Dr Manoj Das – ପୁଅ ହୁଅନ୍ତୁ ବା ଝିଅ, ଯଦି ଆପଣଙ୍କ ଭାତୁଡି ହୋଇଛି, ତେବେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ରାତାରାତି ଭାତୁଡି ପୁରା ସଫା

0

ସୁନ୍ଦର ହବା ପାଇଁ କିଏ ବା ନା ଚାହେ।ଝିଅ ହୁଅନ୍ତୁ କି ପୁଅ ସୁନ୍ଦର ହେବା ପାଇଁ ସଭିଏ ଚାହାନ୍ତି। ବିଶେଷ କରି ଝିଅ ମାନଙ୍କ ପାଇଁ ଏହା ର ମୂଲ୍ୟ ବହୁତ। ଆଧୁନିକ ଦୁନିଆ ରେ ବିଭିନ୍ନ ପ୍ରକାରର ଉପାୟରେ ସୁନ୍ଦରତା କୁ ବାଜୟୀ ରଖୁଛନ୍ତି ମହିଳା ମାନେ। କିଛି ମାତ୍ରା ରେ ଏହା ହାନିକାରକ ମଧ୍ୟ ହୋଇଥାଏ। ଘୋରୋଈ ଉପଚାର ଦ୍ଵାରା ସୌନ୍ଦର୍ଯ୍ୟ ବୃଦ୍ଧି ହେଇଥାଏ।

ଆପଣଙ୍କ ମଧ୍ୟରୁ କିଛି ଲୋକ ମୁହଁ କିମ୍ବା ଓଠ ଉପରେ ଛୋଟ ଚୁଟି କୁ ନେଇ ଅସନ୍ତୁଷ୍ଟ ହୋଇଥାନ୍ତି। ଏହା ପାଇଁ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି। କିଛି କେମିକାଲ ବସ୍ତୁ ଦ୍ଵାରା ଆମର ଅନେକ କ୍ଷତି ହୋଇ ଥାଏ। ସୁନ୍ଦର୍ ଦେଖା ଯିବା ମହିଳା ମାନଙ୍କ ଏକ ପରିଚୟ ହୋଇ ଥାଏ।ଅନେକ ସମୟରେ ପୁଅ ହୁଅନ୍ତୁ ବା ଝିଅ ମୁହଁ ଏବଂ ଦେହ ର ଅନ୍ୟାନ୍ୟ ଜାଗାରେ ଭାତୁଡି ଦେଖାଯାଏ।

ଯାହା ଦ୍ୱାରା ସ୍କିନ ମଧ୍ୟ ଭଲ ଦେଖାଯାଇ ନଥାଏ।ଭାତୁଡି ହେଲେ ସେହି ସ୍ଥାନ ର ସୁନ୍ଦରତା ସବୁଦିନ ପାଇଁ ଚାଲିଯାଏ। ତେଣୁ ଏହାର ଉପଚାର ନ କଲେ ସବୁଦିନିଆ ପାଇଁ ଏହା ଚିନ୍ତାର କାରଣ ସାଜିଯାଏ। ତେବେ ଆପଣ ଏଥିପାଇଁ ଆଉ ଚିନ୍ତା କରିବାର ନାହିଁ। ଆପଣ ନିଜ ସ୍କିନ ରୁ ଏହି ଭାତୁଡି କୁ ଅତି ସହଜରେ ଏବଂ ଘରୋଇ ଉପକରଣ ରେ ବ୍ୟବହାର କରି ଏହାକୁ ଗାଏବ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଭାତୁଡି ର ଘରୋଇ ଉପଚାର।

ଉପଚାର ପ୍ରଣାଳୀ:-

ଆପଣ ଙ୍କୁ ପ୍ରଥମେ ଗୋଟିଏ ପିଆଜ ଆଣିବାକୁ ପଡିବ। ଏହି ପିଆଜ ର ଚୋପା ଛଡ଼ାଇବା ପରେ ଏହାକୁ ଆପଣ କାଟିଦେବେ। ଏହାକୁ ଏପରି ଭାବରେ କଟିବେ ଯାହାର ରାଉଣ୍ଡ ହେବ,ଆଉ ଏହାକୁ ନେଇ ନିଜ ଘର କର୍ଯ୍ୟ ୱେବ ଅବଶିଷ୍ଟାଂଶ କୁ ଘରୋଇ ବ୍ୟବହାର ରେ ଲଗାଇ ପାରିବେ। ଏହି ପିଆଜ କୁ ଛୋଟ ଛୋଟ କରି ଆପଣଙ୍କ ଦେହରେ ଯେଉଁ ସ୍ଥାନରେ ଏହି ଭାତ ଗୁଡି ବାହାରିଛି ସେହି ସ୍ଥାନର ଉପରେ ଏହାକୁ ନେଇ ରଖି ଦିଅନ୍ତୁ।

ଏହାକୁ ପରେ ଆପଣ ମଧ୍ୟ ଚାହିଁଲେ ରସ କାଢି ଏହାକୁ ସେହି ସ୍ଥାନରେ ଲଗାଇ ପାରିବେଭାତୁଡି ପ୍ରାୟତଃ ୩୦ ବର୍ଷ ବୟସ ପରେ ଦେଖିବାକୁ ମିଳେ। ଝିଅ ମାନଙ୍କ ପାଇଁ ଏହା ଅତ୍ୟନ୍ତ ମୁଣ୍ଡ ବ୍ୟଥା ର କାରଣ ହୋଇଥାଏ। ଆପଣ ଏହି ପିଆଜ ରସ କୁ ପ୍ରାୟ ରେଗୁଲାର ଭାବରେ ୨୦ ରୁ ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ। ଆଉ ଦେଖିବେ ଏହାକୁ ଲଗାଇବା ପରେ ମାସକ ମଧ୍ୟରେ ଏହା ଯେକୌଣସି ସ୍ଥାନରୁ ପଳାଇ ଯାଏ।
ଏହି ପିଆଜ ରସ ଲଗାଇବା ପରେ ଆପଣ ଏହାକୁ ଦୁଇରୁ ତିନି ଘଣ୍ଟା ପର୍ୟ୍ଯ ଶୁଖିବାକୁ ଦିଅନ୍ତୁ। ଏହି ପରି କରିବା ଦ୍ୱାରା ସେହି ସ୍ଥାନରୁ ଆପେ ଆପେ ସବୁ ଭାତୁଡି ଗାଏବ ହୋଇଯିବ। ଏହାକୁ ଆପଣ ବିଜ୍ଞାନ ସମ୍ମତ ମଧ୍ୟ ଗ୍ରହଣ କରାଯାଏ। କାରଣ ପିଆଜ ରେ ଥିବା ରସ ଆପଣଙ୍କ ଚର୍ମ ଉପରେ ଅନେକ ନପ୍ରଭାବ ପକାଇଥାଏ।ଆପଣ ଯଦି କାର୍ଯ୍ୟ ର୍ବ ବ୍ୟସ୍ତ ରହୁଛନ୍ତି ତାହାଲେ ଏହି ପିଆଜ କାଟି ଆପଣ ଭାତୁଡି ବାହାରିଥିବା ସ୍ଥାନରେ ଲଗାଇ ବ୍ୟଣ୍ଡେଜ ମଧ୍ୟ କରି ନେଇ ପାରିବେ।

ଏପରି ନୋହଲେ ଆପଣ ନିଜେ ଏହାକୁ ଏକ ସଫା କପଡା ୱେବ ମଧ୍ୟ ବାନ୍ଧି ଦେଇ ପାରିବେ। ତେବେ ଏହି ଉପାୟ ଟି ନିଜେ ଘରେ କରନ୍ତୁ। ଆଉ ଦେଖିବେ ଏହା ଆପଣଙ୍କ ଶରୀର ଉପରୁ ଆପେ ଆପେ ଭାତ କୁଡି ପଳାଇ ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।