ଦେଖନ୍ତୁ ଭିଡିଓ – ଧରାପଡିଲା ବର୍ଷା ଙ୍କ ବେଡ୍ ରୁମ୍ କୁ ପଶି ଭିଡିିଓ କଲେ ଅନୁଭବଙ୍କ ସହକର୍ମୀ ଜାଣନ୍ତୁ ସେ କିଏ …

0

ଓଲିଉଡ଼ ର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ଙ୍କୁ କିଏ ବା ନ ଜଣେ । ତେବେ ଦୁଇ ଜଣ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତ ର ସୁପର ଯୋଡି ଭାବରେ ପରିଚିତ । ତେବେ ଏହି ଦୁଇ ଜଣା ପରସ୍ପର ଅନେକ୍ ଫିଲ୍ମ କରିଛନ୍ତୁ। ଯାହା ବହୁତ ଲୋକ ପିୟ୍ ମଧ୍ୟ। ତେବେ ଫିଲ୍ମ କରିବା ସହ ଦୁଇଜଣ ଭଲ ଅଭିନେତା ଓ ଅଭିନେତ୍ରୀ ମଧ୍ୟ। ତେବେ ସେମାନେ ଦୁଇଜଣ ଘରେ ଘରେ ପରିଚିତ। ଲୋକ ମାନେ ତାଙ୍କ ଫିଲ୍ମ ଦେଖିବା କୁ ବହୁତ ପସନ୍ଦ କରନ୍ତି ମଧ୍ୟ। ତେବେ ଦୁଇଜଣ ଗତ ୬ ବର୍ଷ ତଳେ ବିବାହ କରିଥିଲେ। ତେବେ ଏବେ ତାଙ୍କ ଦୁଇ ଜଣଙ୍କ ଭିତରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ବର୍ଷା ଏବେ ତାଙ୍କ ସ୍ୱାମୀ ଙ୍କ ନାମ ରେ ଘରୋଇ ହିଂସା ପାଇଁ ଅଭିଯୋଗ ଆଣିଛନ୍ତି।


ବର୍ଷା ଅନୁଭବଙ୍କ ବିରୁଦ୍ଧରେ ମାନସିକ ଓ ଶାରୀରିକ ନିର୍ଯାତନା ପାଇଁ ସେ ଅଭିଯୋଗ ଆଣିଛନ୍ତି । ଏଥ୍ ପାଇଁ ସେ କଟକ ରେ ଏକ ଘୋରୋଇ କୋର୍ଟ ରେ ଉପସ୍ଥିତ ହୋଇଛନ୍ତି । ତେବେ ବର୍ଷା ଓ ଅନୁଭବ ଦୁଇ ଜଣା ୬ ବର୍ଷ ତଳେ ବିବାହ କରିଥିଲେ । ହେଲେ ଏବେ ତାଙ୍କ ଭିତରେ ସୃଷ୍ଟି ହୋଇଛି ଏକ ପ୍ରକାର ଝଡ଼। ତେବେ ଏହା ପରେ ଅନୁଭବ ମଧ୍ୟ ବର୍ଷା ଙ୍କ ବିରୁଦ୍ଧ ରେ ୪୭ ପୃଷ୍ଠା ର ଏକ ପିଟିସନ୍ ଜାରି କରିଛନ୍ତି। ସେଥିରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ ବୋଲି କହିଛନ୍ତି ଅନୁଭବ। ଯାହା ଫଳ ରେ ସେ ବହୁତ ଚିନ୍ତା ରେ ଥିଲେ। ବାରମ୍ବାର ସମ୍ପର୍କ ରଖିବାକୁ ମନା କରୁଥିଲେ ବର୍ଷା। ଏମିତି ଅନେକ ଅଭିଯୋଗ ଆଣିଛନ୍ତି ଅନୁଭବ।

ତେବେ ଅନୁଭବ ଆହୁରି କହିଛନ୍ତି କି ବର୍ଷା ତାଙ୍କ ସହ ଭଲ ବ୍ୟବହାର କରନ୍ତି ନାହିଁ। ଏବଂ ତାଙ୍କ ପରିବାର ସହ ମଧ୍ୟ ଭଲ ବ୍ୟବହାର କରନ୍ତି ନାହିଁ। ସେ ପ୍ରଥମ ରୁ ଅଲଗା ରହିବ କୁ ପସନ୍ଦ କରୁଥିଲେ। ଏବଂ ବିନା କାରଣ ରେ ସବୁେବେଳ ବାପା ଘର କୁ ଚାଲି ଯାଉଥିଲେ। ଓ ସେ ସମସ୍ତଙ୍କ ଆଗରେ ତାଙ୍କୁ ଅପମାନ କରୁଥିଲେ ତେବେ ତାଙ୍କ ଘରେ ସେ ଅଛନ୍ତି କଣ ପାଇଁ।

ତେବେ ଏଥି ମଧ୍ୟରେ ବର୍ଷା ରୁମ ରେ ଖାଉ ଥିବା ସମୟରେ ଅନୁଭବଙ୍କର ସହକର୍ମି ସୁଜିତ ଦଳାଇ ନାମ ଜଣେ ଲୋକ ତାଙ୍କ ରୁମ କୁ ପଶି ଆସି ସେ ତାଙ୍କର ଭିଡିଓ କରିବା ଆରମ୍ଭ କରିଦେଇ ଥିଲେ। ଯାହା ଦ୍ୱାରା ବର୍ଷା ନିଜକୁ ବହୁତ ଅସୁରକ୍ଷିତ ମନେ କରିଥିଲେ। ତେବେ ବର୍ଷା ଖାଇବାକୁ ମାଗିବାରୁ ତାଙ୍କୁ ଖାଇବାକୁ ଦିଆ ଯାଇ ନଥିଲା। ସେହି ଲୋକ ଭିଡିଓ କରି ତାଙ୍କୁ ହଇରାଣ କରୁଥିବର୍ ଅଭିଯୋଗ ମଧ୍ୟ କରିଥିଲେ ବର୍ଷା। ଯାହା ପାଇଁ ସେ ବହୁତ ଅସନ୍ତୋଷ ରହିଥିଲେ। ତେବେ ଏମିତି ବିନା ଅନୁମତି ରେ ରୁମ କୁ ପଶି ଆସି ଭିଡିଓ କରିବା କଥା ଏବେ ସବୁ ଆଡେ ଚର୍ଚ୍ଚା ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।