Pregnancy tips -ସ୍ୱାମୀ ସ୍ତ୍ରୀ ଙ୍କର ଏହି ଭୁଲ୍ ପାଇଁ ସନ୍ତାନ ହୋଇଥାନ୍ତି ବିକଳାଙ୍ଗ ଜାଣନ୍ତୁ କେଉଁ ସବୁ ଭୁଲ ରହିଯାଉଛି

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।

କିନ୍ତୁ ବହୁତ ସମୟରେ ଆପଣ ଦେଖିଥିବେ କି ଯେତେକ ପିଲା ଜନ୍ମ ସମୟରୁ ହିଁ ବିକଳାଙ୍ଗ ହୋଇଥାନ୍ତି। ତେବେ ଆମେ ଆଜି ଆପଣଂକୁ ଜଣେଇବୁ କି ପିଲାମାନେ ଜନ୍ମ ରୁ କାହିଁକି ବିକଳାଙ୍ଗ ହୋଇଥାନ୍ତି ବୋଲି । ଏବଂ ଜାଣିବା କେଉଁ କେଉଁ ଭୁଲ ରୁ ପିଲା ମାନେ ବିକଳାଙ୍ଗ ଓ ଆଳ୍ପାଆୟୁଷ ହୋଇଥାନ୍ତି ।

୧.ଗର୍ଭବତୀ ମହିଳା ମାନେ ଯଦି ଶିବ ମନ୍ଦିର କୁ ଦର୍ଶନ କରିବା କୁ ଯାଇଥାନ୍ତି ତାହେଲେ ତାଙ୍କର ପିଲା ବିକଳାଙ୍ଗ ହୋଇଥାଏ ଏବଂ କେତେକ କ୍ଷେତ୍ରରେ ମୃତ ପିଲା ମଧ୍ୟ ଜନ୍ମ ହୋଇଥାଏ।
୨.ଯଦି ମହିଳା ଓ ପୁରୁଷ ଙ୍କର ମିଳନ ପୂର୍ଣ୍ଣିମା ବା ଅମାବାସ୍ୟା ରେ ହୋଇଥାଏ ଏବଂ ସେଥିରୁ ପିଲା ଟିଏ ଉତ୍ପତ୍ତି ହୋଇଥାଏ ତେବେ ସେହି ପିଲା ଟି ବିକଳାଙ୍ଗ ହୋଇଥାଏ। କେତେକ କ୍ଷେତ୍ରରେ ରୋଗୀଣା ମଧ୍ୟ ହୋଇଥାନ୍ତି ପିଲା ମାନେ ଆଉ ଅଳ୍ପ ବୟସରୁ ମୃତ୍ୟୁ ବରଣ ହୋଇଥାଏ ।

୩. ଯଦି ମହିଳାଙ୍କ ମାସିକ ଋତୁସ୍ରାବ ର ତିନି ଦିନରେ ସ୍ୱାମୀ ସ୍ତ୍ରୀ ଙ୍କର ମିଲନରୁ ପିଲାଟି ସୃଷ୍ଟି ହୋଇଥାଏ ।ତେବେ ସେହି ପିଲାଟି ମଧ୍ୟ ବିକଳାଙ୍ଗ ହୋଇଥାଏ ।କେବେ କେବେ ଏହି ମିଲନରୁ ଜନ୍ମିତ ଶିଶୁ ମୃତ୍ ମଧ୍ୟ ଜନ୍ମ ନେଇଥାଏ ।

୪.ଯଦି ମହିଳାଙ୍କ ଋତୁସ୍ରାବ ର ୩ ରୁ ୫ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଙ୍କର ମିଲନରୁ ପିଲା ଜନ୍ମ ହୋଇଥାଏ ତେବେ ସେହି ପିଲାଟି ବିକଳାଙ୍ଗ ଓ ଆଳ୍ପ ଆୟୁଷ ନେଇ ଜନ୍ମ ହୋଇଥାଏ। କିନ୍ତୁ ଋତୁସ୍ରାବ ର ୬ ରୁ ୧୧ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଙ୍କର ସହାବାସ ରୁ ଜନ୍ମିତ ଶିଶୁ ଟି ଦୀର୍ଘାୟୁ , ସୁନ୍ଦର ଓ ବିଚକ୍ଷଣ ହୋଇଥାଏ ।

୫.ଆମ ଶାସ୍ତ୍ର ଅନୁସାରେ , ଗୋଟିଏ ରାତିରେ ୪ ଟି ପ୍ରହର ରହିଥାଏ ଆଉ ଯଦି ଆପଣ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ପ୍ରହରରେ ଅର୍ଥାତ ୬ ଟାରୁ ୨ ତା ପର୍ଯ୍ୟନ୍ତ ସହାବାସ ରେ ପିଲା ଜନ୍ମ ନେଇଥାଏ ତେବେ ପିଲାଟି ବିକଳାଙ୍ଗ ହୋଇଥାଏ କିଛି ଚତୁର୍ଥ ପ୍ରହରରେ (୩-୬) ମଧ୍ୟରେ ହୋଇଥିବା ମିଲନରୁ ପିଲାଟି ଜନ୍ମ ନେଲେ ଦୀର୍ଘାୟୁ , ପବିତ୍ର ଓ ସୁଖୀ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।