କଥା ହେଉଛି ୩୦୦୦ ବର୍ଷ ର ପୁରାତନ ମମି ବୈଜ୍ଞାନିକମାନେ ସ୍ୱର ରେକର୍ଡ କରିଛନ୍ତି ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

0

ଆଜିର ଏହି ଅତ୍ୟାଧୁନିକ ଜଗତରେ ବିଜ୍ଞାନ ଓ ଡାକ୍ତରୀବିଜ୍ଞାନ ଏତେ ଆଗକୁ ଆସିଲାଣି ଯେ ଆମେ ଏହାର କଳ୍ପନା ମଧ୍ୟ କରିପାରିବା ନାହିଁ । ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଜ୍ଞାନ ବିଜ୍ଞାନ ର କୌଶଳ ରେ ଆମ ସମାଜରେ କିଛି ବି ଅସମ୍ଭବ ନୁହେଁ । କାରଣ ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ଓ ଟେକ୍ନୋଲୋଜି ଦ୍ୱାରା ସମସ୍ତ ପ୍ରକାରର ଅସମ୍ଭବ କାର୍ଯ୍ୟ ବି ଏବେ ସମ୍ଭବ ହେବାରେ ଲାଗିଛି। ଯେପରିକି ବର୍ତ୍ତମାନ ର ଲୋକମାନେ ଅତି ସହଜରେ ନିଜର ପରିଚୟ , ଚେହେରା ତଥା ଲିଙ୍ଗ କୁ ମଧ୍ୟ ଅତି ସହଜରେ ବଦଳେଇ ପାରୁଛି । ଖାଲି ଏତିକି ନୁହେଁ ବରଂ ବର୍ତ୍ତମାନ ର ବିଜ୍ଞାନ ଏତେ ଆଗେଇଲାଣି ଯେ ଏହା ନିଜର ଗବେଷଣା ମାଧ୍ୟମରେ ହଜାର ହଜାର ବର୍ଷ ତଳର ଘଟଣା ର ପୁନରାବୃତ୍ତି କରିବାରେ ସକ୍ଷମ ହୋଇଛି ଏବଂ ଏମିତି ବହୁତ ରହସ୍ୟମୟ ଜିନିଷ ର ଆବିଷ୍କାର ମଧ୍ୟ କରିଚାଲିଛନ୍ତି ।

ଆମେ ଆଜି ଆପଣଙ୍କୁ ଆମ ବୈଜ୍ଞାନିକ ମାନଙ୍କର ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଆବିଷ୍କାର ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣ ମାନେ କେବେ ହେଲେ ବିଶ୍ୱାସ କରିପାରିବେ ନାହିଁ ।ତେବେ ଆପଣମାନେ ବିଭିନ୍ନ ଫିଲ୍ମ ଖାସ କରି ହଲିଉଡ଼ ଫିଲ୍ମ ମାନଙ୍କରେ ମମି ବିଷୟରେ ଶୁଣିଥିବେ ନିଶ୍ଚିତ ।ତେବେ ଏହି ମମି ଗୁଡିକ ଲୋକମାନେ ସାଧାରଣ ଭବରେ ଭୟ କରିଥାନ୍ତି । ତେବେ ଉଲେଖଯୋଗ୍ୟ ଯେ ଆମେ ଯାହାକୁ ମମି ବୋଲି କହୁଛନ୍ତି ତାହା ପ୍ରକୃତରେ ପ୍ରାୟ ହଜାର ହଜାର ବର୍ଷ ପୂର୍ବରୁ ତଥା ରାଜା ରମାନୁଜ ଙ୍କ ସମୟର ଘଟଣା ଅଟେ ।


ପୂର୍ବରୁ ରାଜା ମାନଙ୍କ ପାଖରେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ମୃତ୍ୟୁ ପରେ ସେମାନଙ୍କୁ ପୋଡାଯାଉନଥିଲା । ସେମାନଙ୍କର ମର ଶରୀର କୁ ଏକ କେମିକାଲ ଦେଇ କଫିନରେ ଭର୍ତ୍ତି କରି ଏକ ଗୁପ୍ତ ସ୍ଥାନରେ ରଖାଯାଉଥିଲା । ଏବଂ ସେହି କଫିନ ମଧ୍ୟରେ ବ୍ୟବହାର କରାଯାଉଥିବା କେମିକାଲ ବଳରେ ମୃତ ସାରିରଟିକୁ ସଂରକ୍ଷଣ କରି ରଖାଯାଉଥିଲା । ସେହି ସବ ଗୁଡିକୁ ଧଳା ବସ୍ତ୍ର ରେ ଘଡେ଼ଇ ରଖାଯାଉଥିଲା ।

ତେବେ କିଛି ଦିନ ତତେ ବୈଜ୍ଞାନିକ ମାନେ ନିସିୟାମୁନ ଜାତିର ଏକ ୩୦୦୦ ବର୍ଷ ପୁରାତନ ମମି ଠାବ କରିଥିଲେ ଏବଂ ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ସେହି ନିସିୟାମୁନ ଜାତିର ମମି ଟି କଥା ମଧ୍ୟ ହେଉଛି ଅର୍ଥାତ ସେ କିଛି ଶବ୍ଦ ବାହାର କରିଛି । ବୈଜ୍ଞାନିକ ଙ୍କ କହିବା ଅନୁସାରେ ଏହି ମମି ଟି ପ୍ରାୟ ୩୦୦୦ ବର୍ଷ ପୁରାତନ ମମି ଅଟେ । ତେବେ ସେମାନେ ଏହାକୁ ଏକ ମନ୍ଦିର ପାଖରେ ଠାବ କରିଥିଲେ । ସେମାନେ କହିଛନ୍ତି କି ଯେତେବେଳେ କେହି ବି ବ୍ୟକ୍ତି ଏହି ମମି କୁ ରଖାଯାଇଥିବା ସ୍ଥାନର ପାଖାପାଖି ହୋଇଥାଏ

ସେତେବେଳେ ସେହି ମମି ଟି କିଛି ଶବ୍ଦ କରୁଥିବାର ଜଣାଯାଉଥିଲା । ଏହା ଜାଣିବା ପରେ ବୈଜ୍ଞାନିକ ମାନେ ସେହି ମମି ଟୀକୁ ଆଣି ପରୀକ୍ଷା ନିରୀକ୍ଷା କରିବା ପରେ ମମି ଟି ସତରେ କଥା ହେଉଛି ବୋଲି ପ୍ରମାଣ ମିଳିଛି।ଯଦିଓ ଘଟଣା ଟି ଏକ କାଳ୍ପନିକ ପରି ମନେହେଉଛି ତଥାପି ଏହା ଏକ ସତ୍ୟ ଘଟଣା ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।