ଓଡ଼ିଆ ସିରିଏଲ୍ ତାରା ତାରିଣୀ ହିରୋଇନ୍ ଲିପି ଙ୍କ ସରିଲା ହଳଦୀ ରସମ୍ ଜାଣନ୍ତୁ ସେ କେଉଁ Ollywood ହିରୋଙ୍କ ବିବାହ ବନ୍ଧନରେ ବାନ୍ଧିହେଲେ

0

ଆମେ ସମସ୍ତେ ଓଡ଼ିଆ ସିରିଆଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ପସନ୍ଦ କରୁ।ଆଉ ସବୁ ବେଳେ ଜାଣିବାକୁ ଚାହୁ କୁ ହିରୋ ବା ହିରୋଇନ୍ କଣ କରିବା ପାଇଁ ଭଲ ପାଆନ୍ତି ,କାହାକୁ କଣ ପସନ୍ଦ,ସେମାନଙ୍କର ଘର, ଦ୍ଵାରା, ପରିବାର , ସମ୍ପତି ଆଦି କଣ ସବୁ ରହିଛି ଜାଣିବା ପାଇଁ ବହୁତ୍ ଆଗ୍ରହୀ ହଇଥାଉ।ଆମେ ସମସ୍ତେ ସେଇ ହିରୋ ଆଉ ହିରୋଇନ୍ ଙ୍କ ର ସମସ୍ତ ପ୍ରାଇଭେଟ୍ ଆକାଉଣ୍ଟ କୁ ଫୋଲ୍ଲୋ କରିଥାଉ ଆଉ ସେମାନେ କଣ ସବୁ କରନ୍ତି ,

କଣ ସବୁ ଫଟୋ ଅପଲୋଡ଼ କରୁଛନ୍ତି ,କଣ ପିନ୍ଧୁଛନ୍ତି ଆମେ ସମସ୍ତେ ଜାଣିବାକୁ ବହୁତ୍ ଭଲ ପାଇଥାଉ ।ଆଉ ଆଜି କାଲି କା ଯୁଗ ରେ ସମସ୍ତେ ସୋସିଆଲ୍ ମିଡ଼ିଆ ସହ ଅଙ୍ଗାଙ୍ଗୀ ଭାବରେ ଜୋଡ଼ିତ ।

କାହାର କଣ ସବୁ ଘଟୁଛି ସେ ସବୁ ଭି ସମୟାନୁସାରେ ଜାଣିବାକୁ ପାଉଛୁ ।ଆଜି ଆମେ ଏତେ ସବୁ କଥା କହିବାର କାରଣ ହଉଚି କି ଆମେ ସମସ୍ତେ ଓଡ଼ିଆ ସିରିଆଲ୍ “ତାରା ତାରିଣୀ” ଦେଖିବା ପାଇଁ ବହୁତ ପସନ୍ଦ କରୁ ଏବଂ ଏହି ସିରିଆଲ୍ ଭି ସମସ୍ତଙ୍କ ମନ ରେ ରହି ଯାଇଥିବ।ସେହି ପରି ଭାବରେ ଆମ ସମସ୍ତଙ୍କ ମନ ରେ ସେଇ ସିରିଆଲ୍ ର ହିରୋଇନ୍ ତାରିଣୀ ବହୁତ୍ ଭଲ ଲାଗନ୍ତି ।ତେବେ ତାଙ୍କର ଭି ସେଥି ପାଇଁ ବହୁତ୍ ଫେନ ହେଇଗଲେଣି ।

ଆମର ପ୍ରସିଦ୍ଧ ତାରା ତାରିଣୀ ସିରିଏଲ୍ ର ହିରୋଇନ୍ ଲିପି ଙ୍କ ବିଷୟରେ କହିବୁ।ଲିପି ଙ୍କ ଭଲ ନାମ ହଉଚି ସୁଶ୍ରୀ ସଙ୍ଗୀତା ମହାପାତ୍ର ।ସେ ଜାନୁଆରୀ ୨୦ ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ଜନ୍ମ ସ୍ଥାନ ହଉଚି ବରମପୂର୍।ତାଙ୍କର ପ୍ରକୃତ ଘର ବା ବାପା ଙ୍କ ଘର ହଉଚି ସମ୍ବଲପୁର ଠାରେ ।ଲିପି ନିଜେ ବରହମପୂର୍ ଠାରେ ରହି ନିଜର ପାଠ ପଢା ଆରମ୍ଭ କରିଥିଲେ ।

ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି ।ଲିପି ମହାପାତ୍ର ଙ୍କ ର ପ୍ରଥମ କଥା ସେ ବିବାହ କରିସାରିଛନ୍ତି ।ସେ ହଉଛନ୍ତି ସେଇ ଓଡ଼ିଆ ସିରିଏଲ ଜଣେ ଅଭିନେତା ।ଏ କିଛି ଦିନ ହେଲା ତାଙ୍କର ବିବାହ ର ଆଲବମ ଫଟୋ ସବୁ ଆସିଥିଲା ।ଆଉ ସୋସିଆଲ ମିଡିଆ ରେ ଘୁରି ବୁଲୁଥିଲା।ତେବେ  ଲିପି ମହାପାତ୍ର ନିଜ ସାଙ୍ଗ ମାନଙ୍କ ସହ ବହୁତ ମଜା ମସ୍ତି କରିବା ପାଇଁ ଭଲ ପାଆନ୍ତି ।

ତେବେ ସେମାନେ ନିଜ ସାଙ୍ଗ ମାନଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଲିପି ମହାପାତ୍ର ବର୍ତ୍ତମାନ ସମୟରେ ତାରା ତାରିଣୀ ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି ।

ତେବେ ଆପଣ ମାନେ ତାରିଣୀ ଙ୍କର କିଛି ହଳଦୀ ଲଗା ଫଟୋ ଭାଇରାଲ ହବାର ଦେଖିଥିବେ ।ତେବେ କଣ ଏହା ସତ ତାରିଣୀ ଙ୍କ ର ବାହାଘର ହବା ପାଇଁ ଯାଉଚି କି । ନା ଆଜ୍ଞା ଆପଣ ମାନେ ସମସ୍ତେ ଯାହା ଭାବୁଛନ୍ତି ତାହା ସଂପୂର୍ଣ୍ଣ ଭୁଲ ।ସେ ଏହି ସବୁ ଫଟୋ ତାଙ୍କ ରିଆଲ୍ ଲାଇଫ ର ନୁହ ।ସେ ସୁଟିଂ ସେଟ୍ ରେ ଏମିତି ସଜ ବାଜ ହୋଇଥିଲେ। ତାଙ୍କର ଏମିତି କୋଷ୍ଟୁମ ରେ ସୁଟିଂ ଥିବାରୁ ସେ ଏମିତି ଡ୍ରେସ ପିନ୍ଧିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।