ଆଲୌକିକ ମନ୍ଦିର ବାବା ଗୋରଖନାଥ ମନ୍ଦିର ଏହି ମନ୍ଦିର ର ସ୍ୱତନ୍ତ୍ରତା ଜାଣିଲେ ଆପଣ ଚକିତ ହୋଇଯିବେ …….

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବା ଦୀ ଦେବ ଭଗବାନ ଶିଵ ଙ୍କର ଗୋରଖନାଥ ହେଉଛି ଅନ୍ୟତମ ।ତେବେ ଆମେ ଆଜି ଏହି ମନ୍ଦିର ବିଷୟରେ ଏକ ରହସ୍ୟମୟ ତଥ୍ୟ ।

ପୁରାଣ ଶାସ୍ତ୍ର ଅନୁସାରେ ସାରା ବିଶ୍ୱ ର ଶିବ ମନ୍ଦିର ମାନଙ୍କ ମଧ୍ୟରୁ ଗୋରଖନାଥ ମନ୍ଦିର ଟି ହେଉଛି ଭିନ୍ନ ଓ ସ୍ୱତନ୍ତ୍ର ।ଏହାକୁ ଭଗବାନ ଶିବ ଙ୍କର ବାସସ୍ଥଳି ବୋଲି ମଧ୍ୟ ବିବେଚନା କରାଯାଏ ।ଏମିତି ମଧ୍ୟ କୁହାଯାଏ କି ଭଗବାନ ଶିବ ଙ୍କର ଦ୍ଵାଦଶ ଅବତାର ମଧ୍ୟରୁ ଏହା ଗୋଟିଏ ଅବତାର ଯାହାକି ଓଡ଼ିଶା ରେ ଅବସ୍ଥିତ ।ତେବେ ଏହି ମନ୍ଦିର ର ବିଶ୍ୱ ର ପୁରାତନ ମନ୍ଦିର ମାନଙ୍କ ମଧ୍ୟରେ ଅନ୍ୟତମ ଅଟେ ।ଏହି ମନ୍ଦିର ଟି ସବୁଠାରୁ ଲୋକପ୍ରିୟ ମନ୍ଦିର ଅଟେ ।ଏହାକୁ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଲୋକ ଦେଶ ବିଦେଶ ରୁ ଆସିଥାନ୍ତି।

ଏହି ମନ୍ଦିର କୁ ପ୍ରତକ୍ଷ ମନ୍ଦିର ବୋଲି କୁହାଯାଏ ଆଉ ଏହି ମନ୍ଦିରର ବିଭୁତି ହେଉଛି ସବୁଠାରୁ ଆଶ୍ଚର୍ଯ୍ୟମୟ ଜିନିଷ ।କାରଣ ଏହି ମନ୍ଦିର ର ବିଭୂତି ଏତେ ବିସ୍ମୟକର ଯେ , କୌଣସି ବି ସମସ୍ୟା ରେ ଯଦି ଆପଣ ଏହାକୁ ନିଜର କରିଥାନ୍ତି ତହେଲେ ଏହା ଆପଣଙ୍କୁ ଉପକୃତ କରିଥାଏ। ସେଠାକାର ଜଣେ ପୂଜାରୀ କହିଛନ୍ତି କି ଏହି ମନ୍ଦିର ପଛରେ ଏକ କାହାଣୀ ରହିଛି।

କୁହାଯାଏ କି ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର , ସୀତା ମାତା ଙ୍କୁ ମହାବଳୀ ରାବଣ ଠାରୁ ମୁକ୍ତ କରିବା ପାଇଁ ଭଗବାନ ଗୋରଖନାଥ ଙ୍କର ପୂଜାର୍ଚ୍ଚନା କରିଥିଲେ ।ଏବେ ଭଳାବାବା ଙ୍କର ଆଶୀର୍ବାଦ ରୁ ରାମଚନ୍ଦ୍ର ରାବଣ କି ପ୍ରରାସ୍ତ କରି ସୀତା ଙ୍କୁ ମୁକ୍ତ କରିଥିଲେ ।

ଏହି ମନ୍ଦିର ର ବିଶେଷତ୍ୱ ଏହା କି ଯେ , ଯଦି କୌଣସି ବ୍ୟକ୍ତିଙ୍କୁ ଏକ ସାପ କାମୁଡି ଥାଏ ତେବେ ବ୍ୟକ୍ତି ଏହି ଗୋରଖନାଥ ଙ୍କର ବିଭୂତି କୁ ପାନ କରିବା ଦ୍ୱାରା ସେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ ।ସାଧାରଣ ସାପ ଠାରୁ ଆରମ୍ଭ କରି ବିଷଧର ସାପ ତଥା ନାଗ ସାପ ପରି ବିଷଧର ସାପ କାମୁଡ଼ା ରୁ ଲୋକମାନେ ବାବା ଙ୍କର ବିଭୂତି ରୁ ଭଲ ହୋଇଥାନ୍ତି ।

ଖାଲି ଏତିକି ନୁହେଁ ବରଂ ଯେଉଁ ମହିଳା ମାନେ ଦୀର୍ଘଦିନ ଧରି ମା ହେବାରୁ ବଞ୍ଚିତ ରହିଥାନ୍ତି ସେମାନେ ଧ୍ୟାନ ରେ ବାବା ଗୋରଖନାଥ ଙ୍କୁ ପାର୍ଥନା କରିବା ଦ୍ଵାରା ଏବଂ ତାଙ୍କର ବିଭୂତି ଗ୍ରହଣ କରିବା ଦ୍ଵାରା ସେ ମା ହେବାର ସୌଭାଗ୍ୟ ପାଇଥାଏ ।
ଏହି ମନ୍ଦିର ଟି ନିଜର ସ୍ୱତନ୍ତ୍ରତା ପାଇଁ ସାରା ଦେଶରେ ପରିଚିତ ଅଟେ ।ବହୁ ଦୂର ଦୁରାନ୍ତ ରୁ ଲୋକ ଏଠାକୁ ବାବା ଙ୍କର ଦର୍ଶନ କରିବାକୁ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।