IAS ପ୍ରଶ୍ନ – ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ଅଛି ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣି ନାହାନ୍ତି

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

୧.ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?
ଉତ୍ତର – 29

୨. ବିଶ୍ୱର ସବୁଠାରୁ ବଡ଼ ମସଜିଦ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଇରାକ ରେ

୩. ମହାତ୍ମା ଗାନ୍ଧି ଙ୍କୁ ଅର୍ଧ ନଗ୍ନ ଫକୀର କିଏ କହିଥିଲେ?
ଉତ୍ତର-ଫ୍ରେଙ୍କ ମୋରିସ

୪. ଯୋଗ ଦର୍ଶନ ର ପ୍ରବର୍ତ୍ତକ କିଏ ଥିଲେ?
ଉତ୍ତର-ପତଞ୍ଜଳି

୫. ବିଶ୍ୱରେ ସବୁଠାରୁ ବେଶୀ ମୋବାଇଲ ଫୋନ କେଉଁ ଦେଶରେ ତିଆରି କରାଯାଇଥାଏ?
ଉତ୍ତର-ଚୀନରେ

୬. ସବୁଠାରୁ ବେସି ବିଷ ଧର ସାପ ର ନାମ କଣ?
ଉତ୍ତର-କିଙ୍ଗ କୋବ୍ରା

୭. ଚନ୍ଦ୍ରମା ରେ ଧୂଳିର ପଡିଆକୁ କଣ କୁହାଯାଏ?
ଉତ୍ତର-ଶାନ୍ତି ସାଗର

୮. ସିନ୍ଧୁ ସଭ୍ୟତା ର ଆବିଷ୍କାର କିଏ କରିଥିଲେ?
ଉତ୍ତର-ରାୟ ବାହାଦୂର ଦୟାରାମ ସାହାଣୀ

୯. ନୁର ଜାହଁ ଙ୍କ ବାସ୍ତବିକ ନାମ କଣ ଥିଲା?
ଉତ୍ତର-ମେହରୁନନୀଶା

୧୦. କେଉଁ ଜୀବ ସବୁ ଜିନିଷ ଦୁଇ ଗୁଣ ଦେଖାଯାଇଥାଏ?
ଉତ୍ତର-ହାତୀ କୁ

ବନ୍ଧୁଗଣ, ଆଶା ରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।