ଦେଖନ୍ତୁ ଭିଡିଓ – ବ୍ୟାଙ୍କ ମ୍ୟାନେଜରଙ୍କ ଏଭଳି ଅଭଦ୍ରାମି କେମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ସେୟାରେ ହେବାରେ ଲାଗିଛି

0

ଅତ୍ୟାଧୁନିକ ଯୁଗରେ ଲୋକ ମାନେ ଶିକ୍ଷିତ ହୋଇ ମଧ୍ଯ ଲୋଭ ଓ ସ୍ଵାର୍ଥ ର ବଶବର୍ତ୍ତୀ ହୋଇ ଅଶିକ୍ଷିତ ପରି ଵ୍ୟଵହାର କରୁଛନ୍ତି। ତେବେ ବର୍ତ୍ତମାନ ଆମ ସମାଜରେ ପ୍ରାୟ ସମସ୍ତ ଲୋକ ଅର୍ଥାତ ଯେଉଁମାନେ କି ଲୋକମାନଙ୍କର ସେବା କରିବା ପାଇଁ ସରକାର ଙ୍କ ଠରେ ପ୍ରତିଷ୍ଠା ବଧ ହୋଇଛନ୍ତି ସେମାନେ ମଧ୍ୟ ଲୋଭର ଶିକାର ହୋଇ ନିଜର କାମ ଠିକ ମାଧ୍ୟରେ କରୁନାହାନ୍ତି। ଉଭୟ ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ପ୍ରଥମେ ସରକାର ଙ୍କୁ ଠକୁ ଥିଲେ ମାତ୍ର ବର୍ତ୍ତମାନ ସେମାନେ ସରକାର ଙ୍କ ସହ ସାଧାରଣ ଲୋକମାନଙ୍କୁ ମଧ୍ୟ ବହୁତ ହଇରାଣ କରିଛନ୍ତି ।

କିନ୍ତୁ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ମାନେ ସରକାର ଙ୍କ ଦ୍ୱାରା ଲୋକମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ତଥା ସଠିକ ସମୟରେ ତାଙ୍କୁ ଉପଯୁକ୍ତ ସାହାଯ୍ୟ କରିବା ପାଇଁ ଏମାନଙ୍କୁ ଚୟନ କରାଯାଇଥାଏ । ଏବଂ ଏହା ବାବଦରେ ସରକାର ସେହି କର୍ମଚାରୀ ମାନ ଙ୍କୁ ମାସିକ ଦରମା ମଧ୍ୟ ଦେଇଥାନ୍ତି । ତା ପରେ ମଧ୍ୟ ଏମାନେ ବର୍ତ୍ତମାନ ସାଧାରଣ ଲୋକ ମାନଙ୍କୁ ବହୁତ ଖରପ ବ୍ୟବହାର କରୁଛନ୍ତି ।

ତେବେ ଏହିପରି କେତେକ ଘଟଣା ସିସି ଟିଭି ସାହାଯ୍ୟରେ କ୍ୟାପଚାର କରାଯାଇଥିଲା ।ଯେଉଁଥିରେ କେତେକ ବ୍ୟାଙ୍କ ର କର୍ମଚାରୀ ମାନଙ୍କର ଦୁର୍ବ୍ୟବହାର ଲୋକମାନଙ୍କ ପ୍ରତି ଅତି ନିଷ୍ଠୁର ଥିଲା ।ତେବେ ଆସନ୍ତୁ ଜାଣିବା ସେହି ଘଟଣା ଗୁଡିକ ବିଷୟରେ।

୧.ପାକିସ୍ତାନ ର ଏକ ବ୍ୟାଙ୍କ ର ମ୍ୟାନେଜର ଙ୍କର ଏକ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଥିରେ ଦେଖା ଯାଇଥିଲା କି ସେହି ମ୍ୟାନେଜର ଜଣଙ୍କ ତାଙ୍କ ଅଫିସ କୁ ଆସିଥିବା ଜଣେ ସାଧାରଣ ମହିଳା ଙ୍କୁ ଅଶୀଳ ଭାବରେ ଛୁଇଁ ଥିଲେ। ଏବଂ ଏହା ସିସି ଟିଭି ଦ୍ଵାରା ସଂଗୃହିତ ହୋଇ ଭାଇରଲ ହୋଇଥିଲା।ଭିଡ଼ିଓ ଟି ଦେଖିଲେ ଆପଣ ଜାଣିପାରିବେ କି ଏହି କର୍ମଚାରୀ ଜଣଙ୍କ କେତେ ଅଭଦ୍ର ଅଟନ୍ତି ।

୨.ସେହିପରି ଉତ୍ତରପ୍ରଦେଶ ର ଏକ ବ୍ୟାଙ୍କ ର ଜଣେ କର୍ମଚାରୀ ଙ୍କର ଭିଡ଼ିଓ ୨୦୦୯ ମସିହା ଖୁବ ଜୋର ରେ ଭାଇରଲ ହୋଇଥିଲା ।ଯେଉଁଥିରେ ଦେଖାଯାଇଥିଲା କି ସେହି କର୍ମଚାରୀ ଜଣଙ୍କ ସାଧାରଣ ଲୋକଙ୍କୁ ଧାଡିରେ ଛିଡା କରାଇ ନିଜ ରୁମ ମଧ୍ୟରେ ଅନ୍ୟ ଜଣେ ମହିଳା କର୍ମଚାରୀ ଙ୍କ ସହ ଅଶୀଳ କାର୍ଯ୍ୟରେ ଲିପ୍ତ ଥିଲେ ।ତେବେ ଏହା କ୍ୟାମେରା ରେ ରେକର୍ଡ ହୋଇଥିଲା।

୩.ଅନ୍ୟ ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଥିରେ ବ୍ୟାଙ୍କ ମ୍ୟାନେଜର ଲୋକଙ୍କ ଠାରୁ ୧୦ ଟଙ୍କିଆ ନେବାକୁ ମନା କରୁଥିଲେ ଆଉ ଏହାର କାରଣ ପଚାରିବାରୁ ସେ କହିଲେ କି ମୁଁ ନେବି ନାହିଁ ତୁମେ ଅଧିକ ରୁ ଅଧିକ ମୋର ଟ୍ରାନ୍ସଫର କରିଦେବ ।ଆଉ କିଛି କରିପାରିବ ନାହିଁ ।

୪.ପଞ୍ଜାବ ର ଏକ ବ୍ୟାଙ୍କ କର୍ମଚାରୀ ତାଙ୍କର ନିଷ୍ଠୁର ବ୍ୟବହାର ପାଇଁ ଭାରି ଚର୍ଚ୍ଚାରେ ଥିକେ ୨୦୧୭ ମସିହାରେ ।ଲୋକମାନେ ଲମ୍ବା ଧାଡିରେ ଛିଡା ହୋଇଥିଲେ ବ୍ୟାଙ୍କ ଆଗରେ ଆଉ ବ୍ୟାଙ୍କ ମ୍ୟାନେଜର ନିଜର ରାଗ ଦେଖାଉଥିଲେ ସେମାନଙ୍କ ଉପରେ।

୫.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇଛି ଯେ ବ୍ୟାଙ୍କର ମ୍ୟାନେଜର ବ୍ୟାଙ୍କ ରୁ ନୋଟ ଛପା ହେବା ପରେ ନିଜ ଜୋତା ସାହଯ୍ୟ ରେ ଘରେ ରଖିଥିଲେ। ପରେ ଯବାନ ଆସି ଏହାକୁ ଜବଦ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।