ବଲିଉଡ ର ଏହି ଲୋକପ୍ରିୟ ଅଭିନେତ୍ରୀ ମାନେ କରିଛନ୍ତି ବାରମ୍ବାର ଵିଵାହ ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ କହିବେ କଣ ଇଏ ବି

0

ଜୀବନ ଟି ଏମିତି ଏକ ବାଟ ଯାଉଥିରେ ବହୁତ୍ ଜଣ ରାସ୍ତା ରେ ଆସନ୍ତି ।ସେମିତି ଆମ ହିରୋ ହିରୋଇନ୍ ମାନେ ବହୁତ୍ ଜଣଙ୍କୁ ନେଇ ଫିଲ୍ମ ସୁଟ କରୁଛନ୍ତି ।ସେହି ସୁଟ ରେ ବହୁତ୍ ପ୍ରକାର ସିନ ଭି ଥାଏ ତେବେ ଅଭିନେତ୍ରୀ ମାନେ କରିଛନ୍ତି ବାରମ୍ବାର ଵିଵାହ । ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।।ଏମିତି ସବୁ ଘଟଣା ଆମେ ଆମର କିଛି ବଲିଉଡ୍ ହିରୋଇନ୍ ଙ୍କ ପାଖରେ ଦେଖିଛୁ।ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ ଅଟେ,

ଏହି ବନ୍ଧନ ବିଶ୍ୱାସ ଭରସା ଉପରେ ବାନ୍ଧି ହୋଇ ରହିଥାଏ। ଏମିତି ମଧ୍ୟ କୁହାଯାଏ ଯେ ବିବାହ ବନ୍ଧନ ସାତ ଜନ୍ମ ର ବନ୍ଧନ ଅଟେ। ବିବାହ କରିବା ଯେତିକି ସହଜ ଅଟେ ବିବାହ ପାଇଁ ଉପଯୁକ୍ତ ପାର୍ଥି ଖୋଜିବା ସେତିକି କଷ୍ଟ ଅଟେ । ସାଧାରଣ ଲୋକ ମାନଙ୍କ କଥା ହେଉ କିମ୍ବା ସେଲିବ୍ରେଟି ହୁଅନ୍ତୁ ସମସ୍ତେ ବିବାହ କରିବା ପାଇଁ ଏକ ଉପଯୁକ୍ତ ପାର୍ଥି ଖୋଜି ଥାଆନ୍ତି ।ବିବାହ ଭଳି ପବିତ୍ର ବନ୍ଧନ ଯାହା ଓଡ଼ିଆ ମାନଙ୍କ ଜୀବନରେ ଥରେ ଘଟି ଥାଏ।
ତେବେ ସମସ୍ତଙ୍କ ବିବାହ ସଫଳ ହୋଇ ନଥାଏ କିଛି ଜଣ ନିଜ ବିବାହ ରେ ଖୁସି ମଧ୍ୟ ନଥାନ୍ତି ଓ ଏମିତି କ୍ଷେତ୍ର ରେ ସେ ଦ୍ଵିତୀୟ ବିବାହ କରି ଥାଆନ୍ତି । ତେବେ ଆଜି ଆମେ କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟ ରେ ଜାଣିବା ଯେଉଁମାନେ ଦ୍ୱିତୀୟଥର ପାଇଁ ମଧ୍ୟ ପ୍ରେମ ବିବାହ କରିଛନ୍ତି ଓ ଜୀବନ ରେ ଆଗକୁ ବଢ଼ି ଥାଆନ୍ତି।ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

1.କିରଣ ଖେର୍:-

ଆଜି ଆମେ କହିବୁ କିରଣ ଖେର୍ ଙ୍କ ବିଷୟରେ ।ବଲିଉଡ୍ ରେ ସେ ଜଣେ ସଫଳ ଅଭିନେତ୍ରୀ ସହିତ ସେ ଜଣେ ରାଜନେତା ମଧ୍ୟ ଅଟନ୍ତି ।ସେ ଚଣ୍ଡୀଗଡ଼ ର ସାଂସଦ ଅଟନ୍ତି । ତେବେ ସେ ଅନୁମାନ ଖେର ଙ୍କୁ ବିବାହ କରିଛନ୍ତି କିନ୍ତୁ ଏହା ପୂର୍ବରୁ ସେ ମୁମ୍ବାଇ ର ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଥିଲେ। ତାଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିବା ରୁ ସେ ତାଙ୍କୁ ଛାଡପତ୍ର ଦେଇ ଅନୁପମ ଖେର ଙ୍କୁ ବିବାହ କରିଥିଲେ ।

2.ଯୋଗିତା ବାଲି ଓ ମିଥୁନ ଚକ୍ରବର୍ତ୍ତୀ:-

ଯୋଗୀତା ବାଲି ଙ୍କୁ ତ ଆପଣ ମାନେ ଖୁବ ଭଲ ଭାବରେ ଜାଣି ଥିବେ । ସେ ଫିଲ୍ମ୍ ପରବାନା କରିଥିବା ସମୟ ରେ କିଶୋର କୁମାର ଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଏହା ପରେ ଦୁହେଁ ୧୯୭୬ ମସିହା ରେ ବିବାହ କରିଥିଲେ । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହି ନଥିବାରୁ ସେ ତାଙ୍କୁ ଛାଡପତ୍ର ଦେଇଥିଲେ। ଛାଡ଼ପତ୍ର ଦେବା ପରେ ସେ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲେ ।

3.ନୀଲମ କୋଥାରୀ ଓ ସମୀର ସୋନି:-

ନୀଲମ ବଲିଉଡ୍ ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଚିତ ଥିଲେ । ତେବେ ତାଙ୍କର ଗୋବିନ୍ଦା ଙ୍କ ସହିତ ସମ୍ପର୍କ ଥିବାର ଥରେ ଗଣ ମାଧ୍ୟମ ରେ ପ୍ରକାଶ ହୋଇଥିଲା କିନ୍ତୁ ଗୋବିନ୍ଦା ଙ୍କ ମା ଏହାକୁ ବିରୋଧ କରିଥିଲେ। ଏହା ପରେ ନୀଲମ ୨୦୦୦ ମସିହା ରେ ରିଶି ସେଟିଆ ନାମକ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ମଧ୍ୟ ଏହି ବିବାହ ବେଶୀଦିନ ରହିନଥିଲା । ଏହା ପରେ ସେ ସମୀର ସୋନି ଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।ଏମିତି ବହୁତ୍ ହିରୋ ଆଉ ହିରୋଇନ୍ ଙ୍କ ଜୀବନରେ ଘଟିଛି ।

4.ଅର୍ଚ୍ଚନା ପୂରଣ ସିଂ ଓ ପରମିତ ସେଠୀ:-

ତେବେ କମେଡି ସୋ କପିଲ ଶର୍ମା ସୋ ରେ ଆପଣ ମାନେ ଅର୍ଚ୍ଚନା ପୂରଣ ସିଂ ଙ୍କୁ ଯଜ୍ ହିସାବରେ ଦେଖିବାକୁ ପାଇଥିବେ। ବର୍ତ୍ତମାନ ସେ ପରମିତ୍ ସେଠୀ ଙ୍କୁ ବିବାହ କରିଛନ୍ତି,ଏହା ତାଙ୍କର ଦ୍ଵିତୀୟ ବିବାହ ଅଟେ । ପ୍ରଥମ ବିବାହ ଛାଡ଼ପତ୍ର ପରେ ସେ ପରମିତ ସେଠୀ ଙ୍କ ସହିତ ଚାରିବର୍ଷ ଡେଟ୍ କରିଥିଲେ ଓ ୧୯୯୨ ରେ ବିବାହ କରିଥିଲେ।

5.ରେଣୁକା ସାହାନେ ଓ ଆଶୁତୋଷ ରଣା:-

ସେ ଏକ ମରାଠୀ ନିର୍ଦ୍ଧେଶକ ଙ୍କୁ ବିବାହ କରିଥିଲେ ଯାହା ପରଠାରୁ ସେ ବିବାହ ଓ ପ୍ରେମ ସମ୍ପର୍କ ଉପରୁ ବିଶ୍ବାସ ହରାଇ ଦେଇଥିଲେ କିନ୍ତୁ ଆଶୁତୋଷ ରଣା ଙ୍କୁ ଭେଟିବା ପରେ ସେ ପୁଣି ଥରେ ଭଲ ପାଇବା ଉପରେ ବିଶ୍ୱାସ କରିବାକୁ ଆରମ୍ଭ କରିଲେ ଓ ଆଶୁତୋଷ ଙ୍କୁ ବିବାହ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।