ଏକୁଟିଆ ହିଁ ନିଜ ବେଡ ରୁମ ରେ ମସ୍ତି କରୁଥିଲେ Katrina Kaif, ସେତିକିବେଳେ କିଛି ଏମିତି ହେଲା କି ଭିଡିଓ ହେଇଗଲା ଭାଇରାଲ

0

ବର୍ତ୍ତମାନ ସମୟ ରେ ବଲିଉଡ ର ନାମ କେବଳ ଭାରତ ରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ବହୁତ ଶୁଣିବାକୁ ମିଳୁଛି । ସମଗ୍ର ବିଶ୍ୱ ରେ ବର୍ତ୍ତମାନ ବଲିଉଡ ନିଜ ର ଏକ ସ୍ୱତନ୍ତ୍ର ନାମ କରିପାରିଛି । ଏହା ସମ୍ଭବ ହୋଇ ପାରିଛି କେବଳ ବଲିଉଡ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ନିଜର ଚମତ୍କାର ଅଭିନୟ ଦ୍ୱାରା ସେମାନେ ଆଜି ବଲିଉଡ କୁ ସମଗ୍ର ବିଶ୍ୱ ରେ ପରିଚିତ କରାଇ ପାରିଛନ୍ତି ।

ଅନେକ କଳାକାର ନିଜ ର ଚମତ୍କା ର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ୍ । ନିଜର ଷ୍ଟାଇଲ ଓ ଲୁକ ପାଇଁ ସେ ବେଶ ପରିଚିତ । ତାଙ୍କର ବହୁତ ପ୍ରସଂଶକ ଅଛନ୍ତି ।

ସେ ଅନେକ ସମୟ ରେ ଚର୍ଚ୍ଚା ର ଘେର କୁ ଆସିଥାନ୍ତି । ଏବେ ମଧ୍ୟ ସେହିପରି ହିଁ କିଛି ଘଟିଛି । ଏହା ବାହାରେ କେଉଁଠି ନୁହେଁ ବରଂ ତାଙ୍କର ନିଜ ଘରେ ହିଁ ହୋଇଛି ଯାହା ଦ୍ୱାରା ସେ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ର ଘେର କୁ ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ଏଜି ଵିଷୟ ରେ ଅନେକ କିଛି କଥା ।

କ୍ୟାଟ୍ରିନା କେଫ୍ ସବୁବେଳେ ନିଜର ଷ୍ଟାଇଲିଶ ଲୁକ ଓ ହଟନେସ ପାଇଁ ବହୁତ ପ୍ରଶଂସା ପାଇଥାନ୍ତି । ସେ ନିଜ ର ଅନେକ ସମୟ ର ଭିଡ଼ିଓ କିମ୍ବା ଫୋଟୋ କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ନିଜ ବେଡ଼ରୁମ ରେ ଥିବା ସମୟ ରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ।ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବହୁତ ଭାଇରଲ ହେବାକୁ ଲାଗିଛି ।

 

View this post on Instagram

 

A post shared by Katrina Kaif (@katrinakaif)


ରହି ଭିଡିଓ ଟି କୁ ଦେଖି ଆପଣ ନିଜର ହସ ରୋକି ପାରିବେ ନାହିଁ । ସେ ଏକ କମେଡି ଭିଡିଓ କୁ ନିଜର ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ସେହି ଭିଡିଓ ରେ ସେ ପ୍ରଥମେ ନିଜର ସମସ୍ତ କେଶ କୁ ଖୋଲି ଦେଉଛନ୍ତି ଓ ଏହା ପରେ ସେ ତଳକୁ ମୁହଁ କରୁଛନ୍ତି । କିନ୍ତୁ ହଟାତ ସେ ମୁଣ୍ଡ ଉପରକୁ କରିବା ବେଳେ ତାଙ୍କର ଚୁଟି ବନ୍ଧା ହୋଇଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ସେ ମଧ୍ୟ ବହୁତ ଖୁସି ଥିବାର ତାଙ୍କ ଚେହେରା ରୁ ଜଣା ପଡୁଛି ।

ଏହି ଭିଡିଓ ରେ ଏହି ସୁନ୍ଦରୀ ନାୟିକା ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ସେ ଏକ ସର୍ଟ ଡ୍ରେସ ପିନ୍ଧିଛନ୍ତି । ସବୁଠାରୁ ଖାସ କଥା ହେଉଛି କି ସେ ଏହି ଭିଡିଓ ରେ ବିନା ମେକପ ରେ ନଜର ଆସୁଛନ୍ତି । ବିନା ମେକଅପ ରେ ମଧ୍ୟ ସେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଦର୍ଶକ ମାନେ ତାଙ୍କ ର ଏହି ନୂତନ ଶୈଳୀ କୁ ବହୁତ ପସନ୍ଦ କରୁଛନ୍ତି ।

ତାଙ୍କର ଆଗାମୀ ଫିଲ୍ମ ରହିଛି ରୋହିତ ସେଠି ଙ୍କ ନିର୍ଦେଶୀତ “ସୂର୍ଯ୍ୟବଂଶୀ” ।ଏହି ଫିଲ୍ମ ରେ ସେ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଙ୍କ ସହିତ ନଜର ଆସିବେ । ଏହି ଫିଲ୍ମ ରେ ସେ ଅକ୍ଷୟ ଙ୍କ ପତ୍ନୀ ଙ୍କ ଭୂମିକା ରେ ଦେଖିବାକୁ ମିଳିବେ । ଦର୍ଶକ ମାନେ ତାଙ୍କର ଏହି ଫିଲ୍ମ କୁ ଅପେକ୍ଷା କରି ରହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।