Interesting Gk Questions – ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଗୋଟିଏ ଝିଅ ଜନ୍ମ ହେଲା ୧୯୫୦ ରେ ଆଉ ମଲା ୧୯୫୦ ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା ୨୦ ବର୍ଷ, କୁହ କେମିତି ହେଲା ?

ଉତ୍ତର :- କାରଣ ଝିଅଟି ୧୯୫୦ ମସିହାରେ ଜନ୍ମ ହେଇଥିଲା ଓ ଯେଉଁ ଘରେ ମଲା ସେହି ଘର ନମ୍ବର ଥିଲା ୧୯୫୦ ।

2.କଳା ରଙ୍ଗର କେଉଁ ଫୁଲ କେବଳ ବର୍ଷା ଦିନରେ ଫୁଟିଥାଏ ?
ଉତ୍ତର :- ଛତା

3.କାହାର ଆଖି ଅଛି ସେ ଦେଖି ପାରେ ନାହି, କାନ ଅଛି କିନ୍ତୁ ଶୁଣି ପାରେ ନାହିଁ, ପାଟି ଅଛି କିନ୍ତୁ କହି ପାରେ ନାହିଁ ?
ଉତ୍ତର:-କଣ୍ଡେଇ

4.ଭାରତର ପାର୍ଲାମେଣ୍ଟରେ କେତେ ଟି ସଭା ରହିଛି ?
ଉତ୍ତର:-୨ ଟି ସଭା

5.ଭାରତର କେଉଁ ରାଜ୍ୟର ସାକ୍ଷରତା ହାର ସର୍ବାଧିକ?
ଉତ୍ତର:–କେରଳ

6.ଝିଅ ମାନଙ୍କର ଗୋଲ ଗୋଲ କେଉଁ ମାଉଁସିଆ ଅଂଶ ପୁଅ ମାନଙ୍କର ଭାରି ପସନ୍ଦ?
ଉତ୍ତର:-ଝିଅଙ୍କ ଗାଲ

7.ତାହା କଣ ଯାହା ବାହାରେ ମାଗଣାରେ ମିଳେ କିନ୍ତୁ ହସ୍ପିଟାଲରେ ପଇସା ଦେବାକୁ ପଡେ?
ଉତ୍ତର:- ଅକ୍ସିଜେନ

8.ଏମିତି କେଉଁ ଜିନିଷ ଯାହା ଗରିବ ଲୋକଙ୍କ ପାଖରେ ଅଛି କିନ୍ତୁ ଧନୀ ଲୋକଙ୍କ ପାଖରେ ନାହିଁ ?
ଉତ୍ତର:- ଗରିଵୀ

9.ଓଡ଼ିଶାର ବୃହତ୍ତମ ବନ୍ଦରର ନାମ କଣ ?
ଉତ୍ତର:- ପାରାଦୀପ

10.ଓଡ଼ିଶାର ବୃହତ୍ତମ ବିଶ୍ଵବିଦ୍ୟାଳୟର ନାମ କଣ ?
ଉତ୍ତର:- ରେଭେନ୍ସା ବିଶ୍ଵବିଦ୍ୟାଳୟ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।