astrology tips – ନିଜର ହାତ ରେଖା ରୁ ଜାଣନ୍ତୁ ନିଜର ବୈବାହିକ ଜୀବନ , ଆପଣଙ୍କର ( ବିବାହ ରେଖା ) କଣ କହୁଛି ଜାଣନ୍ତୁ

0

କୁହାଯାଏ ଯେ ଆମର ଭାଗ୍ୟ ଆମ ହାତରେ ରହିଥାଏ ବୋଲି । ଆମ ସମାଜ ର ବହୁ ଜ୍ଞାନୀ ଓ ବରିଷ୍ଠ ଲୋକ ମାନେ କହିଥାନ୍ତି କି ଆମର ଭବିଷ୍ୟତ କଣ ହେବାକୁ ଯାଉଛି ଏବଂ ଆମର ଭାଗ୍ୟରେ କଣ କଣ ସବୁ ରହିଛି ତାହା ସବୁ ଆମ ହାତ ର ପାପୁଲିରେ ଥିବା ରେଖା ଉପରେ ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ ଙ୍କର ହାତର ଥିବା ରେଖା ଦ୍ବାରା ଆପଣ ଙ୍କ ବିଷୟରେ ବହୁତ କିଛି ଜାଣିହୁଏ ।

ତେବେ ଆମେ ଆଜି ଆପଣ ଙ୍କର ଭାଗ୍ୟରେଖା ଅନୁସାରେ ଆପଣ ଙ୍କର ବିବାହ ବିଷୟରେ ତଥା ଆପଣଙ୍କ ଜୀଵନ ସାଥି ଙ୍କ ବିଷୟରେ କିଛି ରମାଞ୍ଚକ ତଥ୍ୟ ଦେବାକୁ ଯାଉଛୁ ।ଆମ ଜ୍ୟାତିଷ ଶାସ୍ତ୍ର ଅନୁସାରେ, ୫ ପ୍ରକାରର ବୈବାହିକ ରେଖା ରହିଥାଏ।ଆସନ୍ତୁ ଜାଣିବା ସେହି ରେଖା ମାନଙ୍କ ବିଷୟରେ ।

୧.ସୁଖୀଣ ବିବାହ

ଯଦି ଆପଣଙ୍କ ହାତରେ ରେଖା ଇଂରାଜୀ ଅକ୍ଷର M ପରି ହୋଇଥାଏ ଅର୍ଥାତ ଆପଣଙ୍କ ରେଖା ଉତ୍ତର ପର୍ବତ ରୁ ଆରମ୍ଭ ହୋଇ ହୃଦୟ ପର୍ଵ ରେ ଶେଷ ହୋଇଥାଏ ତେବେ ତାହାକୁ ସୁଖୀଣ ବିବାହ ବୋଲି କୁହାଯାଏ ।ଏହି ଲୋକଙ୍କ ର ବିବାହ ହଟାତ ଉପରେ ହୋଇଥାଏ । ଏମାନଙ୍କ ପ୍ରେମ ବିବାହ ହୋଇଥାଏ। ନିଜ ଜୀବନ ସାଥି ସହ ଏମାନେ ବହୁତ ଖୁସିରେ ରହିଥାନ୍ତି। କିଛି ଭାବିବା ଆଗରୁ ଏମାନଙ୍କ ର ବିବାହ ସମ୍ପୂର୍ଣ୍ଣ ହୋଇଥାଏ ସତ କିନ୍ତୁ ଏମାନେ ବହୁତ ଖୁସିରେ ରହିଥାନ୍ତି ।ଏପରି ଲୋକଙ୍କ ର ଦୁଇ ରୁ ଅଧିକ ପିଲା ହୋଇଥାନ୍ତି।

୨.ଅନୁମ୍ବଳ ବିବାହ

ଯଦି ଆପଣଙ୍କ ର ହାତର ରେଖା ମନ୍ଦିର ର ତ୍ରିଶୂଳ ଆକୃତି ର ହୋଇଥାଏ କିମ୍ବା ସୂର୍ଯ୍ୟ ପର୍ବତ ଆସି ନିମ୍ନ ରେଖା କୁ ଛୁଇଁ ଥାଏ ତେବେ ତାହାକୁ ଅନୁମ୍ବଳ ବିବାହ ବୋଲି କୁହାଯାଏ।ପ୍ରାୟତ୍ୱ ଏହି ବ୍ୟକ୍ତିଙ୍କର ବିବାହ ଘର ଲୋକଙ୍କର କଥା ରେ ହୋଇଥାଏ ।ଏମାନେ ସାଧାରଣତ୍ୱ ପରିବାର ଲୋକଙ୍କ ମତରେ ଅର୍ଥାତ ଆରେଞ୍ଜ ମ୍ୟାରେଜ ହୋଇଥାଏ ।ଏମାନଙ୍କ ର ବୈବାହିକ ଜୀବନ ବହୁତ ସୁଖ ମୟ ହୋଇଥାଏ ।ଏମାଙ୍କର ଦୁଇ ଟି ପିଲା ହୋଇଥାଏ।

୩.ପେରୁପାରିକ ବିବାହ

ଯଦି ଆପଣଙ୍କ ର ହାତ ର ସୂର୍ଯ୍ୟ ରେଖା ଏବଂ ବୁଧ ପର୍ବତ ଏକତ୍ର ହୋଇ ଏକ ମନ୍ଦିର ଆକୃତି ସୃଷ୍ଟି କରିଥାନ୍ତି। ତେବେ ସେହି ବିବାହ କୁ ପେରୁପାରିକ ବିବାହ କୁହାଯାଏ ।ଏହି ଲୋକଙ୍କ ର ବିବାହ ବହୁତ ଲେଟ ରେ ହୋଇଥାଏ। ଏହି ରେଖା ଯୁକ୍ତ ଝିଅ ମାନେ କେବେ ବିବାହ କରନ୍ତି ନାହିଁ ମଧ୍ୟ ଏବଂ ପୁଅ ମାନଙ୍କ ର ବହୁତ ବିଳମ୍ବ ରେ ବିବାହ ହୋଇଥାଏ। ଏମାନଙ୍କ ର ବୈବାହିକ ଜୀଵନ ଏତେ ବି ସୁଖମୟ ହୋଇନଥାଏ। ଏମାନେ ସର୍ବଦା ଚିନ୍ତା ରେ ରହିଥାନ୍ତି ।ଏମାନଙ୍କ ର ବିବାହ ଆରେଞ୍ଜ ବା ଲଭ ବିବାହ ହୋଇପାରେ ।ଏମାନଙ୍କ ଦୁଇ କିମ୍ବା ଗୋଟିଏ ପିଲା ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।