ଦେଖନ୍ତୁ Live ଭିଡିଓ ଭାଇରାଲ ହେଲା ଆଦିତ୍ୟଙ୍କ ବାପା ଓ ମା ଏତେଦିନ ପରେ ଖୋଲିଲେ ସମସ୍ତ ଗୁମର କହିଲେ ପୁଅ ମୃତ୍ୟୁ ପାଇଁ ବୋହୁ ହିଁ 1 ନମ୍ବର ଦୋଷୀ

0

ଅନେକ ଘଟଣା ଘଟୁଛି ଦୁନିଆ ରେ ।କିଛି ଭଲ ଓ କିଛି ମନ୍ଦ ।କେତେବେଳେ କାହାର ମୃତ୍ୟୁ ଖବର ମିଳୁଛି ତ କେତେବେଳେ ଖୁସି ର ଖବର ।ପ୍ରତିଦିନ ଖବର ସହିତ ଜଡି ରହିଛି ସାରା ଦୁନିଆ ।ତେବେ ନିକଟରେ ଆଦିତ୍ୟ ଙ୍କ ମୃତ୍ୟୁ ଘଟିଥିଲା।ମନପ୍ରେମି ଆଦିତ୍ୟ ଦାସ ଙ୍କ ମୃତ୍ୟୁ ସାରା ଦେଶ ରେ ଶୋକ ଖେଳାଇ ଥିଲା ।ତେବେ ଆଜି ତାହାର ଏକ ଖୁଲାସା ହୋଇଛି।ମାନବପ୍ରେମି ଆଦିତ୍ୟ ଦାସ ବିଶ୍ୟଶ୍ରୀ ଙ୍କୁ ବିବାହ କରିଥିଲେ ।

ସେ ସମାଜ ରେ ହିତ ପାଇଁ ବିଭିନ୍ନ ଭିଡ଼ିଓ କରିଥିଲେ ।ସୋସିଆଲ ମିଡ଼ିଆ ରେ ସେ ବହୁତ୍ ନାମ କରିଥିଲେ ,ହେଲେ ଏଭଳି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ସମସ୍ତଙ୍କୁ ସନ୍ଦେହ ଭିତରକୁ ଠେଲି ଦେଲା।ତେବେ ବର୍ତ୍ତମାନ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।ମୃତ୍ୟୁ ବେଳକୁ ବିଦ୍ୟସ୍ରି ମାଷ୍ଟର କେଣ୍ଟିନ କଣ ପାଇଁ ଯାଇଥିଲେ ମୃତ୍ୟୁ ପଛରେ ବିଦ୍ୟସ୍ରି ଙ୍କ ହାତ ରହିନି ତ ତାର ତଦନ୍ତ ପୋଲିସ କରୁଛି ।ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ କୁ ନେଇ ପରିବାର ର ସଙ୍ଗୀନ ଅଭିଯୋଗ ।

ଆଦିତ୍ୟ ଙ୍କ ବାପା କହିଲେ ବହୂ ହଉଚି ଏକ ନମ୍ୱର୍ ଦୋଷୀ ,ଆଦିତ୍ୟଙ୍କ ମୃତ୍ୟୁ ରେ ବିଦ୍ୟସ୍ରି ଙ୍କ ହାତ ରହିଛି ।ମୃତ୍ୟୁ ପୂର୍ବରୁ ସେ ମାଷ୍ଟର କେଣ୍ଟିନ ଯାଇଥିଲେ ।କାରଣ ଆଦିତ୍ୟ ଙ୍କ ମୃତ୍ୟୁ ଖବର ସେ ହିଁ ପ୍ରଥମେ ଜାଣିଥିଲେ ତେଣୁ ଏହାର ପରଦା ଫାସ ହଇ ନାହିଁ ।ବାରମ୍ବାର କ୍ରାଇମ୍ ବ୍ରାଞ୍ଚ କୁ କୁହା ଗଲେ ମଧ୍ୟ ସେ ତଦନ୍ତ କରି ନାହାନ୍ତି ।ତେବେ ଆଦିତ୍ୟ ଙ୍କ ମୃତ୍ୟୁ ପଛରେ ବହୁତ୍ ବଡ଼ ବଡ଼ ଲୋକ ଙ୍କ ହାତ ଅଛି ବୋଲି ତାଙ୍କ ବାପା କହିଛନ୍ତି ।

ପରେ ତାଙ୍କ ମାଆ ଅଭିଯୋଗ କରିଥିଲେ ଯେ ପୌର ନିର୍ବାଚନ ପାଇଁ ଆଦିତ୍ୟ ଲଢୁଥିଲେ ତେଣୁ ରାଜନୈତିକ ଶତ୍ରୁତା କାରଣ ରୁ ଆଦିତ୍ୟ ଙ୍କ ହତ୍ୟା କରାଯାଇ ଥିବ ବୋଲି ତାଙ୍କ ମାଆ ପଦ୍ମାଳୟା ଅଭିଯୋଗ କରିଛନ୍ତି ।ଆଦିତ୍ୟ ଙ୍କ ବାପା ଙ୍କ କହିବା ଅନୁଯାଇ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଙ୍କ ର ଆଉ ତାଙ୍କ ସ୍ତ୍ରୀ ଙ୍କ ର ଝଗଡା ହେଇଥିଲା ।ରାଗରେ ବହୁ ମାଷ୍ଟର କେଣ୍ଟିନ୍ ଚାଲି ଯାଇଥିଲେ ହେଲେ ଫୋନ କରିବା ପରେ ଭି ଆସିନଥିଲେ ।

ମାଆ ପଦ୍ମାଳୟା ନିଜ ପୁଅ କୁ ହରାଇ ଭାଙ୍ଗି ପଡିଛନ୍ତି । କୋରୋନା ଭଳି ମହାମାରୀ ସମୟରେ ଘରେ ଘରେ ରୋଷେଇ ପତ୍ର ଜଗାଉଥିଲେ ଆଦିତ୍ୟ ।ରାଜନୀତି ପାଇଁ ଅନେକ ଶତ୍ରୁ ଥାଇ ପାରନ୍ତି ।ଆଦିତ୍ୟ ଙ୍କ ତଦନ୍ତ ସଠିକ୍ ଭାବେ ହଇ ନାହି ବୋଲି ତାଙ୍କ ଓକିଲ କହିଛନ୍ତି ।ତେବେ ତାଙ୍କର ମର ଶରୀର ଉଦ୍ଧାର ପରେ ତାଙ୍କ ମର ଶରୀର ର ପୋଷ୍ଟ୍ ବୋଟମ୍ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ହେଇନଥିଲା । ସକାଳ ୭ ରେ ମର ଶରୀର ଉଦ୍ଧାର ହେଇଥିଲା ମାତ୍ର ରିପୋର୍ଟ ରେ କୁହା ଯାଇଥିଲେ କି ଦିନ ୨ଟା ରେ ତାଙ୍କ ମାର ଶରୀର ଉଦ୍ଧାର ହେଇଚି ।୩ ଜଣ ସାକ୍ଷୀ ଙ୍କ ଉପସ୍ଥିତି ରେ ମର ଶରୀର ଉଦ୍ଧାର କରା ଯାଇଥିବା ବେଳେ ଦୁଇଜଣ ଙ୍କ ଦସ୍ତଖତ ସେଥିରେ ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।