ମାତ୍ର ୨ ଟଙ୍କାରେ ଦାନ୍ତ ର ସବୁ ପୋକ ଯିବେ ବାହାରି, ଦୂତୀୟ ଥର କେବେ ବି ଆସିବନି ବାସ ଥରୋଟିଏ ବେବହାର କରନ୍ତୁ ଏହି ଘୋରଇ ଉପଚାର

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ତେବେ ଆମର ଶରୀର ପାଞ୍ଚ ଇନ୍ଦ୍ରୀୟ ଦ୍ବାରା ଗଠିତ ହୋଇଥାଏ ।ତେବେ ଏହି ପାଞ୍ଚ ଇନ୍ଦ୍ରୀୟ ମାନେ ଆମର ସ୍ୱାସ୍ଥ୍ୟ ଓ ସୁନ୍ଦର ତା କୁ ବିକ୍ଷେପ କରିଥାନ୍ତି ।
ତେବେ ଆମ ଶରୀରରେ ସମସ୍ତ ଅଙ୍ଗ ଙ୍କ ଠାରୁ ଦାନ୍ତ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଯାହାକି ଉଭୟ ଆମର ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା କୁ ବିବେଚନା କରିଥାଏ

କିନ୍ତୁ କେବେ କେବେ ଆମର ହଳଦିଆ ଦାନ୍ତ ତଥା କଳା ଓ ପୋକ ଥିବା ଦାନ୍ତ କୁ ନେଇ ବହୁ ସମସ୍ୟା ର ସମୁଖୀନ ହୋଇଥାଉ।ପୋକ ଥିବା ଦାନ୍ତ କାରଣ ରୁ ଆମ ବହୁତ ଯନ୍ତ୍ରଣା ଅନୁଭବ କରିଥାଉ ଏବଂ ଏହା ଫଳରେ ଆମର ମୁଣ୍ଡ ମଧ୍ୟ ଯନ୍ତ୍ରଣା କରିଥାଏ ।ଏପରି କି ଦାନ୍ତ ପୋକ ଲାଗିବା ର ଯନ୍ତ୍ରଣା ରୁ ଆମର ନିତିଦିନ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।ଆଉ ଯଦି ଏହି ସମସ୍ୟା କୁ ନେଇ ଆପଣ ଡାକ୍ତର ଙ୍କ ପାଖକୁ ଯାଆନ୍ତି ତ ସେମାନେ କହନ୍ତି ଦାନ୍ତ ଟୀକୁ ବାହାର କରିବାକୁ ମାତ୍ର ଏହା ସମସ୍ତ ଙ୍କ ପକ୍ଷରେ ସମ୍ଭବ ହୋଇନଥାଏ ।ଏହାର ଅନେକ ସମସ୍ୟା ମଧ୍ୟ ରହିଥାଏ।

ତେବେ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକୁ ମାତ୍ର ୨ ଟଙ୍କା ଖର୍ଚ୍ଚ କରି ଆପଣ ଏହି ଦାନ୍ତ ସମସ୍ୟା ଟୀକୁ ଦୁରେଇ ପାରିବେ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

ଏହି ସହଜ ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ଦୁଇ ଟି ଜିନିଷ ର ଆବଶ୍ୟକତା ରହିଛି ଯଥା:-
୧.ପାନ ରେ ବ୍ୟବହୃତ ଚୂନ
୨.ଫିଟିକିରି

ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର:-

ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଅଟେ ।ତେବେ ପ୍ରଥମେ ପାତ୍ରରେ ଅଳ୍ପ ଚୂନ ନିଅନ୍ତୁ ( ପାନ ବନେଇବା ପାଇଁ ବ୍ୟବହୃତ ହେଉଥିବା ଚୂନ) ଏବଂ ସେଥିରେ ଫିଟିକିରି କୁ ପକେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ବର୍ତ୍ତମାନ ଆମର ପେଷ୍ଟ ପ୍ରସ୍ତୁତ ହୋଇଗଲା।

ବ୍ୟବହାର:-

ବର୍ତ୍ତମାନ ଆପଣ ଦାନ୍ତ କି ଗରମ ପାଣିରେ ଭଲ ଭାବରେ ଧୋଇନିଅନ୍ତୁ ଏବଂ ପୋକ ଲାଗୁଥିବା ଦାନ୍ତ ରେ ଯେଉଁଥିରେ ଖାଲ ପରି ହୋଇଯାଇଥାଏ ।ବର୍ତ୍ତମାନ ସେହି ସ୍ଥାନରେ ଏହି ପେଷ୍ଟ କୁ ଲଗାଇ ଦିଅନ୍ତୁ।ଏହାକୁ କିଛି ସମୟ ଏମିତି ରଖିନିଅନ୍ତୁ ।ପରେ ଦେଖିବେ ଆପଣଙ୍କ ର ଦାନ୍ତ ଯନ୍ତ୍ରଣା ଭଲ ହୋଇଯିବ ଏବଂ ଆପଣ କଷ୍ଟ ଅନୁଭବ କରିବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।