ଦେଖନ୍ତୁ ଭିଡିଓ “କେମିତି କହିବି କହ” ସିରିଏଲ ର ହିରୋଇନ ସୁପ୍ରିୟାଙ୍କ ଲୁଚି ଲୁଚି ଖଟା ଖାଉଲେ ଆଉ ଧରା ପଡିବା ପରେ ଯାହା ହେଲା ଭିଡିଓ ଦେଖିଲେ ଜାଣି ପାରିବେ

0

ଆମେ ସମସ୍ତେ ଟିଭି ଦେଖିବା ପାଇଁ ବହୁତ୍ ପସନ୍ଦ କରୁ ।ଟିଭି ରେ ବହୁତ୍ ପ୍ରକାର ସିରିଆଲ୍ ,ଫିଲ୍ମ ଆଦି ବହୁତ୍ ପ୍ରକାର ଦେଇଥାଏ ।ଆମେ ଭି ମଧ୍ୟ ସଦା ସର୍ବଦା ଓଡ଼ିଆ ଫିଲ୍ମ ଦେଖିବା ପାଇଁ ବହୁତ ପସନ୍ଦ କରୁ। ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବହୁତ୍ ନାୟକ ଓ ନାୟିକା ମାନେ ଦର୍ଶକ ଙ୍କ ମନ ଖୁସି କରାଇବା ପାଇଁ ଅନେକ କଷ୍ଟ ରେ ବହୁତ୍ ଫିଲ୍ମ ଭେଟି ଦେଇଥାନ୍ତି ଅନେକ ସମୟ ରେ ।

ଦର୍ଶକ ମାନେ ମଧ୍ୟ ସମଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ମାତ୍ରା ରେ ସିନେମା ହଲ୍ ରେ ଯାଆନ୍ତି । ଅନେକ ବାହାରୁ ଅଭିନେତା ଅଭିନେତ୍ରୀ ଥାଆନ୍ତି ଓ ଅନେକ ସମୟ ରେ ଆମେ ଓଡ଼ିଶା ର ଷ୍ଟାର୍ ମାନେ ଥାଆନ୍ତି ।

ଏଇ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବିଜୟ ମହାନ୍ତି ଭଳି ଲେଜେଣ୍ଡ ଅଭିନେତା ଓ ମହେଶ୍ୱତା ଭଳି ଅଭିନେତ୍ରୀ ମାନେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସମୟ ରେ ଅନୁଭବ, ବାବୁଶାନ୍, ସ୍ବରାଜ ଭଳି ଅଭିନେତା ଅଭିନୟ କରୁଛନ୍ତି ଓ ଅଭିନେତ୍ରୀ ଙ୍କ ମଧ୍ୟରେ ଅର୍ଚ୍ଚିତା, ସୁପ୍ରିୟା, ବର୍ଷା ଙ୍କ ଭଲି କଳାକାର ମାନେ ଅଭିନୟ କରୁଛ ନ୍ତି । ତେବେ ଆଜି ଆସନ୍ତୁ ଜାଣିବା ସେଇ ଚୁଲବୁଲି ନାୟିକା ସୁପ୍ରିୟା ଙ୍କ ବିଷୟ ରେ ।

ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ତାଙ୍କର ପ୍ରଥମ ଫିଲ୍ମ ଲଭ୍ ପାଇଁ କୁଛଭି କରେଗା ରେ ପାଦ ଦେଇ ବର୍ତ୍ତମାନ ର ଚୁଲବୁଲି ନାୟିକା ସାଜିଛନ୍ତି ସୁପ୍ରିୟା । ବମ୍ବେ ରେ ଜନ୍ମ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ସମୟ ରେ ଭୁବନେଶ୍ୱର ର ପଟିଆ ଠାରେ ବସବାସ କରୁଥିବା ଏଇ ନାୟିକା ଜଣକ ଓଡ଼ିଶା ର ଅନେକ ଦର୍ଶକ ଙ୍କ ପ୍ରିୟ ହିରୋଇନ୍ ହୋଇଉଠୀଛନ୍ତି । ଘରେ ମା, ବଡ଼ ଭାଇ, ସନ ଭାଇ ଙ୍କ ସହ ସେ ରହୁଛନ୍ତି ।

ହାତ ଗଣତି ଅଗଧଡ଼ି ର କେଇଜଣ ଅଭିନେତ୍ରୀ ଙ୍କ ମଧ୍ୟରେ ସେ ଗଣା ହୁଅନ୍ତି । ତେବେ ବର୍ତ୍ତମାନ ତାଙ୍କ ର ପାଠ ପଢା ମଧ୍ୟ ଚାଲୁଅଛି । କିନ୍ତୁ ଅଭିନୟ ଜଗତ ରେ ମଧ୍ୟ ରେ ଚାଲୁ ରଖିଛନ୍ତି ନିଜ ଅଭିନୟ ର ଯାଦୁ । ପ୍ରଥମେ ବାବୁଶାନ୍ ଙ୍କ ସହ ଲଭ୍ ପାଇଁ କୁଛଭି କରେଗା ଫିଲ୍ମ ରେ ଆଶ୍ଚୟ ନିୟ ଅଭିନୟ କରି ଦର୍ଶକ ଙ୍କ ମନ ଚକିତ କରିଦେଇଥିଲେ ।

ତା ପରେ ଅନୁଭବ ଙ୍କ ସହ ବିଜୁବାବୁ ଫିଲ୍ମ ରେ ମଧ୍ୟ ରେ ଅଭିନୟ କରିଛନ୍ତି । ବର୍ତ୍ତମାନ ଏକ ସିରିଆଲ ରିଆଲିଟି ସୋ ରେ ସେ କାମ କରୁଛନ୍ତି । ଜି ସାର୍ଥକ ରେ କେମିତି କହିବି କହ ସିରିଆଲ୍ ରେ ସିଦ୍ଧାନ୍ତ ଙ୍କ ସହ ରେ ଅଭିନୟ କରୁଛନ୍ତି । ସେଥିରେ ସେ ନାୟିକା ର ଅଭିନୟ କରୁଛନ୍ତି ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମନ ସେଇ ରିଆଲିଟ ସୋ ର ସୁଟିଂ ସେଟ୍ ର ଭିଡିଓ ଭେୟାରାଲ ହୋଇଛି ଯେଉଁଥିରେ ରେ ଆଚାର, ଲେମ୍ବୁ ଆଦି ଖାଇବାରେ ଲକ୍ଷ ଆସିଛନ୍ତି । ପିଲା ଙ୍କ ସହ ମିଶି ତେନ୍ତୁଳି ଗଛ କୁ ଟେକା ମାରି ତେନ୍ତୁଳି ବିଛେଇ ଖାଉଛନ୍ତି।କହିବାକୁ ଗଲେ ସୁପ୍ରିୟା ସିନା ବଡ଼ ହୋଇଯାଇଛନ୍ତି କିନ୍ତୁ ତାଙ୍କର ଛୋଟ ପିଲା ଙ୍କ ଭଲି କିଛି ଗୁଣ ରହିଯାଇଛି । ତେଣୁ ସେ ଛୋଟ ପିଲା ଙ୍କ ସହ ମିଶି ସୁଟିଂ ସେଟ୍ ରେ ଛୋଟ ବଡ଼ ହରକତ କରୁଥିବା ର ନଜର ଆସିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।