ଦେଖନ୍ତୁ ଭିଡ଼ିଓ । ଦିନ ଦ୍ବିପହର ବିବାହିତ ସ୍ତ୍ରୀ ହୋଇ ପାହାଡ ତଳେ କରୁଥିଲେ ରାସଲୀଳା , ଧରି ନେଲେ କିଛି ଟୋକା । ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ….

0

ବର୍ତାମାନ ସମୟରେ ପୁଅ ଝିଅ ମାନେ ଯେଉଁ ପ୍ରେମ କରୁଛନ୍ତି ତାହା ଅଧିକାଂଶ କ୍ଷେତ୍ରରେ ରେ ଶାରୀରିକ ପ୍ରେମ ହୋଇ ଯାଉଛି। ଏହାର ଅର୍ଥ ଏମାନେ କେବଳ ଶାରୀରିକ ଆକର୍ଷଣ କୁ ପ୍ରେମ ବୋଲି ଭାବି ନେଇ ଥାନ୍ତି। ଯାହା ଫଳରେ ଏମାନେ କୌଣସି ନିଛାଟିଆ କିମ୍ବା ଜଙ୍ଗଲ ଆଦି ସ୍ଥାନରେ ପରସ୍ପର କୁ ଦେଖା କରିବା କୁ ସର୍ବଦା ଚାହିଁଥାନ୍ତି।

ଶାରୀରିକ ସୁଖ କୁ ଉପଭୋଗ କରିବା ପାଇଁ ସେମାନେ ବିବାହ ପୂର୍ବରୁ ଏହି ପରି ଅନୈତିକ କାର୍ଯ୍ୟ କରିବା ପାଇଁ ଟିକେ ବି ସଙ୍କୋଚ କରୁ ନାହାନ୍ତି। କାରଣ ତାଙ୍କର ମନରେ ଏହି ପରି ସବୁ କାମନା ର ଭାବନା ପୁରୀ ରହିଛି।

ତେବେ ଏହି ପରି ଅନେକ ଘଟଣା ସ୍ନା କୁ ଆସୁଛି ଯେଉଁ ଥିରେ ଯୁବତୀ ଯୁବକ ମାନେ ନିଜର ଶାରୀରିକ ସୁଖ କୁ ମେଣ୍ଟାଇବା ପାଇଁ ନିଛାଟିଆ ଓ ଘଂଚ ଅରଣ୍ୟ ରେ ଥିବା ଦେଖି ବାକୁ ମିଳୁଛି। ଯାହା କି ପରବର୍ତୀ ପିଢ଼ି ପାଇଁ ଏକ ପ୍ରକାର ଚେଲେଞ୍ଜ ସୃଷ୍ଟି କରିଛି। କାହିଁକି ନା ଏହି ସବୁ ଘଟଣା ପାଇଁ ଆମର ଭବିଷ୍ୟତ ପିଢ଼ି ମାନ ଙ୍କ ପାଇଁ ଭୁଲ ଉଦାହରଣ ସୃଷ୍ଟି କରୁଛି।

ତେବେ ଏବେ କାର ଯୁବ ପଢି ପ୍ରେମର ପ୍ରକୃତ ଅର୍ଥ କୁ ବୁଝିବା ପରିବର୍ତେ ନିଜର କାମନା କୁ ମେଣ୍ଟାଇବା ପାଇଁ ଏହି ପରି ଭାବରେ ଦୁଃସାହସିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଯାହା ଫଳରେ ଘଂଚ ଅରଣ୍ୟ ହେଉ କିମ୍ବା କୌଣସି ଜନଶୂନ୍ୟ ଜାଗା କେହିଆଡ଼େ ଜୋବାକୁ ଏମାନେ ଭୟ କରନ୍ତି ନାହିଁ।ଏହି ପରି ଏକ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୁଅ ଝିଅ ନିଜର ଖରାପ ଉଦେଶ୍ୟ କୁ ପୁରାଣ କରିବା ପାଇଁ ଘଂଚ ଅରଣ୍ୟ ଭିତରେ ଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଯାହା କି ଅତ୍ୟନ୍ତ ଲଜ୍ଜା ର ପରିସ୍ଥିତି ସୃଷ୍ଟି କରିଛି।

ତେବେ ନିଛାଟିଆ ଜଙ୍ଗଲ ମଧ୍ୟରେ ରାହସଲୀଳା କରୁଥିବା ସମୟରେ ତାଙ୍କୁ କିଛି ଲୋକ ମାନେ କ୍ୟାପଚର କରିଥିଲେ ।ଏବଂ ନାନା ପ୍ରକାରର ପ୍ରଶ୍ନ କରୁଥିଲେ ।ତେବେ ପ୍ରଶ୍ନ କରିବା ସମୟରେ ସମ୍ପୁର୍କ୍ତ ଯୁବତୀ ଜଣଙ୍କ କହିଛନ୍ତି ଯେ ତାଙ୍କ ସହ ଆସିଥିବା ଯୁବକ ଜଣଙ୍କ ହେଉଛନ୍ତି ତାଙ୍କର ଭାଇ ।

ତେବେ ଲୋକ ମାନେ ଏହାକୁ ବିଶ୍ୱାସ ନ କରି ଓଲଟା ପ୍ରଶ୍ନ କରିଥିଲେ କି ଭାଇ ଭଉଣୀ ତ ଘରେ ବି କଥା ହୋଇପାରିବେ ନିଛାଟିଆ ଜଙ୍ଗଲ ରେ ଆସି କଥା ହେବାର ଆବଶ୍ୟକତା ନାହିଁ। ଏମିତି କଥାବାର୍ତ୍ତା ହେବା ସମୟରେ ଏଥିରେ ଜଡିତ ଥିବା ଯୁବକ ଜଣଙ୍କ ସେହି ଲୋକ ମାନଙ୍କୁ ବାରମ୍ବାର ତାଙ୍କର ଭିଡ଼ିଓ ରେକର୍ଡ କରିବାକୁ ବାରଣ କରୁଥିଲେ।

କିନ୍ତୁ ସେହି ବ୍ୟକ୍ତିମାନେ ଏହାକୁ ନମାନି ଅନେକ ପ୍ରକାରର କ୍ରୁସିତ ଭାଷା ରେ ସେହି ପ୍ରେମୀ ଯୁଗଳ ଙ୍କୁ ଗାଳି କରିଥିଲେ। ଏବଂ ସେମାନଙ୍କ ର ଏହି ଭିଡ଼ିଓ ଟୀକୁ ସୋସିଆଲ ମିଡ଼ିଆ ରେ ଭାଇରଲ କରାଇଥିଲେ ।ଯାହା ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରିବିଲୁଚି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।