ସମାଜ ପାଇଁ ଉଦାହରଣ ସାଜିଲେ ଜଣେ ରିକ୍ସା ଚାଳକ ଝିଅ ରୁ ପରିଣତ ହୋଇଗଲେ ମିସ୍ ଇଣ୍ଡିଆ ମାନ୍ୟା ସିଂ ତାଙ୍କ ସଂଘର୍ଷ ର କାରଣ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

0

ମଣିଷ ତାର ପରିଶ୍ରମ ଓ ଆତ୍ମ ବିଶ୍ୱାସ ବଳ ରେ ସଫଳତା ର ଶୀର୍ଷ ରେ ପହଞ୍ଚି ଥାଏ। ଆତ୍ମବିଶ୍ଵାସ ସହିତ ଦୃଢ଼ ବିଶ୍ୱାସ ସଫଳତା ର ସବୁଠୁ ବଡ଼ ସିଢ଼ୀ ହୋଇଥାଏ। ଯଦି ଗୋଟିଏ ମଣିଷ ପରିଶ୍ରମୀ ହେବା ସହିତ ଆତ୍ମ ବିଶ୍ୱାସୀ ହୋଇଥିବ ତେବେ ସେ ତାର ଲକ୍ଷ୍ୟ ସ୍ଥଳ ରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ପହଞ୍ଚି ପାରିବ। ସମାଜରେ ପ୍ରତେକ୍ ଲୋକ ସଫଳତା ହାସଲ କରିବା ପାଇଁ ଚାହିଁ ଥାନ୍ତି। କିନ୍ତୁ ସଫଳତା ବାଟ ରେ ଅନେକ ବାଧା ବିଘ୍ନ ଆସିଥାଏ।

ତେବେ ଏହି ବାଧା ନାମକ ରାସ୍ତା କୁ ଯିଏ ପର କରିଥାଏ ସେ ବାଜିମାତ କରିଥାଏ। ତେବେ ଏହା କହିବା ଠିକ୍ ଯେ କେହି ଯଦି ଜଣେ ମନରେ କିଛି କରିବା ପାଇଁ ଦୃଢ଼ କରିଥାଏ ସେ ସମସ୍ତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିଥାଏ।ଜୀବନ ରେ ଅନେକ ବାଧା ଦେଖା ଦେଇ ଥାଏ ।

ତେବେ ସମସ୍ତ ଙ୍କ ଜୀବନ ରେ ଅନେକ କଷ୍ଟ ଦେଖା ଦେଇ ଥାଏ।ଆଉ ଏହି କଷ୍ଟ କୁ ସହି ଯିଏ ଆଗକୁ ବଢେ , ସେ ସଫଳତା ର ଶୀର୍ଷ ରେ ପହଞ୍ଚେ। ତେବେ ଆପଣ ମାନେ ଅନେକ ଘଟଣା ଦେଖି ଥିବେ କି ଅନେକ ଗରିବ ପରିବାର ର ଲୋକ ଖାଇବାକୁ ପିନ୍ଧିବକୁ ପଇସା ନାହିଁ , କିନ୍ତୁ ତାଙ୍କ ଭିତରେ କିଛି ଏମିତି ପିଲା ରହି ଥାନ୍ତି , ଯେଉଁ ମାନେ କି ବହୁତ ଭଲ ପଢି ଥାନ୍ତି । ଆଉ ଜଣେ ମେଧାବୀ ଛାତ୍ର ହୋଇ ଥାନ୍ତି।ତେବେ ସେମାନେ ଅର୍ଥ ର ଅଭାବ ରୁ ନିଜର ପାଠ ପଢା ଛାଡି ଥାନ୍ତି ସତ । କିନ୍ତୁ ସେମାନେ କୌଣସି ସୁଯଗ ପାଇଲେ ।

ନିଜ ଲକ୍ଷ୍ୟ ପଥ ରେ ଆଗେଇ ଯାନ୍ତି। ଯାହା ଦ୍ୱାରା ସେମାନେ ସଫଳତା ପାଇ ଥାନ୍ତି। ତେବେ ଏମତି ଘଟଣା ଆମ ସମାଜ ରେ ପ୍ରତିଦିନ ଦେଖିବକୁ ମିଳେ। ତେବେ ଆଜି ଆମେ ଆପଣ ଙ୍କ ସାମନା କୁ ଏମିତି ଏକ ବିଷୟ ଆଣିଛୁ ଯାହା ଉପରୋକ୍ତ ବାକ୍ୟ ଗୁଡ଼ିକର ସଠିକ୍ ଉଦାହରଣ। ଜଣେ ମହିଳା କିପରି ସଂଘର୍ଷ କରି ସଫଳତା ର ଶୀର୍ଷ ରେ ପହଞ୍ଚି ଅଛନ୍ତି ।

ଭାରତ କୁ ମିଳିଲା ମିସ୍ ଇଣ୍ଡିଆ।୨୩ ବର୍ଷୀୟ ମାନସା ବାରାଣସୀ ହାସଲ କରିଛନ୍ତି ଫେମିନା ମିସ୍ ଇଣ୍ଡିଆ ୨୦-୨୦ ଟାଇଟେଲ୍ । ଫେମୀନା ମିସ୍ ଇଣ୍ଡିଆ ର ଓଫିଶିଆଲ୍ ଇନଷ୍ଟା ଆକାଉଣ୍ଟ୍ ରୁ ଟପ୍ ୩ ବିଜେତା ଙ୍କ ନାମ ଘୋଷଣା କରା ଯାଇଛି। ମନାସା ବାରାଣସୀ ମିସ୍ ଇଣ୍ଡିଆ ର ତାଜ୍ ପିନ୍ଧିଥିବା ବେଳେ ମାନ୍ୟା ସିଂ ପ୍ରଥମ ରନର୍ସ ଅଫ୍ ଓ ମନିକସି ତୃତୀୟ ରନର୍ସ ଅଫ୍ ପାଇଛନ୍ତି। ମାନସା ଯେତିକି ଚର୍ଚ୍ଚା ରେ ଅଛନ୍ତି ମନ୍ୟା ମଧ୍ୟ ସେତିକି ଚର୍ଚ୍ଚା ରେ ଅଛନ୍ତି।ତେବେ ମାନ୍ୟା ଙ୍କ କାହାଣୀ ସମସ୍ତ ଙ୍କୁ ପ୍ରେରଣା ଦେଉଛି।

ସ୍ବପ୍ନ କୁ ସାକାର କରିବା ଏକ ମାତ୍ର ଉପାୟ ହେଉଛି କଠିନ ପରିଶ୍ରମ। ଏହାକୁ ପ୍ରମାଣ କରିଛନ୍ତି ଉତ୍ତର ପ୍ରଦେଶ ର ମାନ୍ୟା ସିଂ। ଜଣେ ରିକ୍ସା ଚାଳକ ର ଝିଅ ଜଣେ ମିସ୍ ଇଣ୍ଡିଆ ହୋଇ ପାରିଛନ୍ତି। ମିସ୍ ଇଣ୍ଡିଆ ର ଯାତ୍ରା ଏତେଟା ସହଜ ନଥିଲା ବୋଲି ମାନ୍ୟା ତାଙ୍କ ଇନଷ୍ଟା ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି। ନିଜ ସଙ୍ଘର୍ଷ ର କାହାଣୀ ଲେଖିଥିଲେ । କେମିତି ଜଣେ ରିକ୍ସା ଚାଳକ ଝିଅ ରୁ ହୋଇ ଥିଲେ ମିସ୍ ଇଣ୍ଡିଆ।

 

View this post on Instagram

 

A post shared by Manya Singh (@manyasingh993)

ମାତ୍ର ୧୪ ବର୍ଷ ବୟସରେ ଘର ଛାଡ଼ି ଦେଇଥିଲେ ମାନ୍ୟା। କେନ ତେନ କରି ପାଠ ପଢ଼ା ସାରିଥିଲେ ସେ। ପଇସା ପାଇଁ ଦିନ ରେ ପାଠ ପଢୁଥିଲେ ଓ ବାସନ ମାଯୁଥିଲେ ଓ ରାତି ରେ କଲ୍ ସେଣ୍ଟର୍ ରେ କାମ କରୁଥିଲେ। ଗାଡି ଭଡ଼ା ବଞ୍ଚାଇବା ପାଇଁ ମାଇଲ ବାଟ ଚାଲୁ ଥିଲେ। ଡ଼ିଗ୍ରୀ ଶେଷ କରିବା ପାଇଁ ପାଖରେ ପଇସା ନ ଥିବାରୁ ବାପା ମାଆ ଗହଣା ବିକ୍ରି କରି ପଢେଇଥିଲେ।ମିସ୍ ଇଣ୍ଡିଆ ପାଇଁ ପଇସା ନ ଥିବାରୁ ନିଜ ଡ୍ରେସ୍ ନିଜେ ସିଲେଇ କରିଥିଲେ। ମଞ୍ଚ ଉପରେ ପରିବାର କୁ ଧନ୍ୟବାଦ୍ ଦେଇ ଯଦି ନିଜ ସ୍ବପ୍ନ ପାଇଁ ପ୍ରତିଜ୍ଞା ବଦ୍ଧ ତାହେଲେ କୌଣସି ବାଧା ବିଘ୍ନ ଆସିଲେ ବ୍ ସ୍ବପ୍ନ ପୁରା ହୋଇ ଥାଏ ବୋଲି କହିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।