ରାତିରେ ତୁଳସୀ ଗଛ ପାଖରେ କୁହନ୍ତୁ ଏହି ମନ୍ତ୍ର ସବୁ ଇଚ୍ଛା ୧୦୦ % ପୁରଣ ହେବ ବାସ ଥରୁଟିଏ ଉପଯୋଗ କରନ୍ତୁ

0

ତୁଳସୀ ଗଛର ଅନେକ ମହତ୍ତ୍ଵ ରହିଛି। ଆୟର୍ବେଦ ରେ ମଧ୍ୟ ତୁଳସୀ ଗଛ ର ଅନେକ ପ୍ରକାର ଔଷଧୀୟ ଉପାଦେୟତା ବିଷୟରେ ଦେଖିବାକୁ ମିଳେ। ତୁଳସୀ ଗଛ ହେଉଛି ଜୀବନ ପ୍ରଦାନ କାରୀ ଗଛ ଅଟେ । କାରଣ ବିଜ୍ଞାନ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ଛୋଟ ହେଲେ ମଧ୍ୟ ଏହା ବହୁତ ମାତ୍ରା ରେ ଅମ୍ଳଜାନ ପ୍ରଦାନ କରିଥାଏ।

ତେଣୁ ତୁଳସୀ ଗଛ ଯଦି ଘର ସାମ୍ନା ର ଲଗା ଯାଏ ତେବେ ତାହା ଦ୍ଵାରା ଅନେକ ଲାଭ ମଧ୍ୟ ମିଳିଥାଏ। କିନ୍ତୁ ଆମେ ଆଜି ଆପଣଂକୁ ଏହି ତୁଳସୀ ଗଛ କୁ ନେଇ ଯାହା ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଆମ ଆଜି ଆପଣଂକୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ଵାରା ଆପଣ ଙ୍କର ସମସ୍ତ ପ୍ରକାରର ଆର୍ଥିକ ଏବଂ ପାରିବାରିକ ସମସ୍ୟା ଦୂର ହୋଇଯିବ ।

ତୁଳସୀ ଗଛ କୁ ଆମ ହିନ୍ଦୁ ଧର୍ମ ରେ ଅନେକ ପୂଜା କରାଯାଏ। ତାଙ୍କୁ ଅନ୍ୟ ଏକ ଦେବୀ ହିସାବରେ ମଧ୍ୟ ଗ୍ରହଣ କରାଯାଏ। ତେଣୁ ବୃଦାବତୀ ଭାବରେ ତାଙ୍କୁ ପ୍ରତିଦିନ ଜଳ ଅର୍ପଣ କରାଯାଏ। ତେଣୁ ମହିଳା ମାନେ ପୂଜା ସାରି ଏହି ତୁଳସୀ ମାତା ଙ୍କ ପୂଜା ମଧ୍ୟ କରି ନିଜର ଗୁହାରି ରଖନ୍ତି ତାଙ୍କ ନିକଟରେ।ତୁଳସୀ ପତ୍ର ର ମଧ୍ୟ ଅନେକ ଉପାଦେୟତା ରହିଛି ପ୍ରତିଦିନ ସକାଳେ ତୁଳସୀ ପରେ ସେବନ କରିବା ଦ୍ଵାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। କିନ୍ତୁ ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏକ ଜଣେଇବୁ ଯାହା କରିବା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବ ଏବଂ ଆପଣ ଧନବାନ ଓ ଭାଗ୍ୟବାନ ହୋଇପାରିବେ ।

ତେବେ ଏହି ଉପାୟ ଟୀକୁ ଆପଣଂକୁ ଗୁରୁବାର ଦିନ କରିବାକୁ ହେବ ।ଏଥି ଲାଗି ଆପଣଂକୁ ଗୋଟିଏ ଶାଳ ଗ୍ରାମ ତଥା ଭଗବାନ ବିଷ୍ଣୁଙ୍କର ଅଭିରୁପ ଆବଶ୍ୟକ ।ଏହି ଶାଳ ଗ୍ରାମ କୁ ଭଗବାନ ବିଷ୍ଣୁ ଙ୍କର ଏକ ରୂପ ବୋଲି କୁହାଯାଏ ।ଏହା ବର୍ତ୍ତମାନ ନେପାଳ ର ଏକ ନଦୀ ରେ ମିଳୁଥିବା ଏକ କଳା ପଥର ଅଟେ ।ତେବେ ଆପଣ ଯଦି ନିଜର ଜୀବନ ହସ ଖୁସିରେ ତଥା ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଟି କରିପାରିବେ ।

ଏହି ଉପାୟ ଟୀକୁ ଆପଣଂକୁ ଗୁରୁବାର ଦିନ କରିବାକୁ ହେବ। ଗୁରୁବାର ଦିନ ତୁଳସୀ ଗଛ ପାଖରେ ଏକ ଶାଳ ଗ୍ରାମ କୁ ରଖନ୍ତୁ ।ଏବଂ ଭକ୍ତି ର ସହ ହାତ ଯୋଡ଼ି ଭଗବାନ ଙ୍କର ନାମ ନେଇ ଏହି ମନ୍ତ୍ର ଟୀକୁ ୧୧ ଥର ଜୋପ କରନ୍ତୁ ।ସେହି ମନ୍ତ୍ର ଟି ହେଉଛି :-
“ଓଁ ନମଃ ଭଗବତେ ବସୁଦେବାୟ ନମଃ”
ଏହି ମନ୍ତ୍ର ଟୀକୁ ୧୧ ଥର ଜୋପ କରନ୍ତୁ ।ଏହା ଭଗବାନ ବିଷ୍ଣୁ ଙ୍କର ପ୍ରିୟ ମନ୍ତ୍ର ହୋଇଥାଏ ଏହାକୁ ଜୋପ କରିବା ଦ୍ଵାରା ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।ଏବଂ ଆପଣଙ୍କ ର ସମସ୍ତ ପ୍ରକାରର ସମସ୍ୟା ର ସମାଧାନ ହୋଇଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।