Jyptisha Shastra – ରାଜଯୋଗ ସହିତ ଜନ୍ମ ହୋଇଥାନ୍ତି ଏହି 6 ଟି ନାମର ବ୍ୟକ୍ତି, ଦେଖନ୍ତୁ କଣ ଆପଣଙ୍କ ନାମ ଏଥିରେ ଅଛି ?

0

ପ୍ରତ୍ୟକ ମଣିଷ ତାର ନାମରୁ ପରିଚିତ ହୋଇଥାଏ। ପ୍ରତ୍ୟକ ବ୍ୟକ୍ତି ଙ୍କ ଜୀବନରେ ନାମ ର ମହତ୍ଵ ବହୁତ ରହିଛି। ଆମେ ଯେ କୌଣସି ସ୍ଥାନକୁ ପ୍ରଥମେ ଯାଉ ସେହି ଜାଗାରେ ଆମକୁ ସର୍ବ ପ୍ରଥମେ ଆମର ନାମ ନେଇ ସମ୍ବୋଧିତ କରା ଯାଇଥାଏ।କାହିଁକି ନା ଆମର ନାମ ହିଁ ଆମର ପରିଚୟ ଅଟେ। ତେବେ ଏହି ନାମ କୁ ଆମର ରାଶି ନକ୍ଷତ୍ର ଜନ୍ମ ମାସ ଓ ଜନ୍ମ ସମୟ ଅନୁସାରେ ଦିଆ ଯାଇ ଥାଏ।

ତେବେ ସାଧାରଣତଃ ମଣିସାର ସ୍ୱଭାବ ଜାଣିବା ବହୁତ କଷ୍ଟ କର ଅଟେ। କିନ୍ତୁ ଆପଣ ଚାହିଁଲେ ମଣିଷର ନାମର ପ୍ରଥମ ଅକ୍ଷର ରୁ ନିଜର ସ୍ୱଭାବ ବିଷୟରେ ଜାଣି ପାରିବେ। ଏମିତି କି ନିଜ ନାମରୁ ନିଜର ଗୁଣ ବିଷୟ ରେ ମଧ୍ୟ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ଏପରି କିଛି ନାମ ର ବ୍ୟକ୍ତି ମାନଙ୍କ ବିଷୟ ରେ।

ତେବେ କିଛି ନାମର ଝିଅ ମାନେ ଅଛନ୍ତି ଯେଉଁ ମାନେ ଟିକେ କଥା ରେ ରାଗି ଯାଇଥାନ୍ତି। ଏମିତି କି ସେମାନେ ଟିକେ ଟିକେ କଥା କୁ ଧରି ବସିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ପରି କିଛି ନାମର ଝିଅ ମାନଙ୍କ ର ସ୍ୱଭାବ ବିଷୟରେ।

C ନାମ ଥିବା ଝିଅ:-

ଯେଉଁ ଝିଅ ମାନଙ୍କ ର ନାମ C ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ସୁନ୍ଦର ହୋଇ ଥାନ୍ତି। ଆଉ ଟିକେ ଟିକେ କଥା ରେ ରାଗି ଯାଆନ୍ତି। ଯାହା ଫଳରେ ଏମାନଙ୍କ ର ରାଗ କୁ ଶାନ୍ତ କରିବା ଏତେ ସହଜ ନୁହଁ। ଏମାନେ ଯେମିତି ରୂପ ବତୀ ହୋଇ ଥାଆନ୍ତି ସେମାନେ ସେମିତି ଗୁଣ ବତୀ ମଧ୍ୟହୋଇ ଥାନ୍ତି କିନ୍ତୁ ଏମାନେ ରାଗିଲେ ଏମାନଙ୍କୁ ମନାଇବା ବହୁତ କଷ୍ଟ ଅଟେ। ତେଣୁ ଏହି ଝିଅ ମାନଙ୍କୁ ରାଗା ଠାରୁ ଯଥା ସମ୍ଭବ ଦୁରେଇ ରଖିବା ଉଚିତ।

H ନାମ ଥିବା ଝିଅ:-

ଏହି ନାମରେ ଥିବା ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥାଆନ୍ତି।ଏମାନେ ବହୁତ କମ ରାଗନ୍ତି। କିନ୍ତୁ ଏମାନେ ରାଗିଲେ ଏମାନ ଙ୍କୁ ଶାନ୍ତ କରିବା ବହୁତ ହି କଷ୍ଟ ଅଟେ। ଏମାନେ ରାଗିଲେ କାହାରି ବି ନୁହନ୍ତି। ତେଣୁ ଏହି ନାମର ଝିଅ ମାନଙ୍କୁ କେବେବି ରାଗେଇବା ଉଚିତ ନୁହଁ।

L ନାମ ରେ ଥିବା ଝିଅ:-

ଏହି ନାମ ରେ ଥିବା ଝିଅ ମାନେ ବହୁତ ବିଶ୍ୱସ୍ତ ହୋଇ ଥାନ୍ତୁ। ଏମାନେ କୌଣସି ବି କଥାରେ ଶୀଘ୍ର ରାଗନ୍ତି ନାହିଁ।ଏମାନେ ସର୍ବଦା ଅନ୍ୟର ସେବା କରି ଥାଆନ୍ତି। କିନ୍ତୁ ଏମାନେ ଯଦି ରାଗିଯାନ୍ତି ତାହାଲେ କାହାରି ନୁହନ୍ତି। କାହିଁକି ନା ଏମାନେ ରାଗିଲେ ରାଗ ସାନ୍ତା ହେବାର ନା ନିଏ ନାହିଁ। ତେଣୁ ଏହି ନାମ ର ଝିଅ ମାନଙ୍କୁ ଭୁଲ ରେ ମଧ୍ୟ କେବେ ରାଗେଇବା ଉଚିତ ନୁହଁ।

M ନାମ ଥିବା ଝିଅ:-

ଏହି ନାମ ର ବ୍ୟକ୍ତି ମାନେ ବହୁତ ଚାଲାକ ଚତୁର ହୋଇଥାନ୍ତି।କୌଣସି ବି କାର୍ଯ୍ୟକୁ ଏମାନେ ନିଜର ବୁଦ୍ଧି ଵଳରେ ହାସଲ କରିବାରେ ସକ୍ଷମ ହୋଇଥାନ୍ତି।

S ନାମ ଥିବା ବ୍ୟକ୍ତି:-

ଏହି ନାମ ଥିବା ବ୍ୟକ୍ତିମାନେ ବହୁତ ପ୍ରଭାବଶାଳୀ , ରୋମାଣ୍ଟିକ ଏବଂ ସଫଳତା ହୋଇଥାନ୍ତି।ଆଉ ଯଦି ସେହି ବ୍ୟକ୍ତିର କୁମ୍ଭ ରାଶି ହୋଇଥାଏ ତ ସେମାନେ କାହାକୁ ବି ଅତି ସହଜରେ ନିଜର କରିପାରନ୍ତି।

V ନାମ ଥିବା ବ୍ୟକ୍ତି:-

ଏହି ବ୍ୟକ୍ତିମାନେ ଅନ୍ୟମାନଂକର ଠାରୁ ବହୁତ ଭିନ୍ନ ହୋଇଥାନ୍ତି ।ଏମାନେ ନିଜ ବୁଦ୍ଧବଳରେ ସବୁ କାର୍ଯ୍ୟ ରେ ସଫଳତା ପାଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।