5 ମାସର ଝିଅକୁ ନିଜ କୋଳରେ ଧରି, ଏହି ମା ପ୍ରତିଦିନ 165 KM ଯାତ୍ରା କରନ୍ତି ଏହି ମା’ ଟିର ଦୁଃଖଭରା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ମାଆ ର ମମତା ଅପାର ,ଗୋଟେ ମାଆ ତ ଛୁଆ ଙ୍କ ପାଇଁ ବହୁତ୍ କିଛି କରିପାରେ ।ଯଦି କେବେ ଯଦି ଗୋଟେ ସ୍ତ୍ରୀ ର ସ୍ବାମୀ କୌଣସି କାରଣ ପାଇଁ ମୃତ୍ୁ ବରଣ କରିଛନ୍ତି ତେବେ ସେ ସ୍ତ୍ରୀ ଯେତେ ପରିଶ୍ରମ ପଡ଼ିଲେ ଭି ସେ ସବୁ କିଛି କରି ନିଜ ଛୁଆ ର ଲାଳନ ପାଳନ କରିଥାଏ ।ସେମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଗୋଟେ ମାଆ ଟି ତା ୫ ମାସ ର ଛୁଆ କୁ ନେଇ ୧୬୫ କିଲୋମିଟର ଠିଆ ହେଇ ହେଇ ଗାଡ଼ି ରେ ଯିବାର ପ୍ରତିଦିନ ନଜର ଆସିଛନ୍ତି ।

ଯଦି ଆପଣ ମାନଙ୍କୁ ଆପଣ ମାନଙ୍କ କାମ ବହୁତ୍ ହିଁ କଷ୍ଟ ଲାଗୁଚି ତେବେ ଏଇ ଖବର ଟି ପଢନ୍ତୁ ଉତ୍ତରପ୍ରଦେଶ ରେ ଜଣେ ମହିଳା ରୁହନ୍ତି ଯାହାଙ୍କ ନାମ ସିପ୍ରା ଦିକ୍ଷୀତ ଙ୍କ କାହାଣୀ।ସେ ପରିବହନ ନିଗମ ର ଗରଖପୂର୍ ରେ କଣ୍ଡକ୍ଟର ର କାମ କରୁଥିଲେ ।ତାଙ୍କ କହିବା ଅନୁସାରେ ତାଙ୍କର ସେ କାମ ପାଇଁ କିଛି ଭି ଅସୁବିଧା ନାହିଁ ହେଲେ ସେ ତାଙ୍କର ୫ ମାସ ର ଶିଶୁ କନ୍ୟା ଙ୍କୁ ନେଇକି ୧୬୫ କିଲୋମିଟର ଏମିତି ଚାଲିଥିଲେ ।

ସିପ୍ରା ଦିକ୍ଷୀତ ଏମିତି ଛୋଟ ଛୁଆ ଟିକୁ ନେଇ କେବଳ ପଇସା ଉଠାଇବା କାର୍ଯ୍ୟ କରୁଥିଲେ ସେଥି ପାଇଁ ତାଙ୍କୁ ଏ ସବୁ ରୁ ଛୁଟି ମିଳୁ ନଥିଲା ।ସେଇ ଯାତ୍ରୀ ଗଣ ଙ୍କ ଭିତରେ ସେ ନିଜ ପିଲା ଟିର କେବଳ ଖାଇବାର ନଜର ଦେଇ ପାରୁଥିଲେ ସେଥି ପାଇଁ ତାଙ୍କ ଉପରେ ବହୁତ୍ ଯାତ୍ରୀ ମାନେ ଭି ଅଧିକାଂଶ ସମୟ ରହିଛନ୍ତି ହେଲେ ସେ ପିଲା ଟିର ଖାଇବାର କୁ ଲକ୍ଷ୍ୟ କରି ପାରୁନଥିଲେ ଭଲ ଭାବରେ ।

ତିଥାବି ତ ଶରୀର ପ୍ରତି ବହୁତ୍ ନଜର ଥିଲା ସିପ୍ରା ଦିକ୍ଷୀତ ଙ୍କ ର ସେ କେବେବି ପିଲା ଟିକୁ ଥଣ୍ଡା ପବନ ଲାଗିବା ପାଇଁ ଦଉ ନଥିଲେ ।ପିଲାଟିକୁ ଭଲ ଭାବରେ ଘୋଡେଇକି ଆଣୁଥିଲେ ।ସେ ଏମିତି କରିବାର କାରଣ ଥିଲା କି ସିପ୍ରା ଦିକ୍ଷୀତ ଙ୍କ ଘରେ ତାଙ୍କ ଛଡ଼ା ଆଉ ଅନ୍ୟ କେହି ମହିଳା ନଥିଲେ ଯାହା ପାଇଁ ପିଲାଟିର ଭାର ପୋଷଣ ପାଇଁ ତାଙ୍କୁ ଏମିତି କରିବା ପାଇଁ ପଡୁଥିଲା ।
ସିପ୍ରା ଦିକ୍ଷୀତ ଙ୍କ ବାପା ପି କେ ସିଂ ଜଣେ ପରିବହନ କେନ୍ଦ୍ର ର କଣ୍ଡକ୍ଟର ଥିଲେ ଯାହାଙ୍କର ପରଲୋକ ପରେ ତାଙ୍କ ଝିଅ ଏଇ ସବୁ କାମ ୨୦୧୬ ମସିହାରେ କରିବାରେ ଲାଗିଲେ ।ସିପ୍ରା ଙ୍କ କହିବା ଅନୁସାରେ ସେ ଜଣେ ବହୁତ୍ ଭଲ ଛାତ୍ରୀ ଥିଲେ ତାଙ୍କ ପଢା ଅନୁସାରେ ତାଙ୍କୁ ଚାକିରି ଟିଏ ମିଳି ନାହିଁ ।

ସେ ଜଣେ ବିଜ୍ଞାନ ଛାତ୍ରୀ ଥିଲେ ଏବଂ ସେ ପୋଷ୍ଟ ଗ୍ରାଜୁଏଟ ହେଇଥିଲେ ।ସେ ଏମିତି କାର୍ଯ୍ୟ କରିବାର ମଧ୍ୟ କାରଣ ଦର୍ସେଇଛନ୍ତି ।କାରଣ ହଉଚି କି ତାଙ୍କ ପରିବାର ରେ ବହୁତ୍ ଅଭାବ ଅସୁବିଧା ହେଉଥିବାରୁ ସେ ଏପରି କାର୍ଯ୍ୟ କରିଛନ୍ତି ।ସେ ଏବେ ୟୁ. ପି ର ପି .ଏମ ଙ୍କୁ ମିନତି କରୁଛନ୍ତି କି ତାଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ଚାକିରି ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।