ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଇମୋଜି ଓ ଜାଣନ୍ତୁ କେତେ ରହୁଛି ଆପଣଙ୍କର ଲଭ ପରସେଣ୍ଟେଜ – Love Quiz Game

0

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଥିବେ ଯେ ଆଜି କାଲି ର ଦୁନିଆ ରେ ପ୍ରେମ ମାନେ ଭଲ ପାଇବା ଏକ କମନ୍ ଟ୍ରେଣ୍ଡ ହୋଇ ଗଲାଣି। ଆଜି ର ସମାଜ ର ଯୁବକ ଓ ଯୁବତୀ ମାନେ ପ୍ରେମ ବିଷୟ ରେ ବହୁତ କଥା ଜାଣିଲେଣି। ନିଜ ଜୀବନରେ ବହୁତ ବ୍ୟକ୍ତି ପ୍ରେମ କରିଥାନ୍ତି,କିନ୍ତୁ ସବୁ ବ୍ୟକ୍ତି ମାନଙ୍କୁ ସେମାନଙ୍କର ପ୍ରେମ ସହଜ ରେ ମିଳେ ନାହିଁ । ସେମାନେ ଯେତେ ଚେ଼ଷ୍ଟା କଲେ ମଧ୍ଯ ସେମାନେ ସେମାନଙ୍କ ର ପ୍ରେମ କୁ ପାଇ ପାରନ୍ତି ନାହିଁ।

ଯାହା ଫଳ ରେ ସେମାନେ କିଛି ଓଲଟା ସିଧା କାମ କରି ପକାନ୍ତି। କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତାଙ୍କର ପ୍ରେମ ଅତି ସହଜରେ ମିଳିଯାଇଥାଏ ଓ ସେମାନେ ପରସ୍ପର ସୁଖ ରେ ସଂସାର କରିବା ପାଇଁ ଚେ଼ଷ୍ଟା କରିଥାନ୍ତି। ତେବେ ପ୍ରେମ ଏମିତି ଜିନିଷ ଯାହାକୁ ପାଇବା ପାଇଁ ଜଣେ ବ୍ଯକ୍ତି କିଛି ବି କରିପାରେ।

ଏହି ପ୍ରେମ ଟିକକ ପାଇଁ ବ୍ୟକ୍ତି ଜଣକ ନିଜର ଜୀବନ ଦେଇ ପାରେ ତ କାହାର ଜୀବନ ନେବାକୁ ବି ମଧ୍ଯ ପଛାଏ ନାହିଁ । ତେବେ ଆପଣ ମାନେ ଜୀବନ ରେ କାହାକୁ ତ ନିଶ୍ଚୟ ଭଲ ପାଇଥିବେ।ତେବେ କଣ ଆପଣ ଜାଣନ୍ତି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କ ପ୍ରତି ଆପଣ ଙ୍କ ଭଲ ପାଇବା କେତେ ପ୍ରତିଶତ ଅଟେ। ତେବେ ଆଜି ଆସନ୍ତୁ ଜାଣିବା ଆପଣଙ୍କ ପ୍ରେମର ପ୍ରତିଶତ କେତେ। ଆଜି ଆମେ ଆପଣ ମାନଙ୍କୁ କିଛି ଚିତ୍ର ଦେବୁ

,ଯେଉଁଥିରୁ ଆପଣ ଗୋଟିଏ ଚିତ୍ର କୁ ବାଛିବେ ଏବଂ ଜାଣି ପାରିବେ ଆପଣ ଙ୍କ ସାଥୀ ଙ୍କ ପ୍ରତି ଆପଣ ଙ୍କ ଭଲ ପାଇବା ର ହାର କେତେ ପ୍ରତିଶତ। ତେବେ ଡେରି ନ କରି ବାଛନ୍ତୁ ଏହି ଚିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କର ପ୍ରେମର ମାତ୍ରା ବା ପର୍ସେଣ୍ଟେଜ ।

୧ – ଯଦି ଆପଣ ପ୍ରଥମ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୫୦ ରୁ ୬୦ ପ୍ରତିଶତ ଅଟେ ।ଆପଣ ସମସ୍ତଙ୍କର ମନମୋହିଲା ଭଳି ବ୍ୟକ୍ତି ଅଟନ୍ତି ।ଆପଣ ଦେଖିବାକୁ ବହୁତ ସୁନ୍ଦର, ଆକର୍ଷକ। ଯିଏ ଆପଣଙ୍କ ସହିତ ଥରୁଟିଏ ମିସିଥାନ୍ତି ସେ ଜୀବନରେ ଆପଣଙ୍କୁ କେବେ ବି ଭୁଲି ପାରନ୍ତି ନାହିଁ ।

୨ – ଆପଣ ଯଦି ଦ୍ଵିତୀୟ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୯୦ ରୁ ୧୦୦ ପ୍ରତିଶତ ଅଟେ ।ସର୍ବଦା କାହା ସହିତ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ପ୍ରାୟତଃ ଅଧିକ ଗପିବାକୁ ଭଲ ପାଆନ୍ତି ।

୩ – ଯଦି ଆପଣ ତୃତୀୟ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୫୦ ପ୍ରତିଶତରୁ କମ୍ ଅଟେ । ଆପଣଙ୍କ କ୍ରୋଧ ସ୍ଵଭାବ ଅଧିକ ରହିଥାଏ ।ପବିତ୍ର ସ୍ଵଭାବ ସମ୍ପର୍ଣ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

୪ – ଆପଣ ଯଦି ଚତୁର୍ଥ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମର ମାତ୍ରା ୬୦ ରୁ ୭୦ ପ୍ରତିଶତ ଅଟେ । ଜୀବନରେ ଚାଲୁଥିବା ଉଚ୍ଚ ନୀଚ ଅବସ୍ଥା କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ନ ଦେବାର ଆପଣ ଅନୁଭବ କରିବେ ।

୫ – ଆପଣ ଯଦି ପଞ୍ଚମ ଚିତ୍ରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପ୍ରେମ ର ମାତ୍ରା ୭୦ ରୁ ୮୦ ପ୍ରତିଶତ ଅଟେ । ଆପଣଙ୍କ ହୃଦୟ ସମ୍ପୂର୍ଣ ଭାବେ ସଫା ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।