ଦେଖନ୍ତୁ ଭିଡ଼ିଓ – କ୍ଲାସ ଭିତରେ ପିଲା ନଥିବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ରାସଲୀଳା ଭିଡ଼ିଓ ଭାଇରାଲ କଲେ ଆଉ ଜଣେ ଶିକ୍ଷକ…

0

ବିଦ୍ୟାଳୟ ଏକ ଅନୁଷ୍ଠାନ ଯେଉଁ ଠାରେ ଶହ ଶହ ପିଲା ଙ୍କ ଜୀବନ ଗଠନ କରିଥାଏ। ଏହାକୁ ମନ୍ଦିର ମଧ୍ୟ କୁହା ଯାଏ। ଯେଉଁ ମନ୍ଦିର ରେ ଗୁରୁଜୀ ଗୁରୁମା ମାନେ ଦେବତା ରୂପରେ ପୂଜା ପାଇଥାନ୍ତି। ବର୍ତ୍ତମାନ ସମୟ ରେ ଏଭଳି ଘଟଣା ଘଟୁଛି ଯାହା ବିଷୟର ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ପଡିବେ। ଦୁନିଆ ରେ ଅସଦ୍ ଆଚରଣ କରି ପରିବେଶ କୁ କୁସଂସ୍କାର ରେ ଭାରି ଦେଉଛନ୍ତି।

ନିକଟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ୍ ହେବାରେ ଲାଗିଛି। ସଭ୍ୟ ଓ ଶିକ୍ଷିତ ସମାଜ ରେ ବେଳେ ବେଳେ ଏମିତି କିଛି ଲଜ୍ଜ୍ୟା ଜନକ ଘଟଣା ଘଟୁଛି ଯାହା ବାସ୍ତବ ରେ ନିନ୍ଦନୀୟ ଓ ପରିତାପ ର ବିଷୟ। ବର୍ତ୍ତମାନ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଓ ନିୟମ ରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁ ନାହି କିଛି ଅସଭ୍ୟ ଅଭଦ୍ର,ଓ ମନ୍ଦ ପ୍ରବୃତ୍ତି ର ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ ମଧ୍ୟ ମଣିଷ ଏଥି ପାଇଁ ସଚେତନ ହୋଇ ନଥାଏ ଓ ନୈତିକତା ବଦଳାଇ ବାକୁ ଚେଷ୍ଟା କରି ନଥାଏ। ।ଆଜି ଆମେ ଆପଣ ଙ୍କୁ ଏହି ବିଷୟ ରେ ଜଣାଇବୁ।

ଏକ ଲଜ୍ଜ୍ୟା ଜନକ ଘଟଣା ର ସ୍ପଷ୍ଟ ଚିତ୍ର ସାମ୍ନା କୁ ଆସିଲା।ଯାହା ସୃଷ୍ଟି କରିଛି ଏକ ନିନ୍ଦନୀୟ ଓ ଆପତ୍ତି ଜନକ ସ୍ଥିତି।ଆଜିର ସମାଜ ରେ ବଡ଼ ବଡ଼ ପଦବୀ ରେ ଥିବା ସରକାରୀ କର୍ମଚାରୀ ମାନେ ଯଦି ଅଶିକ୍ଷିତ ଓ ଅସଦ୍ ଆଚରଣ କରିବେ ତେବେ ସମାଜ କାହା ଉପରେ ସମାଜ ସଭ୍ୟତା ର ଭାର ନ୍ୟସ୍ତ କରିବ । ଲଗାତାର ଭାବେ ଉଚ୍ଚ ପଦବୀରେ ଥିବା କର୍ମ ଚାରୀ ଙ୍କ ଅସାଦ୍ କାମ ବିଷୟ ରେ ଖବର ଶୁଣିବାକୁ ପାଉଥିବେ।

ଅନେକ ସମୟ ରେ ତାଙ୍କର କଳା କାରନାମା ଓ କର୍ମ ଚରୀ ଙ୍କ ସହିତ ଖରାପ୍ ସମ୍ପର୍କ ବିଷୟ ରେ ଶୁଣିବାକୁ ପଉଥିବେ । ଅନେକ ଙ୍କ କଳା କାରନାମା ସୋସିଆଲ ମିଡ଼ିଆରେ ଭାଇରଲ୍ ହେଉଥିବା ର ଆପଣ ମାନେ ଦେଖିଥିବେ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁ ଥି ରେ ଦୁଇ ଜଣ ଶିକ୍ଷା ଦେଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଅନ୍ତରଙ୍ଗ ଭିଡ଼ିଓ ଦେଖିବାକୁ ମିଳିଛି। ଯାହା ଦେଖିବା ପରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି କରିଛି।

ଘଟଣା ଟି ଗୁଜରାଟ ର ଦୋହଡ ଅଞ୍ଚଳ ର କୋୖଣସି ଶିକ୍ଷା ଅନଷ୍ଠାନ ବୋଲି କୁହା ଯାଉଛି।ତେବେ ଏଠାରେ ଜଣେ ପ୍ରିଂସିପାଲ ମହିଳା ଶିକ୍ଷୟତ୍ରୀ ଙ୍କୁ ଶିକ୍ଷା ଅନୁଷ୍ଠାନ ରେ ଶ୍ରେଣୀ ଗୃହ ରେ କେହି ନଥିବାର ଦେଖି ଆଲିଙ୍ଗନ କରିବା ସହିତ ଚୁମ୍ବନ ମଧ୍ୟ କରୁଥିଲେ।ଆଉ ଏହାକୁ କେହି କ୍ୟାମେରା ରେ ରେକର୍ଡ କରିବା ସହ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛି।

ଭିଡ଼ିଓ ଟି କୁ ଦେଖିବା ପରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କିପରି ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ସ୍ଥାନ କାଳ ପାତ୍ର ଦେଖୁ ନାହାନ୍ତି ଲୋକ ମାନେ। ଏପରି ଭାବେ ଭିଡ଼ିଓ ଟି ବହୁତ ସୋସିଆଲ ମିଡ଼ିଆ ରେ ଭାଇରଲ୍ ହେବାରେ ଲାଗିଛି। ଜଣେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବେଳେ ଜଣେ ଶିକ୍ଷୟତ୍ରୀ ଙ୍କୁ ଏପରି ଖରାପ୍ ନଜର ରେ ଦେଖୁ ଛନ୍ତି। ତେବେ ଏଭଳି ଲୋକ ଙ୍କ ପାଇଁ ସମାଜ ଓ ପିଲା ମାନଙ୍କ ଉପରେ କୁପ୍ରଭାବ ପକାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।