ପତଳା ଅଛନ୍ତି ବୋଲି ଚିନ୍ତିତ କି ? ଏହି ଆୟୁର୍ବେଦି ପ୍ରଦତ୍ତ ଘରୋଇ ଉପାୟ ଯାହାକୁ ମାତ୍ର ଗୋଟେ ମାସ ଖାଇଲେ ୧୪ କିଲୋ ଓଜନ ବଢ଼ିଯିବ ୧୦୦% ଗ୍ୟାରେଣ୍ଟି – Ramdev Health Tips

0

ବର୍ତ୍ତମାନ ସମୟ ରେ ସ୍ଲିମ୍ ଓ ଫିଟି ରହିବାକୁ କିଏ ବା ନ ଚାହେଁ। ନିଜର ସ୍ବାସ୍ଥ୍ୟ କୁ ନେଇ ସମସ୍ତେ ବେଶ୍ ସତର୍କ। ଆମେ ମାନେ ଦେଖିଥିବା ଅନେକ ଲୋକ ନିଜ ନିଜର ଶରୀର କୁ ନେଇ ସବୁବେଳେ ଚିନ୍ତା ରେ ଥାଆନ୍ତି। ବହୁତ ଜଣ ଲୋକ ଅଛନ୍ତି ଯେଉଁମାନେ କି ବହୁତ ମୋଟା, ଯେଉଁ ମାନଙ୍କୁ ଲୋକ ମାନେ ଦେଖିବା ମାତ୍ରେ ହିଁ ମୋଟି ବୋଲି କହିଥାଆନ୍ତି।

ସେମାନେ ସେହି କଥା କୁ ନେଇ ସବୁବେଳେ ଚିନ୍ତା ରୁ ଥାଆନ୍ତି ଏବଂ ଭାବୁଥାଆନ୍ତି କିପରି ନିଜର ସେହି ମୋଟା ପଣ କୁ କମେଇବେ ଏବଂ ସେହି ସବୁ କଥା ଦାଉ ରୁ ମୁକ୍ତି ପାଇବେ,ଆଉ ସେହିପରି ଚିନ୍ତା ରେ ଥିବା ଲୋକ ହେଉଛନ୍ତି ପତଳା ଲୋକ। ଯେଉଁ ମାନେ ବହୁତ ପତଳା ହେଇଥାଆନ୍ତି ସେମାନେ ମଧ୍ୟ ସବୁବେଳେ ବହୁତ ଚିନ୍ତା ରେ ଥାଆନ୍ତି। ସେମାନଙ୍କୁ ସେମାନଙ୍କ ର ପତଳାପଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

ସେମାନେ ନିଜର ସେହି ଶରୀର ପାଇଁ ଅନେକ ସମୟ ରେ ଲୋକ ମାନଙ୍କ ଆଗରେ ବହୁତ ଉପହାସ ର ସ୍ୱୀକାର ମଧ୍ୟ ହୋଇଥାଆନ୍ତି। ସେମାନେ ସବୁବେଳେ ନିଜର ସେହି ପତଳାପଣିଆ ଓ ନିଜର ରୂପ ପାଇଁ ଲଜ୍ଜା ଅନୁଭବ କରିଥାଆନ୍ତି। ଆଜି ଆମେ ଆପଣ ମାନଙ୍କୁ ଏକ ଆୟୁର୍ବେଦିକ ନୁସ୍କା ସମ୍ବନ୍ଧରେ କହିବୁ ଯାହାକୁ ବ୍ୟବହାର କରିବା ପରେ ଆପଣ ମାନେ ନିଶ୍ଚିତ ଭାବେ ନିଜର ସେହି ପତଳା ପଣ ରୁ ମୁକ୍ତି ପାଇ ପାରିବେ।

ଉପଚାର ପ୍ରଣାଳୀ:-

*ଆମେ ମାନେ ସମସ୍ତେ ଘରେ ଶାଗୁ ଦାନା ବ୍ୟବହାର କରୁଥିବା, ଏହି ଶାଗୁ ଦାନା କୁ ଉପାସ ବାର ରେ ମଧ୍ୟ ଲୋକ ମାନେ ପାଣି ରେ ଭିଜାଇ ଫଳ ମିଶାଇ ଖାଇଥାଆନ୍ତି। ଏହି ଶାଗୁ ଦାନା ପେଟ କୁ ମଧ୍ୟ ଥଣ୍ଡା ରଖିଥାଏ। ସେହି ଶାଗୁ ଦାନା ରୁ କିଛି ଏବଂ ଏକ ବାଉଲ୍ କ୍ଷୀର ନେବା, ତାହା ସହ ୩ ଟି ଆଳୁ ନେବା। ଏହା ପରେ ନେଇଥିବା କ୍ଷୀର କୁ ଫୁଟାନ୍ତୁ ଏବଂ ସେଥିରେ ୨ ଟି ବଡ ଚାମଚ୍ ରେ ଶାଗୁ ଦାନା ମିଶାନ୍ତୁ।

ଏହାପରେ ଏହାକୁ ଫୁଟାନ୍ତୁ, ଏହାକୁ ସେପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଶାଗୁ ଦାନା ଗୁଡିକ ଭଲ ଭାବରେ ସିଝି ନଯାଏ। ଏହା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହା ଭଲ ଭାବରେ ଥଣ୍ଡା ହେଇଯିବା ପରେ ତାକୁ ଖାଆନ୍ତୁ। ଏହି ପରି କରି ପ୍ରତିଦିନ ଥରୁଟିଏ ନିଶ୍ଚିତ ଭାବେ ଖାଆନ୍ତୁ।

*ପ୍ରତିଦିନ ୩ ଟି ବଡ ବଡ ଆଳୁ କୁ ସିଝେଇ ଖାଆନ୍ତୁ। ଆଳୁ ରେ କାର୍ବନ ହାଇଡ୍ରେଟ୍ ବହୁ ମାତ୍ରା ରେ ଥାଏ। ଏହା ଦ୍ୱାରା ଆମ ଶରୀର ର ଫେଟ୍ ବଢିଥାଏ। ଏହାକୁ ପ୍ରତିଦିନ ଖାଆନ୍ତୁ ଏବଂ ଏହା ସହ କ୍ଷୀର, ଆମିଷ ଆଦି ଖାଦ୍ୟ ପ୍ରତିଦିନ ଖାଆନ୍ତୁ। ଏହା ଦ୍ୱାରା ଆପଣ ମାନଙ୍କ ର ପତଳା ପଣ ନିହାତି ଦୂରେଇ ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।