ଆଶ୍ଚର୍ଯ୍ୟ ଲୀଳା ଠାକୁର ଘରେ ସବୁଦିନ ଲୁଚି ରହୁଥିଲା ବୃହତ୍ତକାୟ ନାଗ ସାପ ତାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ପରିବେଶ ରେ ଉଭୟ ସଜୀବ ଓ ନିର୍ଜୀବ ପ୍ରାଣୀ ରହିଥାନ୍ତି। ଏବଂ ଏହି ସଜୀବ ପ୍ରାଣୀ ମାନଙ୍କ ମଧ୍ୟରେ କେତେକ ଉପଜିବୀ , ଉଦ୍ଭିଦ , ସରୀସୃପ , ମଣିଷ ଆଦି ରହିଥାନ୍ତି। ଏବଂ ଏମାନେ ପରସ୍ପର ଉପରେ ନିଜର ଜୀବିକା ପାଇଁ ନିର୍ଭର କରିଥାନ୍ତି ଏବଂ ଅପର ପକ୍ଷରେ ଉଭୟ ଉଭୟ ଙ୍କୁ ସଂକଚ କରିଥାନ୍ତି ମଧ୍ୟ।

ତେବେ ଏହି ସଜୀବ ପ୍ରାଣୀ ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ପଶୁପକ୍ଷୀ ଏବଂ ସରୀସୃପ ଆମ ମଣିଷ ଜାତି ଭୟ କରିଥାନ୍ତି। ଖାସ କରି ସରୀସୃପ ମାନଙ୍କୁ ମନୁଷ୍ୟ ଜାତି ଅଧିକ ଭୟ କରିଥାନ୍ତି ।କାରଣ ସରୀସୃପ ମଧ୍ୟରୁ କେତେକ ଅତ୍ୟନ୍ତ ବିଷଧର ରହିଥାନ୍ତି ।

ଅନେକ ସମୟରେ ଦେଖାଯାଇଛି ଯେ , ବିଷଧର ସାପ ର ଦଂଶନ ରୁ ବହୁତ ଲୋକ ତାଙ୍କର ଜୀବନ ହରାଇଥାନ୍ତି।ଏବଂ ଅନ୍ୟ ପକ୍ଷରେ ମଣିଷ ମଧ୍ୟ ନିଜର ଜୀବନ ବଞ୍ଚେଇବା କୁ ଯାଇ ତାଙ୍କର ଜୀବନ ନେଇଥାନ୍ତି ।ମାତ୍ର ଆମେ ଆପଣଂକୁ କହିରଖୁଚୁ ଯେ କୌଣସି ଜୀବ ବା ସରୀସୃପ ବିନା କାରଣ ରେ କାହାକୁ ମାରି ନଥାନ୍ତି କେବେ କେବେ ସେମାନେ ତାଙ୍କର ଜୀବନ ବଞ୍ଚେଇବା ପାଇଁ ମଣିଷ କୁ ଦଂଶନ କରିଥାନ୍ତି ।କିନ୍ତୁ ସବୁବେଳେ ମଣିଷ ଜାତି ସେମାନଙ୍କୁ ମାରିଦେବା ଉଚିତ ନୁହେଁ।ସେମାନଙ୍କୁ ଜଙ୍ଗର ର ଅଧିକାରୀ ଙ୍କୁ ଡକାଇ ଧରିନେବା ଉଚିତ। ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବୁ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଓଡ଼ିଶାର ଭଦ୍ରକ ଜିଲାର ଏମିତି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ଖୁସି ହୋଇଯିବେ। ତେବେ ଭଦ୍ରକ ରେ ଜଣେ ବ୍ୟକ୍ତି ଙ୍କର ଘରର ଠାକୁର ଘରେ ଗୋଟିଏ ନାଗ ସାପ ପଶି ଯାଇଥିଲା ।ତେବେ ତାଙ୍କର ପରିବାର ଲୋକ ଏହାକୁ ଦେଖି ବହୁତ ଭୟଭୀତ ହୋଇଯାଇ ଥିଲେ । କାରଣ ସାପ ଟି ବହୁତ ବଡ଼ ଥିଲା ଏବଂ ଏହା ବିଶଧର ମଧ୍ୟ ।ମାତ୍ର ସେମାନେ ଏହାକୁ ଠାକୁର ଘରେ ଦେଖି ବହୁତ ଖୁସି ହୋଇଯାଇଥିଲେ । ଏବଂ ପରେ ଜଙ୍ଗଲ ସୁରକ୍ଷା ଅଧିକାରୀ ଙ୍କୁ ଡକାଇ ଥିଲେ ।

ତେବେ ସେହି ସରକାରୀ ଜଙ୍ଗଲ ସୁରକ୍ଷା ଅଧିକାରୀ ସେହି ବିଷଧର ସାପ ଟୀକୁ ତାଙ୍କର କୌଶଳ ଓ ଶିକ୍ଷା ସାହାଯ୍ୟ ରେ ସେହି ବିଷ ଧର ବଡ଼ ନାଗ ସାପ ଟୀକୁ ଧରି ନେଇଥିଲେ ଏବଂ ତାକୁ ଏକ ପ୍ଲାଷ୍ଟିକ ଜାର ମଧ୍ୟରେ ଭର୍ତ୍ତି କରିଥିଲେ ।ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହାକି ଯେ ସେହି ସୁରକ୍ଷା ଅଧିକାରୀ ଜଣଙ୍କ ସେହି ସାପ ଟୀକୁ ପୁରା ସୁରକ୍ଷିତ ଭାବରେ ତାହାକୁ ଧରି ନେଇଥିଲେ।ତେବେ ସେହି ବ୍ୟକ୍ତି ଜଣଙ୍କ ଲୋକମାନ ଙ୍କୁ କହିଛନ୍ତି କି , କୌଣସି ବି ସାପ କୁ ମାରିବା ଆବଶ୍ୟକତା ନାହିଁ । କାରଣ ସେହି ସାପ ଟି ମଧ୍ୟ ତାର ଜୀଵନ ଭୟ ରେ ଆମ ଘରେ ପ୍ରବେଶ କରିଥାନ୍ତି। ତେଣୁ ସେମାନଙ୍କୁ ନମାରି ଫରେଷ୍ଟ ଅଫିସର ଙ୍କ ହାତରେ ଛାଡିଦେବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।