ଦେଖନ୍ତୁ ଭିଡିଓ – ଶୁଟିଙ୍କ କରୁ କରୁ ସିଦ୍ଧାନ୍ତ ହୋଲିକୁ ଭୁଲ ଜାଗାରେ ଲଗେଇବାରୁ ଅନୁଚୌଦ୍ରୀ ରାଗିକି ଏହିସବୁ କାମ କଲେ ସିଦ୍ଧାନ୍ତଙ୍କ ସହ

0

ଲୋକ ମାନେ ନିଜର ମନରଞ୍ଜନ ପାଇଁ ଅନେକ ବାଟ ଖୋଜି ଥାନ୍ତି, ଆଉ ଲୋକ ଙ୍କ ମନରଞ୍ଜନ ପାଇଁ ମଧ୍ୟ ବହୁତ ଲୋକ ଆଗେଇ ଆସନ୍ତି। ତେବେ ମନରଞ୍ଜନ ର ଦୁନିଆ କହିବା କୁ ଗଲେ ଅନେକ କିଛି ମାଧ୍ୟମ ରହିଛି , ହେଲେ ଲୋକ ମାନେ ଅଧିକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆଜି କାଲି ଫିଲ୍ମ ର ବହୁତ ଲୋକ ପ୍ରିୟତା ରହିଛି,ଆଉ ଏହା କୁ ଅଧିକ ମଧ୍ୟ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି। ତେବେ ହିନ୍ଦୀ ହଉ ବା ଓଡ଼ିଆ ଫିଲ୍ମ କୁ ଲୋକ ମାନେ ଅନେକ ଭାଷା ରେ ଦେଖିବାକୁ ପସନ୍ଦ କରୁଛନ୍ତି। ତେବେ ଫିଲ୍ମ ଗୁଡିକ ମଧ୍ୟ ଭିନ୍ନ ଭାଷା ରେ ଦେଖିବାକୁ ମିଳୁଛି। ଯାହା ସମସ୍ତଙ୍କ ମନ କୁ କିଣି ପାରୁଛି।


ତେବେ ଏହି ଫିଲ୍ମ କରିବା ପାଇଁ ଆମେ ଅନେକ ଅଭିନେତା ଅଭିନେତ୍ରୀ ମାନଂକୁ ଦେଖିବାକୁ ପାଉ,ଯେଉଁ ମାନେ ଫିଲ୍ମ ରେ ପ୍ରମୁଖ ଭୂମିକା ରେ ରହିଛନ୍ତି। ତେବେ ସେଥିରେ ଅନେକ ଅଭିନେତା ଆମ ସମସ୍ତଙ୍କ ବହୁତ ପସନ୍ଦ,ଆଉ ସେମାନେ ମଧ୍ୟ ତାଙ୍କ ଅଭିନୟ ପାଇଁ ଘରେ ଘରେ ପରିଚିତ। ତେବେ ଏଭଳି ଅଭିନେତା ବହୁତ ଦେଖିବକୁ ମିଳେ, ଯେଉଁମାନେ କି ଲୋକ ଙ୍କ ବହୁତ ପ୍ରିୟ । ତେବେ ଆପଣ ଅନେକ ଫିଲ୍ମ ଦେଖି ଥିବେ ସେଥିରେ ଅନେକ ସିନ୍ ଥାଏ; କମେଡି , କାନ୍ଦିବା , ନାଚିବା ଆଦି ଅନେକ ପ୍ରକାର ସିନ ଦେଖିବାକୁ ମିଳେ। ତେବେ ଏହି ଗୁଡିକ ଦେଖିବା କୁ ସମସ୍ତେ ବହୁତ ପସନ୍ଦ କରନ୍ତି,ଆଉ ସେହି ସିନ୍ ଗୁଡିକ ମଧ୍ୟ ରୁ କିଛି ସିନ ଲୋକ ଙ୍କୁ ବହୁତ ପସନ୍ଦ ଆସିଥାଏ, ଯାହା ଗଣ ମାଧ୍ୟମ ରେ ବହୁତ ଭାଇରଲ ହୋଇଥାଏ। ତେବେ ସେମିତି କିଛି ସିନ ଯାହା ଆପଣ ଦେଖିଲେ , ଆପଣ ଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ, ତେବେ ଆସନ୍ତୁ ଦେଖିବା।

କିଛି ମାସ ଆଗରୁ ଓଲିଉଡ଼ ରେ ଏକ ସୁପର ହିଟ ଫିଲ୍ମ ରିଲିଜ ହୋଇ ଥିଲା,ସେହି ଫିଲ୍ମ ଟି ହେଉଛି ତୁ ମୋ ଲଭ ଷ୍ଟୋରୀ ୨ ।ତେବେ ଏହି ଫିଲ୍ମ ରେ ଅନେକ ଭଲ ଭଲ କଳାକାର ଅଭିନୟ୍ କରୁଛନ୍ତି; ସ୍ଵରାଜ୍ , ଭୂମିକା , ଅନୁ ଚୌଧୁରୀ , ସିଦ୍ଧାନ୍ତ ଆଦି ଅନେକ ଭଲ କଳାକାର ମାନେ ରହିଛନ୍ତି। ତେବେ ଫିଲ୍ମ ଟି ଗୋଟେ ସ୍ଥାନ ରେ ସୁଟିଂ ହେଉଛି,ଆଉ ସମସ୍ତେ ସୁଟିଂ କୁ ବହୁତ ଭଲ ଭାବେ ଉପଭୋଗ କରୁଛନ୍ତି। ତେବେ ସେଥିରେ ଗୋଟେ ସିନ ରେ ନାଚିବା କୁ ଦେଖିବାକୁ ମିଳୁଛି ଆଉ ନାଚ ମଝିରେ ଅନୁ ଚୌଧୁରୀ ଙ୍କର ସିଦ୍ଧାନ୍ତ ଙ୍କ ଉପରେ ଏକ ରାଗିବାର ସିନ୍ ଟି ରହିଛି। ଯାହା ବହୁତ ସୁନ୍ଦର ଭାବେ ଅଭିନୟ କରିଛନ୍ତି , ଏହି ଦୁଇ ଭଲ ଅଭିନେତା ।

ତେବେ ଏହା ଏବେ ଗଣ ମାଧ୍ୟମ ରେ ବହୁତ ଭାଇରଲ ହେବାରେ ଲାଗିଛି।ଆଉ ଅନୁ ମଧ୍ୟ ଅତି ସୁନ୍ଦର ଭାବେ ସିଦ୍ଧାନ୍ତ ଙ୍କ ଉପରେ ରାଗିବାର ଅଭିନୟ କରୁଛନ୍ତି ,ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି। ଆଉ ଏହାକୁ ସବୁ ଲୋକ ମଧ୍ୟ ବହୁତ ଉପଭୋଗ କରିଛନ୍ତି।ଫିଲ୍ମ ଟି ମଧ୍ୟ ସୁପର ହିଟ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।