କନିଆ କୁ ଦେଖା କରିବାକୁ ବିଲ କୁ ଯାଇଥିଲେ ବର, ସେଠାରେ ଘଟିଥିଲା କିଛି ଏପରି ଜାଣିଲେ ଛାତି ଥରି ଉଠିବ

0

ରାଗ ମଣିଷ ର ସବୁ ଠାରୁ ବଡ ଶତ୍ରୁ ହୋଇଥାଏ,ରାଗ ରେ ମଣିଷ କଣ କରେ ତାହା ସିଏ ଜାଣି ପରେ ନାହିଁ ଏବଂ ଏହି ରାଗ ପାଇଁ ମଣିଷ ପଛ ରେ ପଶ୍ଚାତାପ ମଧ୍ଯ କରେ,ଆସନ୍ତୁ ଜାଣିବା ଉତ୍ତରପ୍ରଦେଶ ର ହମିର ପୁର ଜିଲ୍ଲା ରେ ଘଟିଛି କିଛି ଅପରି ଘଟଣା,ଏହି ଜିଲ୍ଳା ର ଜଣେ ବ୍ୟକ୍ତି ବିବାହ କରିବାକୁ ଯାଉଥିବା ତାଙ୍କ ପତ୍ନୀ କୁ ଦେଖାକରିବାକୁ ଯାଇଥିଲେ ଵିଲୋ କୁ,

ଆଉ ସେଠାରେ ତାଙ୍କ ପତ୍ନୀ ଙ୍କ ସହିତ କୌଣସି କଥା କୁ ନେଇ ହୋଇଯାଇଥିଲା ବହୁତ ଜୋର ରେ ଝଗଢ଼ା ଏବଂ ଏହି କଥା ରେ ରାଗ ରେ ଆସି ବର ଜଣ ଙ୍କ ତାଙ୍କ ର ପତ୍ନୀ ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ।ଯେତେ ବେଳେ ସେଠାରେ ଆଗୋରୁ ଉପିସ୍ଥିତ ଥିବା ତାଙ୍କ ପତ୍ନୀ ଙ୍କ ର ସାଙ୍ଗ ତାଙ୍କୁ ବିରୋଧ କରିଥଲେ ।ସେତେବେଳେ ବର ଜଣ ତାଙ୍କ ସାଙ୍ଗ କୁ ମଧ୍ଯ ସେହି ଛୁରୀ ରେ ଆକ୍ରମଣ କରିଥିଲେ।ଏହି ଘଟଣା ପରେ ବର ନିଜେ ମଧ୍ୟ ଆତ୍ମ ହତ୍ୟା କରିଥିଲେ।

ଏହି ଅଦ୍ଭୁତ ଘଟଣା ଘଟିଛି ହମିର୍ ଜିଲ୍ଲା ର ମର୍ଚର୍ଗବ ଥାନା ଅନ୍ତର୍ଗତ ଇଠାର ଗ୍ରାମ ରେ ।ଏଠାରେ ରହୁଥିବା ୧୯ ବର୍ଷୀୟା ଯୁବତୀ ଙ୍କର ବାହାଘର ଜଳେନ ଜିଲ୍ଲା ଅନ୍ତର୍ଗତ ୨୨ ବର୍ସିୟ ଦେବେନ୍ଦ୍ର ଙ୍କ ସହିତ ୩ ବର୍ଷ ପୂର୍ବ ରୁ ସ୍ଥିର ହୋଇଥିଲା।ଜ୍ୟୋତି ନିଜ ଜେଜେ ବାପା ଙ୍କ ସହିତ ଇଟରା ଗ୍ରାମ ରେ ରହୁଥିବା ବେଳେ ତାଙ୍କ ର ବାପା ମା ଇଟା ଭାଟି ରେ କାମ କରୁଥିଲେ।ଗୋଟେ ବୁଧୁବାର ଦିନ ଦେବେନ୍ଦ୍ର ନିଜ ପତ୍ନୀ ଙ୍କୁ ଦେଖା କରିବା ପାଇଁ ଆସିଥିଲେ,

ଆସି ଜାଣିବାକୁ ପାଇ ଥିଲେ କି ତାଙ୍କର ପତ୍ନୀ ବିଲ ରେ ଅଛନ୍ତି।ସେ ପତ୍ନୀ କୁ ଦେଖା କରିବ ପାଇଁ ବିଲ କୁ ଯାଇଥିଲେ ସେଠାରେ ତାଙ୍କ ପତ୍ନୀ ଙ୍କ ସାଙ୍ଗ ସରଜା ମଧ୍ୟ ଥିଲେ, ଜ୍ୟୋତି ଆଉ ଦେବେନ୍ଦ୍ର ଙ୍କ ମଧ୍ୟରେ ରେ କଥା ବାର୍ତ୍ତା ଭିତରେ ଝଗଢ଼ ହୋଇଥିଲା ,ଏହା ପରେ ରାଗ ରେ ଆସି ଛୁରୀ ରେ ଜ୍ୟୋତି କୁ ହତ୍ୟା କରିଥିଲେ ।ଏଥିରେ ସାରଜା ଦେବେନ୍ଦ୍ର ଙ୍କୁ ବିରୋଧ କରିବାରୁ ଦେବେନ୍ଦ୍ର ସରଜା କୁ ମଧ୍ୟ ଛୁରୀ ରେ ହତ୍ୟା କରିଥିଲେ।

ଏହି ଘଟଣା କୁ ଶେଷ କରିବାକୁ ଯାଇ ଜ୍ୟୋତି ଙ୍କ ଓଢନୀ ରେ ଦେବେନ୍ଦ୍ର ନିଜେ ଫାଶୀ ଦେଇଥିଲେ,ସୂଚନା ଅନଯାୟୀ ଦୁଇ ଙ୍କ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା ,ଶୁଣିବାକୁ ମିଳୁଛି କି ଜ୍ୟୋତି ଙ୍କ ଠାରୁ ସରୋଜା ଙ୍କ ଅବସ୍ଥା ଅଧିକ ଗୁରୁତର ଅଟେ,ଏବଂ ପରେ ଜଣା ପଡିଲା ଯେ ସରଯା ଙ୍କର ମୃତୁ ହୋଇଛି।

ହମିର ପୁର ର ଏ.ସି.ପି ନରେନ୍ଦ୍ର କୁମାର୍ ଅଙ୍ଘ୍ କହିଛନ୍ତି ଜ୍ୟୋତି ସେଦିନ ଵିଲ କୁ ଚାରା ଆଣିବାକୁ ଯାଇଥିଲେ ।ସେଠାରେ ଦେବେନ୍ଦ୍ର ତାଙ୍କୁ ରାଗରେ ଆସି ହତ୍ୟା କରିଥିଲେ ଏବଂ ୟା ଭିତରେ ସରଜା ଙ୍କ ର ମୃତ୍ୟୁ ହୋଇଛି, କଣ ସରଜା ଙ୍କୁ ତାଙ୍କ ଘର ଲୋକ ଆଉ ପାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।