ମଜାଳିଆ କଥା -(ହସି ହସି ଗଡିଯିବେ) ଝିଅ ଟି ବସରେ – ମୋତେ ସିଟ ଦିଅ , ପୁଅ – କଣ ପାଇଁ ଦେବି ? , ଝିଅ ଟି – ଆରେ ? ….

0

ଆଜି କାଲି ଏହି ବ୍ୟସ୍ତ ବହୁଳ ଦୁନିଆ ରେ ସମସ୍ତେ ବହୁତ ମାନସିକ ଚାପ ରେ ରହି ଥାଏ, ତେଣୁ ମାନସିକ ଚାପ ଯୋଗୁ ଲୋକ ମାନେ ବହୁତ ରୋଗ ରେ ଆକ୍ରାନ୍ତ ହୁଅନ୍ତି। ଡାକ୍ତର ଙ୍କ କହିବ ଅନୁସାରେ , ଯଦି ଗୋଟେ ଲୋକ ଭିତରୁ ଖୁସି ରହିବ, ଦେଲେ ଯାଇ ମଣିଷ ଖୁସି ରେ ରହିବ। ତେବେ ଆସନ୍ତୁ କିଛି ମଜାଳିଆ ଢଗ ବିଷୟ ରେ ଜାଣିବା।


ଢଗ -୧ – କାକା – ଅଣ୍ଟା ରେ ବହୁତ କଷ୍ଟ ହେଉଛି… ଟିକେ ଗୁପ୍ତା ବାବୁ ଙ୍କ ଘରୁ ଅୟୋଦେକ୍ସ୍ ନେଇ ଆସ। ,  କାକି — ଆରେ ସେ ଦେବେ ନାହିଁ। ,  କାକା – ହଁ ସେତୋ ଜଣେ ଖାନ୍ଦାନି କଂଜୂସ ,ଜଣା ନାହିଁ ଏତେ ପଇସା ନେଇକି କୁଆଡ଼େ ଯିବେ। , ମରିଯିବି ଏମିତି ହିଁ , ତୁମେ ଏମିତି କର ଅଲମାରି ରୁ କାଢି ଆଣ , କଷ୍ଟ ବହୁତ ହଉଚି।


ଢଗ -୨ – ପତ୍ନୀ – ଅଟା କେଉଁଠି ପେସିଚ । , ପତି – ସବୁେବେଳ ଯେଉଁଠି ପେସା ଯାଏ। , ପତ୍ନୀ – ତେବେ ଗହମ ଦେଇକି କୁଆଡେ ଯାଇ ଥିଲ। , ପତି – କୁଆଡେ ତୋ ଯାଇନି , ସେହି ଠାରେ ହିଁ ଥିଲି। , ପତ୍ନୀ – ଧ୍ୟାନ କଉଠି ରହୁଛି ତୁମର , ଆସୁ ଥିବା ଯାଉ ଥିବା ମହିଳା ମାନଙ୍କ ଉପରେ ରହୁ ଥିବା , ମୁଁ ଭଲ ସେ ଜଣେ ତୁମକୁ। ,  ପତି -ସତ ରେ ଆଗରେ ଛିଡ଼ା ହେଇକି ଅଟା କୁ ପେସାଇ ଥିଲି। , ପତ୍ନୀ – ମିଛ ଜମା କୁହନି , ବହୁତ ଦିନ ରୁ ଦେଖୁଚି ତମ କୁ ତମ ଧ୍ୟାନ ଜମା ବି ଘର କାମ ରେ ନାହିଁ। ,  ପତି – ନା ଏମିତି କିଛି ନୁହଁ , କହୁନ କଣ ହେଇଚି। , ପତ୍ନୀ – ରୁଟି ପୋଡି ଗଲା କେମିତି।


ଢଗ -୩ – ମହିଳା ର ସାଙ୍ଗ – ଦେଖ ରେ ସେଠାରେ ସେ ଝିଅ ଟି , କେତେବେଳୁ ତୋ ସ୍ୱାମୀ କୁ ଦେଖୁଚି। ,  ମହିଳା – ମୁଁ ଜାଣିଛି ,କିନ୍ତୁ ମୁ ତୋ ଏଟା ଦେଖିବାକୁ ଚାଁହୁଛି କି , ମୋ ସ୍ୱାମୀ କେତେ ସମୟ ଯାଏ ନିଜର ତୋନ୍ଦ୍ କୁ ଭିତର କୁ ଟାଣି କି ଠିଆ ହୋଇ ପାରିବେ।

ଢଗ -୪ – ଡାକ୍ତର – ଆଉ କୁହ କେମିତି ଅଛ ? ମଦ ପିଇବା ବନ୍ଦ କରିଲ କି ନାହିଁ। ,  ରୋଗୀ – ହଁ ଡାକ୍ତର ବାବୁ ପୁରା ଛାଡି ଦେଇଛି , ହେଲେ କେହି ଯଦି ବାଧ୍ୟ କରେ ପିଇବାକୁ ତାହାଲେ ପିଇ ଦିଏ। , ଡାକ୍ତର – ବହୁତ ଭଲ , ଆଉ ତୋମ ସହ ଏ ଭାଇ ଜଣକ କିଏ?? ,  ରୋଗୀ – ୟାକୁ ବାଧ୍ୟ କରିବା ପାଇଁ ରଖିଛି।

ଢଗ -୫ – ଝିଅ – ମୋତେ ସିଟ ଦିଅ । ,  ପୁଅ – କଣ ପାଇଁ ଦେବି ? ,  ଝିଅ- ଆରେ ଝିଅଟା ଛିଡ଼ା ହେଇଚି ସିଟ୍ ଦେଇ ପାରିବନି ନା। ,  ପୁଅ – ତୁମେ ମୋତେ ବାହା ହେଇ ଯାଅ ।, ଝିଅ -କଣ ପାଇଁ ହେବି ? , ପୁଅ – ଆରେ ପୁଅ ଏଠି ଅବିବାହିତ ବୁଲୁଚି, ବାହା ବି ହେଇ ପାରିବନି ନା….

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।