ଦେଖନ୍ତୁ ଭିଡିଓ- ଓଡ଼ିଆ ଇଣ୍ଡଷ୍ଟ୍ରି ଏହି ଲୋକପ୍ରିୟ କଳାକାର ଯୋଡି ଅଶ୍ଵିନୀ ( Aswini ) ଓ ପ୍ରେରଣା (Prerana) ବାହା ହେବା କୁ ଯାଉଛନ୍ତି !

0

ଦୁନିଆ ରେ ସବୁଠୁ ପବିତ୍ର ବନ୍ଧନ ହେଉଛି ପ୍ରେମ ବନ୍ଧନ। ଲୋକ ପ୍ରେମ ରେ ପଢିଲେ ଦୁନିଆ ର ସବୁ ଭୁଲି ଯାନ୍ତି। ସେହି ପରି ପ୍ରେମରେ ପଢ଼ିଛନ୍ତି ଆମୋ ଓଡ଼ିଆ ସିନେଜଗତ ର ଜଣେ ବହୁ ଚର୍ଚ୍ଚିତ ଅଭିନେତା ଆଉ ଯିଏ ତାଙ୍କ ଜୀବନ ସାଥି ହେଉଚ୍ଚତି ସେ ବି ଜଣେ ଫେମସ୍ ଅଭିନେତ୍ରୀ ଭାବରେ ପରିଚିତ। ଆସନ୍ତୁ ଜାଣିବା ସେମାନେ କିଏ?ସେମାନେ ଆଉ କେହି ନୁହନ୍ତି ସେମାନେ ହେଉଛନ୍ତୀ ଓଢିଆ ସିନେ ଜଗତର ଅତି ପରିଚିତ ଅଭିନେତା ଅଶ୍ଵିନି ,

ଆଉ ତାଙ୍କ ସାଥୀ ହେଇ ଜୀବନ ସାରା ରହିବାକୁ ଆସୁଛନ୍ତି ପ୍ରେରଣା। ଦୁହେ ଦୁହିଙ୍କୁ ବହୁତ୍ ଭଲ ପାଆନ୍ତି ଆଉ ଏହି ପ୍ରେମ ସମ୍ପର୍କ କୁ ସେମାନେ ନୂଆ ନାମ ଦେବା କୁ ଯାଉଛନ୍ତି। ଦୁହେ ଏହି ସମ୍ପର୍କ କୁ ନେଇ ବହୁତ ଖୁସି ମଧ୍ୟ ଅଛନ୍ତି।

ଅଶ୍ୱନି ତାଙ୍କର ସୁନ୍ଦର ଆଙ୍କରିଂ ଓ ସୁନ୍ଦର ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଥିବ ବେଳେ ପ୍ରେରଣା ବି ଜଣେ ଭଲ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ଭଲ ଆଙ୍କର ରୂପରେ ଘରେ ଘରେ ପରିଚିତ।ଦୁହେଁ ଓଡ଼ିଆ ଶିନେ ଜଗତରେ ବହୁତ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି,ଦୁହେଁ ଦୁହିଙ୍କର ବହୁତ ଭଲ ବେଷ୍ଟ ଫେଣ୍ଡ ମଧ୍ୟ ଅଟନ୍ତି। ଦୁହିଁଙ୍କର ଦେଖା ଏହି ସିନେ ଜଗତ ରୁ ହିଁ ଆରମ୍ଭ ହୋଇଥିଲା, ଆଉ ସେହି ସମ୍ପର୍କକୁ ଦୁହେଁ ନୂଆ ନାମ ଦେବା କୁ ଯାଉଛନ୍ତି।

ଦୁଇ ଜଣ କିଛି ଦିନ ପୂର୍ବରୁ ଏକ ସୁନ୍ଦର ଗୀତ ଯାହାର ନାମ ହେଉଛି “ତୋ ବିନା ଭଲ ଲାଗେନା” ରେ କାମ କରିଛନ୍ତି। ପ୍ରେମ କରିବାର କିଛି ଦିନ ପରେ ସେ ତାଙ୍କ ରିଲେସନ୍ କଥା ଘରେ ଜଣାଇଥିଲେ। ଆଉ ଏବେ ଉଭୟ ଙ୍କ ଘର ଲୋକ ଙ୍କ ର ସହମତି ରେ ବହୁ ଧୁମ୍ ଧମ୍ ରେ ଏହି ବିବାହ ସମ୍ପୂର୍ଣ୍ଣ ହେବାକୁ ଯାଉଛି।

ଏହି ଖବର ଟି ଆଜି କାଲି ସୋସିଆଲ ମିଡ଼ିଆରେ ବହୁ ଜୋର ସୋର ରେ ଚର୍ଚ୍ଚା ହେବ ରେ ଲାଗିଛି। ଦର୍ଶକ ମାନେ ଏହି ଖବର ଶୁଣି ବହୁତ୍ ଖୁସି ମଧ୍ୟ ହେଉଛନ୍ତି। ଦୀର୍ଘ ଦିନ ରୁ ତାଙ୍କ ଭିତରେ ଥିବା ଏହି ରିଲେଶନ୍ କୁ ନେଇ ସେମାନେ ବହୁତ ଖୁସି ଅଛନ୍ତି, ଏହି କିଛି ଦିନ ହେବ ସେମାନେ ଏକ ଗୀତ ରେ ଏକ ସାଥୀ ରେ ଅଭିନୟ କରିଛନ୍ତି ଯାହା ତାଙ୍କର ବିବାହ ର ଫୋଟୋ ଥିଲା,ହେଲେ ତାହା ସେମାନେ ଅଭିନୟ କରିଥିବା ଗୀତ ର ଫୋଟୋ ଅଟେ,

କିନ୍ତୁ ଏହା ରେଏଲ୍ ବିବାହ ନୁହେଁ ଏହା ହେଉଛି ମ୍ୟୁଜିକ ଆଲବମ୍ ର ଭିଡିଓ ଯେଉଁଥିରେ କି ସେମାନେ ସେଥିରେ ବିବାହ କରିଥିବା ର ଦୃଶ୍ୟ ଦେଖି ବାକୁ ମିଳିଛି । ସୋସିଆଲ ମିଡଆରେ ରେ ଏହି ଖବର ପ୍ରଚାର ହେବା ପରେ ବହୁ ଦର୍ଶକ ସେମାନଙ୍କୁ ଅଭିନନ୍ଦନ ମଧ୍ଯ ଜଣାଇଛନ୍ତି। ଭଗବାନ କରନ୍ତୁ ତାଙ୍କ ଦୁହିଁ ଙ୍କ ଜୀବନ ଆନନ୍ଦମୟ ହେଉ ସେ ତାଙ୍କ ଜୀବନ ରେ ବହୁତ ଆଗକୁ ଯାଆନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।