ହେ ଭଗବାନ ! ନିଜ ରକ୍ତର ଦୁଇ ଭଉଣୀଙ୍କ ସହ ବିବାହ କଲେ ଏହି ବ୍ୟକ୍ତି, କାରଣ ଥିଲା କିଛି ଏମିତି କି ସମସ୍ତେ ହୋଇଥିଲେ ରାଜି ! ପୁରା କାହାଣୀ ଶୁଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ……..

0

ଆଜି କାଲି ଦୁନିଆ ରେ ଦିନ କୁ ଦିନ ବହୁତ ଵିଚିତ୍ର ଘଟଣା ମାନ ଘଟିବାରେ ଲାଗିଛି। କେହି କେହି ଏହାକୁ ସ୍ବୀକାର କରିବା ବେଳେ ,ଆଉ କେହି କେହି ଏହି ଘଟଣା ଗୁଡ଼ିକୁ ଆସୁକର ମଧ୍ଯ କରୁଛନ୍ତି।ଦୁନିଆ ରେ ଲୋକ ଙ୍କ ଚଳିଚଲୋନ ବଦଳିବା ସାଙ୍ଗେ ସଙ୍ଗେ ମଣିଷ ର ଚରିତ୍ର ମଧ୍ୟ ବଦଳିବାରେ ଲାଗିଛି। ଭାଇ ଭଉଣୀ ଏକ ପବିତ୍ର ସମ୍ପର୍କ।

ନିଜ ଭଉଣୀ କୁ ସ୍ତ୍ରୀ ରୂପରେ ଗ୍ରହଣ କରିବା କଥା ଶୁଣିଲା କୁ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି,ମାତ୍ର ଏହା ସତ।ଜଣେ ନୁହେଁ ଦୁଇ ଜଣ ଭଉଣୀକୁ ବିବାହ କରିଛି ଭାଇ। ଏକ ଘଟଣା ଘଟିଛି ପାକିସ୍ଥାନ ରେ ଯାହା ଶୁଣିଲେ ଆପଣ ଙ୍କୁ ଆଶ୍ଚଯ୍ୟ ଲାଗିବ,ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ଏହି ଘଟଣା ଟି ଘଟିଚି ପାକିସ୍ଥାନ ରେ, ପାକିସ୍ଥାନ ରେ ଜଣେ ବ୍ୟକ୍ତି ଏକ ସହିତ ବିବାହ କରିଛନ୍ତି ଦୁଇ ସଂପର୍କୀୟ ଭଉଣୀ ଙ୍କ ସହିତ,ସୂଚନା ଅନୁଯାୟ ଏହି ବ୍ୟକ୍ତି ଜଣ କ ଘର ଲୋକ ଙ୍କ ସହମତି ରେ ଦୁଇ ଭଉଣୀ ଙ୍କୁ ବିବାହ କରିଛନ୍ତି।ଖବର ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଜହର ହେଦର ,ଏହି ବ୍ୟକ୍ତି ଜଣ ଙ୍କ ର ପିଲା ବେଳେ ତାଙ୍କର ସମ୍ପର୍କୀୟ ଭଉଣୀ ଙ୍କ ସହିତ ନିର୍ବନ୍ଧ ହୋଇଥିଲା, କିନ୍ତୁ ଯେତେ ବେଳେ ଆଜ ହର ବଡ଼ ହେଲେ ତାଙ୍କୁ ତାଙ୍କର ଦ୍ଵିତୀୟ ଭଉଣୀ ଙ୍କ ସହିତ ପ୍ରେମ ହୋଇଯାଥିଲା।

ଏହା ପରେ ଘର ଲୋକ ଙ୍କ ସହିତ ନିଜେ ଆଜହର ମଧ୍ଯ ଚିନ୍ତା ରେ ପଢ଼ିଯାଇଥିଲେ କି ସେ କାହା ସହିତ ବିବାହ ବନ୍ଧନରେ ବାନ୍ଧି ହେବେ।ତେବେ ବହୁତ୍ ଦିନ ପରେ ସେ ଶେଷ ରେ ଦୁଇ ଭଉଣୀ ଙ୍କୁ ଏକ ସହିତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ,ତାପରେ ଆଜହର ପରିବାର ଲୋକ ଙ୍କୁ ମଧ୍ୟ ଜଣାଇଥିଲେ। ପ୍ରଥମେ ପ୍ରଥମେ ପରିବାର ଲୋକ ଏହାକୁ ଅସ୍ବୀକାର କରୁଥିଲେ ,କିନ୍ତୁ ବହୁତ୍ ବିଚାର ପରେ ଆଜହର ଙ୍କ କଥାରେ ରାଜି ହୋଇ ବିବାହ କର୍ମ କୁ ଆଗକୁ ନେଇଥିଲେ।

ଖବର ଅନୁଯାୟୀ ଜଣେ ତାଙ୍କର ମାମୁ ଝିଅ ହୋଇଥିବା ବେଳେ, ଆଉ ଜଣେ ତାଙ୍କର ଦାଦା ଝିଅ ଥିଲେ।ଆଜହର ନିଜ ଦୁଇ ଭଉଣୀ ଙ୍କୁ ଏକ ସହିତ ବିବାହ କରି ତାଙ୍କୁ ତାଙ୍କର ଦୁଇ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି,ଆଉ ଦୁଇ ଭଉଣୀ ଙ୍କ ସହିତ ଖୁସି ରେ ନିଜ ବୈବାହିକ ଜୀବନ କୁ ଆନନ୍ଦ ରେ ଉପଭୋଗ କରୁଛନ୍ତି,

କିଛି ଲୋକ ଏହି ଘଟଣା କୁ ଗ୍ରହଣ କରୁଥିଲା ବେଳେ କିଛି ଲୋକ ଏହା କୁ ସହଜରେ ଗ୍ରହଣ କରିପାରୁନାହନ୍ତି କିଛି ଲୋକ ଆଜ ହର ଙ୍କ ର ନିଷ୍ପତ୍ତି କୁ ଠିକ୍ କହୁଥିବା ବେଳେ କିଛି ଲୋକ ଏହା କୁ ଭୁଲ୍ ବୋଲି ମଧ୍ୟ କହୁଛନ୍ତି ,ଲୋକ ଙ୍କ କହିବା ଅନୁସାରେ ଆଜହର କିପରି ଦୁଇଟି ପତ୍ନୀ ଙ୍କ ର ଭାର ସମ୍ଭାଳିଛନ୍ତି ତାର ଏଠାରେ ଆଲୋଚନା ର ବିଷୟ ପାଲଟିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।