ଅଭିନେତା ସୁକାନ୍ତ ରଥ ଙ୍କ ଲାଇଫ ଷ୍ଟାଇଲ ବିଷୟରେ କିଛି ଅଜଣା କଥା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କ’ଣ ସତରେ

0

ପ୍ରତେକ ଲୋକ ନିଜ ଜୀବନ ରେ ଖୁସି ରହିବାକୁ ପସନ୍ଦ କରନ୍ତି । ଏଥି ପାଇଁ ସେମାନେ ଖୁସି ର ମାଧ୍ୟମ ଖୋଜି ଥାନ୍ତି। ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ର ଖୁସି ପାଇଁ ଅନେକ କିଛି କରିବାକୁ ଭଲ ପାନ୍ତି । ଯେମିତି କି ଫିଲ୍ମ ଦେଖିବା,ଗୀତ ଗାଇବା,ଡାନ୍ସ କରିବା ଆଦି ଅନେକ କିଛି କରି ଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ର ବହୁତ ଲୋକପ୍ରିୟତା ରହିଛି।

ପ୍ରତେକ ଲୋକ ଫିଲ୍ମ ଦେଖି ନିଜର ମନରଞ୍ଜନ କରିଥାନ୍ତି। ତେବେ ଫିଲ୍ମ ଓଡ଼ିଆ ହେଉ କିମ୍ବା ହିନ୍ଦୀ,ପୁରୁଣା ହେଉ ବା ନୂଆ । ସମସ୍ତେ ଫିଲ୍ମ ଦେଖି ଥାନ୍ତି। ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ ଦେଖି ଥାନ୍ତି, ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି।

ତେବେ ଆମ ଦେଶ ରେ ଓଡ଼ିଆ ଚଳଚ୍ଚିତ୍ର ର ମଧ୍ୟ ଅନେକ ଚାହିଦା ରହିଛି।ଓଡ଼ିଆ ଫିଲ୍ମ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଖାଲି ଓଡିଶା ରେ ନୁହଁ , ପୁରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି, ଆଉ ତା ସହ ଲୋକଙ୍କ ମନ ମଧ୍ୟ ଜିତି ପରି ଛନ୍ତି। ତେବେ ଆଉ କିଛି ଅଛନ୍ତି ,ଯେଉଁମାନେ ନିଜର ସୁନ୍ଦରତା ,କଳା ଆଦି ରେ ରୁଚି ରହି ଥାଏ ,କିନ୍ତୁ ସେମାନେ ନିଜର କଳା କୁ ଲୋକ ଙ୍କ ଆଗରେ ଦେଖାଇ ପାରନ୍ତି ନାହିଁ। ତେବେ ଏହି କଳା କୁ ବାହାର କୁ ଆଣିବା ପାଇଁ କିଛି ରିଅଲିଟି ସୋ ହୋଇ ଥାଏ ,

ଯାହା ଦ୍ଵାରା ଲୋକ ମାନେ ନିଜର କଳା ଦେଖାଇ ହିରୋ ବା ହିରୋଇନ ହେବାର ସୁଯୋଗ ପାଇଁ ଥାନ୍ତି। ତେବେ ଆପଣ ମାନେ ଦେଖି ଥିବେ କି ଏବେ ଘରେ ଘରେ ସ୍ତ୍ରୀ ଲୋକ ମାନେ ସିରିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ସେଥିରେ ଯେଉଁ ମାନେ ଅଭିନୟ କରି ଥାନ୍ତି , ସେମାନେ ମଧ୍ୟ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ସେମିତି ଜଣେ କଳାକାର ଅଛନ୍ତି , ଯିଏ କି ଖାଲି ଫିଲ୍ମ ନୁହଁ ସିରିଏଲ ରେ ମଧ୍ୟ ସକ୍ରିୟ ହୋଇଛନ୍ତି।

ତେବେ ଆପଣ ମାନେ ସୁକାନ୍ତ ରଥ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ମୟୂରଭଞ୍ଜ ଜିଲ୍ଲାରେ ୨୦ ଜୁଲାଇ ରେ ସେ ଜନ୍ମ ଗ୍ରହଣ କରିଥିଲେ। ପରିବାର ରେ ସ୍ତ୍ରୀ ଶାଶ୍ବତୀ ରଥ ଓ ଝିଅ ଶ୍ରେୟା ରଥ ରହନ୍ତି। ତେବେ ପିଲାଟି ଦିନ ରୁ ସୁକାନ୍ତ ଙ୍କ ଗୀତ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା।ସେ ୧୯୯୮ ରେ ପ୍ରଥମ ଧାରାବାହିକ ମୁଁ ଭଲ ପାଏ ରେ ଅଭିନୟ କରିଥିଲେ। ପରେ ସେ ଅନେକ ଧାରାବାହିକ ରେ କାମ କରିଛନ୍ତି।ସେ ବିଜେପି କଲେଜ୍ ରେ ଶିକ୍ଷା ଲାଭ କରିଥିଲେ। ଅଭିନୟ ସହ ଜଣେ ଭଲ ଉପସ୍ଥାପକ ମଧ୍ୟ। ତରଙ୍ଗ ରେ ପ୍ରସାରିତ ସାବିତ୍ରୀ ଧାରାବାହିକ ସିରିଏଲ୍ ରେ ବେଶ୍ ଚର୍ଚ୍ଚିତ ଥିଲେ।ଏବେ ସେ ମଙ୍ଗଳା ଚରଣ ଧାରାବାହିକ ରେ ମଧ୍ୟ ଅଭିନୟ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।