କମେଡିଆନ ଗୁଡୁ ଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,କିଏ ସିଏ ? – Olllywood

0

ଆପଣ ମାନେ ସମସ୍ତେ ପ୍ରାୟ ଓଡିଆ ସିନେମା ଜଗତ ର ହାସ୍ଯ ଅଭିନେତା ଗୁଡୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ତାଙ୍କର ବାପା ଙ୍କ ନାମ କଣ। ତାଙ୍କ ମା ଙ୍କ ନାମ କଣ। ଏବଂ ତାଙ୍କର ପତ୍ନୀ କିଏ। ତେବେ ଆଜି ଆମେ ଆପଣ ଙ୍କୁ ସେହି ଓଡିଆ ସିନେମା ଜଗତର କମେଡିଆନ ଗୁଡୁ ଙ୍କର ପରିବାର ଯେମିତିକି ସ୍ତ୍ରୀ,ବାପା,ମାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜଣେଇବାକୁ ଯାଉଛୁ।

ଓଲିଉଡ ଜଗତର ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ବା କମେଡିଆନ ଗୁଡୁ ଯାହାଙ୍କର ବୟସ ବର୍ତ୍ତମାନ ଯାଇ ପହଁଚିଛି ୩୦ ବର୍ଷରେ।ଗୁଡୁ ସିନେମା ଜଗତ ରେ ୨୦୦୫ ରେ ପାଦ ଦେଇଥିଲେ।  ଗୁଡୁ ପ୍ରାୟ ୧୬ ବର୍ଷର ବୟସରେ ଓଲିଉଡ ଜଗତରେ ନିଜର ପାଦ ଦେଇଥିଲେ। ତାଙ୍କର ପରିବାର କହିବା ପାଇଁ ଗଲେ କେବଳ ତାଙ୍କ ବାପା,ମା ଓ ଭଉଣୀ ଟିଏ।
ଗୁଡୁ ଅନେକ ଚଳଚ୍ଚିତ୍ର ରେ କାମ କରି ପପୁଲାରିଟି ହାସଲ କରି ପାରିଛନ୍ତି। ଆଉ ନିଜର ଅଭିନୟ ଦ୍ୱାରା ସେ ଓଲିଉଡ ଜଗତରେ ଲୋକମାନଙ୍କର ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା ହାସଲ କରିବାରେ ଲାଗିଛନ୍ତି। ଗୁଡୁ ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ରହୁଛନ୍ତି।ଆଉ ଏହି ଅଭିନେତା ଗୁଡୁଙ୍କର ଭୁବନେଶ୍ୱରରେ ଏକ ଆଲିସାନ ଘର ରହି ଅଛି। ବର୍ତ୍ତମାନର ସମୟରେ ଗୁଡୁ ଗୋଟେ ଚଳଚ୍ଚିତ୍ର ପାଇଁ ପ୍ରାୟ ଦୁଇ ଲକ୍ଷ୍ୟ ଟଙ୍କା ନେଉଛନ୍ତି।

ଏହା ପରେ ସେ ଯେତେ ଯାତ୍ରା କରନ୍ତି ପ୍ରାୟ ପ୍ରତ୍ୟକ ଯାତ୍ରାରୁ ପାଖା ପାଖି ପଚାଶ ହଜାର ଟଙ୍କା ନେଇ ଥାଆନ୍ତି।ଏଥି ସହ ସେ ଅନେକ ସିରିୟଲ ରେ ମଧ୍ଯ ନଜର ରେ ଆସିଛନ୍ତି। ଗୋଟେ ସିରିଏଲ ପିଛା ପ୍ରାୟ ଦଶରୁ ପନ୍ଦର ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ଥାଆନ୍ତି।ଗୁଡୁ ତାଙ୍କର ମୋଟ ଆୟ ବା ମୋଟ ପାଉଣାଙ୍କୁ ସ୍ୱୟଂ ଭଗବାନଙ୍କ ବରଦାନ ବୋଲି ମାନି ଥାଆନ୍ତି।

ଏହାର କାରଣ ସେ ଏତେ ମୋଟା ହେଇ ମଧ୍ୟ ଜଣେ କମେଡିଆନ ଭାବରେ କାମ କରୁଛନ୍ତି ଆଉ ଲୋକ ମାନଙ୍କୁ ହସେଇବାରେ ସକ୍ଷମ ମଧ୍ୟ ହୋଇଛନ୍ତି।ଆଉ ସେଥିପାଇଁ ସେ ଠାକୁରଙ୍କ ପାଖରେ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଛନ୍ତି। ଗୁଡୁ ଏଠାରେ ପ୍ରମାଣ କରି ଦେଇଛନ୍ତି ଯେ ଭଗବାନ ଆପଣଙ୍କୁ ଯେମିତି ଭାବରେ ଗଢି ଥାଉ ଆପଣ ଯଦି ମନବଳ ଦୃଢ଼ ରଖିବେ ତାହେଲେ ଆପଣ ଦୁନିଆରେ କେଉଁଠି ନା କେଉଁଠି ତିଷ୍ଠି ପାରିବେ।

ଆଉ ଯଦି ଆପଣ ଜୀବନ ରେ ନିଜର ମନୋବଳ କୁ ଦୃଢ଼ ନ ରଖିବେ କି ନିଜ ଉପରେ ବିଶ୍ୱାସ ନ ରଖିବେ ତାହା ହେଲେ ମଣିଷ କଣ ଭଗବାନ ମଧ୍ୟ ଆପଣ ଙ୍କୁ ସାହାଯ୍ୟ କରିବେ ନାହିଁ। ଯଦି ନିଜ ର ମନୋବଳ ଦୃଢ଼ ଥାଏ ଏବଂ ଜୀବନ ରେ କିଛି କରି ଦେଖେଇବା ର ପୂର୍ଣ୍ଣ ପ୍ରତିଜ୍ଞା ଥାଏ ତାହା ହେଲେ ଆପଣ ଦିନେ ନା ଦିନେ ନିଶ୍ଚିତ ବିଜୟ ଲାଭ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।