ଗୋଟିଏ ଥରକରେ ଲିଭର୍ ର ସବୁ ମଇଳା ସଫା କରିଦେବ ଏହି ଚମତ୍କାରୀ ଔଷଧୀୟ ଜୁସ୍, ଦେଖନ୍ତୁ କେମିତି ବନେଇବେ ଓ ପିଇବେ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ଭଗବାନ ଆମ ଶରୀର କୁ ମାଂସ ପେଶୀ ରେ ଗଢ଼େଇଛନ୍ତି ତେବେ ଏହାର ଭଲ ମନ୍ଦ ତ ରହିବ ନିଶ୍ଚିତ ।ତେବେ ବର୍ତ୍ତମାନ ପେଟ ରୋଗ ବା କିଡନୀ ଜନିତ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି ।ଏହା ପ୍ରାୟ ଅଧିକାଂଶ ଲୋକ ଙ୍କ ପାଖରେ ଦେଖାଯାଏ ।

ଆଉ ଏହି ରୋଗ ପାଇଁ ଯଦିଓ ଡାକ୍ତରୀ ଚିକିତ୍ସା ବା ଔଷଧ ଉପଲବ୍ଧ ଅଟେ କିନ୍ତୁ ଏହା ଆମ ଶରୀର ପାଇଁ କେତେକ କ୍ଷେତ୍ରରେ କ୍ଷତିକାରକ ହୋଇଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ର ଏହି ରୋଗ ଭଲ ହୋଇଯିବ। ତେବେ ଆସାନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

ଏହି ଉପାୟ ଟି ଏକ ଆୟୁର୍ବେଦିକ ଉପାୟ ଅଟେ ଏହାର କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ଆପଣଙ୍କ ଶରୀର ଉପରେ।ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-
୧.ଅଁଳା କୋଳି
୨.ଆଲବେରା ଜେଲ
୩.ହଳଦୀ ଗୁଣ୍ଡ
୪.ଧନିଆ ପତ୍ର

ରିମେଡି ପ୍ରସ୍ତୁତ କରିବେ କିପରି:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୭-୮ ଟି ଅଁଳା , ଗୋଟିଏ ଗିନା ଧନିଆ ପତ୍ର ଏବଂ ଦୁଇ ଚାମଚ ଆଲବେରା ଜେଲ ରେ ଅଧା କପ ପାଣି ମିଶାଇ ତାହାକୁ ଗ୍ରାଇଣ୍ଡିଂ କରିନିଅନ୍ତୁ। ଗ୍ରାଇଣ୍ଡିଂ କରିବା ପରେ ଏକ ଛଣା ମଧ୍ୟମରେ ଏହାକୁ ଛାଣି ନିଅନ୍ତୁ ।ଏବେ ଆମର ଜୁସ ବା ରିମେଡି ଟି ପ୍ରସ୍ତୁତ ହୋଇଗଲା ।ଏବେ ଏହି ଜୁସ ରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ତାହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା।

ବ୍ୟବହାର କରିବେ କିପରି:-

ଏହି ରିମେଡି ଟୀକୁ ଆପଣ ପ୍ରତିଦିନ ମାତ୍ର ଥରେ ସେବନ କରନ୍ତୁ ।ଗୋଟିଏ ଗ୍ଲାସ ଏହି ଜୁସ କୁ ସେବନ କରିବା ଦ୍ୱାରା ଆପଣଙ୍କ ର କିଡନୀ ସୁସ୍ଥ ରହିବା ସହ କୌଣସି ପ୍ରକାରର ପେଟ ସମସ୍ୟା ଆପଣଙ୍କ ର ରହିବ ନାହିଁ ।ଏହା ଆପଣଙ୍କ ର ପାଚନ ପ୍ରକ୍ରିୟା କୁ ଶକ୍ତ କରିବା ସହ ଆମ ଶରୀରର ଥିବା ରାସାୟନିକ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରେ।ମାତ୍ର ୩ ଦିନ ପର୍ଯ୍ୟନ୍ତ ଏହି ଜୁସ କୁ ସେବନ କରନ୍ତୁ ଦେଖିବେ ଆପଣ ଙ୍କର କିଡନୀ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।