ପ୍ରଥମ ଥର ପାଇଁ ପ୍ରଦିପ ମହାରଥୀଙ୍କ ଝିଅ ପଲ୍ଲବୀ ଓ ଅଭିନେତା ଅଦ୍ଧେନ୍ଦୁ ଙ୍କର ଜବରଦସ୍ତ ଡ୍ୟାନ୍ସ ଭାଇରାଲ ହେଉଛି

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।


ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ଚେହରା ଦେଖିବାକୁ ମିଳିଛି । ଅର୍ଧେନ୍ଦୁ ହେଉଛନ୍ତି ସେମାନଙ୍କ ମଧ୍ୟ ରୁ ଜଣେ। ଆସନ୍ତୁ ତାଙ୍କ ବିଷୟ ରେ ଜାଣିବା ।

ଆପଣ ମାନେ ଅନେକ କଳାକାର ଙ୍କୁ ଦେଖିଛନ୍ତି। ତେବେ ଅନନ୍ୟ ପ୍ରତିଭା ରେ ନଜର ଆସନ୍ତି ଅର୍ଧେନ୍ଦୁ।ନିଜ ଅଭିନୟ ଜରିଆରେ ଖୁବ୍ କମ୍ ଦିନ ରେ ସେ ଲୋକ ଙ୍କ ଚର୍ଚ୍ଚା ରେ। ସିନେମା ଠାରୁ ଆଲବମ୍ ରେ ଅଧିକ ନଜର ଆସନ୍ତି ଅର୍ଧେନ୍ଦୁ। ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ରେ ଆଲବମ୍ କରି ଦର୍ଶକ ଙ୍କ ପ୍ରିୟ ହୋଇ ପାରିଛନ୍ତି। ନିକଟ ରେ ତାଙ୍କ ବାହା ଘର ହୋଇ ଥିଲା।

ତେବେ ସେ ପ୍ରଦୀପ ମହାରଥୀ ଙ୍କ ଝିଅ ପଲ୍ଲବୀ ଙ୍କୁ ବିବାହ କରି ଥିଲେ। ବିବାହ ପରେ ପାଲୋଷରା ରେ ରହୁଛନ୍ତି। ବିବାହ ପରେ ବେଶ୍ ଖୁସି ଥିବା ର ନଜର ଆସିଛନ୍ତି। ବହୁତ୍ ଧୁମ୍ ଧାମ ରେ ଓ ଆଡମ୍ବର ରେ ବିବାହ ହୋଇ ଥିଲା ଦୁହି ଙ୍କ। ବହୁ ନାମୀ ଦାମୀ କଳାକାର ମାନେ ତାଙ୍କ ବିବାହ କୁ ଆସିଥିଲେ। ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଆସିଥିଲେ।

ତେବେ ସେଲିବ୍ରୀଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତେ ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ ଥାନ୍ତି। ନିଜର ଖୁସି ମୁହୂର୍ତ୍ତ କୁ ଫୋନ୍ ରେ କେପଚର୍ କରି ସୋସିଆଲ ମିଡ଼ିଆରେ ଛାଡ଼ି ଲାଇକ ପାଉଛନ୍ତି। ତେବେ ନିକଟ ରେ ଅର୍ଧେନ୍ଦୁ ଓ ପଲ୍ଲବୀ ଙ୍କ ଏକ ଭିଡ଼ିଓ ଭାଇରାଳ ହୋଇଛି। ତେବେ ଏଥିରେ ଦୁହେଁ ଡେ଼ନସ୍ କରୁଥିବାର ନଜର ଆସିଛନ୍ତି।ତେବେ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରଲ୍ ହେବାରେ ଲାଗିଛି। ଦର୍ଶକ ମାନେ ଭିଡ଼ିଓ ଟି କୁ ବହୁତ୍ ପସନ୍ଦ ମଧ୍ୟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।