Life Style – ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) – ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ଜାଣନ୍ତୁ ନିଜର ଜନ୍ମବାର ରୁ ନିଜର ସ୍ଵଭାଵ

0

ମଣିଷ ଜୀବନରେ ଏପରି ଅନେକ କିଛି ଯାହା କି ତାର ଭାଗ୍ୟ ନିର୍ଧାରଣ ରେ ଅନେକ ସହାୟକ ହୋଇଥାଏ। ରାଶି ଫଳ ପାଖରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସବୁ କିଛି ରେ ଭାଗ୍ୟ ବଦଳାଇବା ର ଶକ୍ତି ରହିଛି। ତେବେ ଆପଣ ନିହାତି ଜାଣିବା ଆବଶ୍ୟକ ଯେ ମଣିଷର ଜନ୍ମ ବାର ମଧ୍ୟ ତାର ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଏ। ଜନ୍ମ ବାର ରୁ ବ୍ୟକ୍ତି ବିଷୟରେ ଅନେକ କିଛି କଥା ଜଣା ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ବାର ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି କିପରି ସ୍ୱଭାବ ର ହୋଇ ଥାଏ।

ସୋମ ବାର:-

ସୋମ ବାର ର ଜନ୍ମ ଗ୍ରହଣ କରିଥିବା ଲୋକ ମାନେ ଆତ୍ମନିର୍ଭରଶୀଳ ହେବାକୁ ବହୁତ ପସନ୍ଦ କରିଥାନ୍ତି। ଏମାନେ ସର୍ବଦା ନିଜ କାର୍ଯ୍ୟ ନିଜେ କରିବାକୁ ଭଲ ପାଇଥାନ୍ତି। ଏମାନଙ୍କ ମନରେ କୌଣସି ପ୍ରକାର ର ଦ୍ଵନ୍ଦ ନଥାଏ।

ମଙ୍ଗଳବାର:-

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ହନୁମାନ ଜି ଙ୍କ ଆଶୀର୍ବାଦ ରୁ ଜନ୍ମ ଗ୍ରହଣ କରି ଥାନ୍ତି। ଯାହ ଦ୍ୱାରା ଏମାନେ କୌଣସି ବି କାର୍ଯ୍ୟ କରିବାକୁ ଭୟ କରି ନାଥାନ୍ତି। ଏମାନେ ନିକ ଜୀବନରେ କାହାକୁ ଡରି ନାଥାନ୍ତି।

ବୁଧ ବାର:-

ବୁଧବାର ଯେଉଁ ମାନେ ଜନ୍ମ ଗ୍ରହଣ କରି ଥାନ୍ତି ସେମାନେ ସର୍ବଦା ଖୋଲା ହୃଦୟ ର ହୋଇ ଥାନ୍ତି। ଏମାନେ କେବେବି କାହାରି ଅନିଷ୍ଟ କରିବା ପାଇଁ ଚାହି ନଥାନ୍ତି। ଏମାନେ ସର୍ବଦା ଅନ୍ୟର ମଙ୍ଗଳ ଚାହିଁଥାନ୍ତି।

ଗୁରୁ ବାର:-

ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ। ଏମାନଙ୍କ ର କେବେବି ଧନ ଜନିତ କୌଣସି ସମସ୍ୟା ଆସି ନଥାଏ। ଯାହା ଫଳରେ ଏମାନଙ୍କ ର ଜୀବନ ବହୁତ ଖୁସିରେ ବିତି ଥାଏ।

ଶୁକ୍ର ବାର:-

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସର୍ବଦା ଏକାକୀ ରହିବା ପାଇଁ ଭଲ ପାଇଥାନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇ ଥାନ୍ତି। ସର୍ବଦା ନିଜ କଣ ରେ କୌଣସି ନା କୌଣସି କଥା ର ବିଚାର କରିବାରେ ଲାଗି ଯାଇଥାନ୍ତି। ତେଣୁ ଆଣେ ବହୁତ ଜ୍ଞାନୀ ହୋଇ ଥାନ୍ତି।

ଶନି ବାର:-

ଶନିବାର ଦିନ ଜନ୍ମ।ହୋଇଥିବା ବ୍ୟକ୍ତି ମାନେ ବହୁତ ନ୍ୟାୟ ବାନ ହୋଇଥାନ୍ତି ଏମାନେ ସର୍ବଦା ସତ୍ୟର ସାଥ ଦେଇ ଥାନ୍ତି। ଏମାନଙ୍କ ମନରେ କୌଣସି ପ୍ରକାର ର ଖରାପ ଚିନ୍ତା ଧାରା କେବେ ଆସେ ନାହିଁ। ତେଣୁ ଏହି ଲୋକ ମାନେ ପ୍ରକୃତ ରେ ବହୁତ ଭଲ ହୋଇ ଥାନ୍ତି।

ରବି ବାର:-

ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଶକ୍ତି ଶାଳୀ ହୋଇଥାନ୍ତି। ଏମାନେ ନିଜ କଥା ବଳରେ ହିଁ ସମସ୍ତଙ୍କ ର ମନକୁ ଜିତି ନେଇଥାନ୍ତି। ଏମାନେ ସର୍ବଦା ଦଳ ରେ ରହିବା ପାଇଁ ପ୍ରୟାସ କରିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।