ଭିଡିଓ ଦେଖନ୍ତୁ – ଭାଲେଣ୍ଟାଇନ ଡେ ରେ ଅର୍ଚିତା ପ୍ରପୋଜ କରିଲେ ଆଉ ସବ୍ୟ ଏମିତି କରିଲେ ଭିଡିଓ ହେଲା ଭାଇରାଲ

0

ଗତ ୭ ତାରିଖ ରୁ ଚାଲି ଥିଲା ପ୍ରେମ ସପ୍ତାହ ।ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରତ୍ୟେକ ଟି ଜଣ ସାଧାରଣ ଠାରୁ ଆରମ୍ଭ କରି ସେଲିବ୍ରେଟି ମାନ ଙ୍କ ପର୍ଯ୍ୟନ୍ତ ପାଳନ କରନ୍ତି । ପ୍ରେମୀ ଯୁଗଳ ନିଜ ନିଜ ଅନ୍ଦାଜରେ ନିଜ ବନ୍ଧୁ ଓ ବାନ୍ଧବୀଙ୍କୁ ପ୍ରେମ ନିବେଦନ କରୁଛନ୍ତି ।ଡେ ରେ ଶବ୍ୟ ଏବଂ ଅର୍ଚ୍ଚିତା ମଧ୍ୟ ଏହା କୁ ପାଳନ କରିଥିଲେ । ତେବେ ଏହି ଭାଲେଣ୍ଟାଇନ୍ ଡେ ରେ ଏମିତି କଣ ହେଲା ଯେ ସବ୍ୟ ଚାପୁଡ଼ା ମାରିଲେ ଅର୍ଚ୍ଚିତା ଙ୍କୁ ଆସନ୍ତୁ ଜାଣିବା ।

ଆପଣ ମାନେ ସମସ୍ତେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଏବଂ ଲୋକ ପ୍ରିୟ ହାସଲ କରିଥିବା ଅଭିନେତା ସବ୍ୟସାଚ୍ଚି ମିଶ୍ର।ଜଣେ ରିଅଲ୍ ହିରୋ ଯେ କି କରୋନା ଟାଇମ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ଅଣ ଓଡ଼ିଆ ମାନ ଙ୍କୁ ମଧ୍ୟ ସବ୍ୟ ସାହାର୍ଯ୍ୟ ର ହାତ ବଢାଇଛନି ସେଥିପାଇଁ ସବ୍ୟ ସାରା ଦେଶ ରେ ଲୋକ ପ୍ରିୟ ହୋଇପାରିଛନ୍ତି ।

ଅନେକ ସିନେମା ବି ଅଭିନୟ କରି ସବ୍ୟ ଦର୍ଶକ ଙ୍କ ମନ କୁ କିଣି ପାରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଅର୍ଚ୍ଚିତା । ଆପଣ ମାନେ ଦେଖିଥିବେ ବହୁ ଚଳଚ୍ଚିତ୍ରରେ ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ଯାହା ଫଳରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଥିଲେ ଯାହା ଫଳରେ ସେ ଆଜି ଓଡିଶା ର ନମ୍ବର ୱାନ୍ ଅଭିନେତ୍ରୀ ହୋଇପାରିଛନ୍ତି ।ସେ ମିସ୍ ୱର୍ଲ୍ଡ ରେ ମଧ୍ୟ ଦେଖିବାକୁ ମିଳି ଥିଲେ।୧୩ ନଂ ରେଙ୍କ ରେ ନଜର ଆସିଥିଲେ। ବହୁ କମ ବୟସ ରୁ ଇଣ୍ଡଷ୍ଟ୍ରି ରେ ପାଦ ରଖି ଥିଲେ ଅର୍ଚ୍ଚିତା।ତେବେ ଇଣ୍ଡଷ୍ଟ୍ରି କୁ ଲଗାତାର ଭାବେ ସୁପର୍ ହିଟ୍ ଫିଲ୍ମ୍ ଦେଇଛନ୍ତି ସେ ।

ଏହି ଭାଲେଣ୍ଟାଇନ୍ ରେ ଏମିତି କଣ ହେଲା ଯେ ସବ୍ୟ ଅର୍ଚ୍ଚିତା ଙ୍କୁ ମାରିଲେ ଥାପଡ ଏହାର ବଡ଼ କାରଣ କଣ ଏହା କେଉଁଠି ଘଟିଲା କେବେ ଘଟିଲା । ହଁ ଆପଣ ମାନେ ଜାଣିଥିବେ ଅତୀତ ରେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ଭଲ ପାଇବା କୁ ନେଇ ଅନେକ କାହାଣୀ ଶୁଣିଛନ୍ତି । ଏକ ଶୋ ରେ କହିଥିଲେ ଯେ ଅର୍ଚ୍ଚିତା ଙ୍କୁ ବିବାହ କରିବା ପାଇଁ ନିଶ୍ଚୟ ପରମିସନ୍ ନେବେ । ତେବେ ଏହି ଭାଲେଣ୍ଟାଇନ୍ ସବ୍ୟ ପ୍ରପୋସ୍ କରିବା ବଦଳରେ ସେ କାହିଁକି ଥାପଡ ମାରିଲେ ଏହା ଅନେକ ଭାଇରାଲ ହେଉଛି ।

ତେବେ ବନ୍ଧୁ ପ୍ରକୁତ ରେ ଏହା ହେଉଛି ସୁଟିଂ ସେଟ୍ ର ଭିଡିଓ ଏହି ଫିଲ୍ମ ରେ ସବ୍ୟ ଅର୍ଚ୍ଚିତା ଙ୍କୁ ମାରିଥିଲେ ଥାପଡ ଯାହା ଫଳରେ ଅର୍ଚ୍ଚିତା ଦୁଇ ଘଣ୍ଟା କାନ୍ଦି ଥିଲେ ଏବଂ କିଛି ସିନ ମନ୍ଧ ସୁଟ ହୋଇପାରିନଥିଲା । ଅର୍ଚ୍ଚିତା ମଧ୍ୟ ନିଜେ କହିଲେ ଯେ ସବ୍ୟ ଙ୍କ ର ହି ଥପୁଡ଼ ପାଇଁ ବହୁତ୍ କାନ୍ଦି ଥିଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।