁ ନ୍ୟାୟ ମିଳିବାକୁ କୋଠର ଦାବି କରିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି ଯେ , ଵିଵାହ ର ୬ ମାସ ପରେ ତାଙ୍କର ଶଶୁର ଏହି ପରି ଘୃଣ୍ୟ କାମ ଆରମ୍ଭ ହୋଇଥିଲା । ସେ ତାଙ୍କୁ ଟଙ୍କା ପଇସା ତଥା ସମ୍ପତ୍ତି ର ଲୋଭ ଦେଖାଇ ବହୁତ ଦିନରୁ ଦୁଷ୍କର୍ମ କରି ଆସୁଥିଲେ ।ଏବଂ ଯେତେବେଳେ ମହିଳା ଜଣଙ୍କ ତାଙ୍କର ବିରୋଧ ରେ କିଛି କରିବାକୁ ଯାଉଥିଲେ ବା ତାଙ୍କୁ ବଳତ୍କାର କରିବାକୁ ବିରୋଧ କରୁଥିଲେ ସେତେବେଳେ ତାଙ୍କର ଶଶୁର ତାଙ୍କୁ ସମ୍ପତ୍ତି ରୁ ଭାଗ ଦେବେ ନାହିଁ ବୋଲି ଧମକ ଦେଉଥିଲା।

ମହିଳା ଜଣଙ୍କ ର କହିବା ଅନୁସାରେ ତାଙ୍କର ଶଶୁର ତାକୁ ବାରମ୍ବାର ଧମକ ଦେଉଥିଲା କି ଯଦି ସେ ଏ ବିଷୟ ରେ କାହା ଆଗରେ ବି ମୁହଁ ଖୋଲିବ ତ ସେ ତାକୁ ଜୀବନରୁ ମାରିଦେଵ । ତେଣୁ ଭୟରେ ମହିଳା ଜଣଙ୍କ ଏତେ ଦିନ ଚୁପ ରହିଥିଲେ ।ମାତ୍ର ପାପ ର ଭାର ତ ଦିନେ ନା ଦିନେ ଭର୍ତ୍ତି ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।