Health Tips -ଗରମ ପାଣି ରେ ମିଶାଇ ପିଦିଅନ୍ତୁ ଏହିଜିନିଷ ମାତ୍ର ୮ ଦିନ ମଧ୍ୟରେ ଆପଣଙ୍କ ଚର୍ବି ତରଳି ଯିବ ପାଣି ଭଳିଆ |

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି ।

କିନ୍ତୁ ଏହା ପାଇଁ ରାସାୟନିକ ପ୍ରଡକ୍ଟ ବ୍ୟବହାର କରିବା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଏକ ସରଳ ଉପାୟ ଯାହା ଦ୍ଵାରା ଆପଣଙ୍କର ଶାରୀରିକ ମୋଟା ପଣ କୁ ନିୟନ୍ତ୍ରଣ କରି ଆପଣ ଙ୍କୁ ଏକ ସୁନ୍ଦର ତଥା ସିଲ୍ମ ଫିଗର କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

ସାଧାରଣ ଭାବରେ କହିବାକୁ ଗଲେ ,ଆମ ଶାରୀରିକ ଗଠନ ଉପରେ ଆମର ପ୍ରତିଦିନର ସକାଳ ର ସମସ୍ତ କାର୍ଯ୍ୟ ନିର୍ଦ୍ଧାରଣ କରିଥାଏ । ତ ଯଦି ଆପଣ ନିଜ ଶରୀରର ମୋଟାପଣ କୁ କମେଇବାକୁ ଚାହଁନ୍ତି ତା ପ୍ରତିଦିନ ସକଳେ ଶିଘ୍ର ଅର୍ଥାତ ୫-୫.୩୦ ମଧ୍ୟରେ ଉଠିବାକୁ ଚେଷ୍ଟା କରନ୍ତୁ କାରଣ ସକାଳ ର କିରଣ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ପ୍ରତିଦିନ ସକାଳେ ଉଠିବା ପରେ ନିଜର ଏକ ଅଭ୍ୟାସ ରଖନ୍ତୁ ଯାହାକି ଆପଣ ନିୟମିତ ଖାଇବା ପୂର୍ବରୁ କରିବେ। ତେବେ ଏହି ଅଭ୍ୟାସ ହେଉଛି କୌଣସି ପ୍ରକାରର ପନ୍ୟା ବ୍ୟବହାର କରିବା । ତେବେ ଆପଣ ପ୍ରତିଦିନ ସକାଳେ ଖାଇବା ପୂର୍ବରୁ ସାଧାରଣ ଗରମ ପାଣି ପିଅନ୍ତୁ ଏହା ଆପଣଙ୍କ ଶରୀରର ଓଜନ କୁ ନିୟନ୍ତ୍ରଣ କରେ ।

ଏବଂ ସେବନ କରୁଥିବା ପାଣିରେ ଦୁଇ ଚାମଚ ଚିରା ମଞ୍ଜି ଏବଂ ଦୁଇ ଚାମଚ ଧନିଆ ପାଉଡର ମିଶାଇ ରାତିରେ ରଖିନିଅନ୍ତୁ। ଏବଂ ତା ପର ଦିନ ସକାଳେ ଏହି ପାଣି କୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।ପରେ ଏହାକୁ ଥଣ୍ଡା କରିବାକୁ ଛାଡି ଦିଅନ୍ତୁ ।ସକାଳେ ଖାଲି ପେଟରେ ଏହି ଉଷୁମ ପାଣି ରେ ଦୁଇଟି ଜିନିଷ ମିଶାଇ ପ୍ରତିଦିନ ସେବନ କରନ୍ତୁ ।ଏହିପରି ମାତ୍ର ୧୫ ଦିନ କରି ଦେଖନ୍ତୁ ।ତା ପରେ ଜାଣିପାରିବେ କି ଆପଣଂକ ର ଶରୀରର ମୋଟାପଣ କେତେ କମିଯିବ ବୋଲି ।

ତେବେ ଆମ ଆପଣ ମାନଙ୍କୁ କହିରଖୁଚୁ ଯେ , ଯଦି ଆପଣ ନିଜର ମୋଟାପଣ କୁ କମ କରିବାକୁ ଚାହାନ୍ତି ତ ସବୁବେଳେ ନିଜର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ କି ଆପଣ କଣ ଖାଉଛନ୍ତି ।ଏବଂ ପ୍ରାକୃତିକ ଉପାୟରେ ଅର୍ଥାତ ଯୁଗ କରିବା ତଥା ଶାରୀରିକ ପରିଶ୍ରମ କରି ନିଜର ଓଜନ କମ କରନ୍ତୁ କିନ୍ତୁ କେବେହେଲେ ଖାଦ୍ୟ ନଖାଇ ରୁହନ୍ତୁ ନାହିଁ କାରଣ ଏହା ଆପଣଙ୍କ ଶରୀର ପ୍ରତି ହାନିକାରକ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।